fbpx
Browsing Category

Featured

ଆଉ ୪୩ ମୋବାଇଲ ଆପ୍ ବ୍ୟାନ୍, ଜାଣନ୍ତୁ କ’ଣ କ’ଣ ରହିଛି ସାମିଲ ?

ନୂଆଦିଲ୍ଲୀ,୨୪ ।୧୧: ଆଉ ୪୩ଟି ମୋବାଇଲ ଆପ ବ୍ୟାନ କରିଛନ୍ତି ଭାରତ ସରକାର । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(କ) ଅନୁସାରେ ଏସବୁ ବ୍ୟାନ ହୋଇଛି । ସ୍ନାକ ଭିଡିଓ, କ୍ୟାମକାର୍ଡ, ୱି ଡେଟ୍, ରେଲା ଆଦି ଳୋକପ୍ରିୟ ଆପ…

ଡମ୍ପର ଧକ୍କାରେ ଚାଲିଗଲା ୬ ଜୀବନ

ନୟାଗଡ,୨୪ ।୧୧(ଓଡିଶା ଭାସ୍କର): ନୟାଗଡ ଜିଲ୍ଲା ଶରଣକୂଳରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଡମ୍ପର ଧକ୍କାରେ ଚାଲିଯାଇଛି ୬  ଜୀବନ । ନୟାଗଡରୁ ବଡଗାଁ ଯାଉଥିବା ବେଳେ ଡମ୍ପରଟି ପଥଚାରୀଙ୍କ ଉପରକୁ ମାଡିଯାଇଥିଲା…

ପରୀ ମୃତ୍ୟୁ ମାମଲାରେ ବାଚସ୍ପତିଙ୍କ ରୁଲିଂ, କାଲି ଉତ୍ତର ରଖିବେ ମନ୍ତ୍ରୀ

ଭୁବନେଶ୍ୱର,୨୪ ।୧୧(ଓଡିଶା ଭାସ୍କର): ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ରୁଲିଂ । ପରୀ ମୃତ୍ୟୁ ଓ ବାପା, ମା’ଙ୍କ ଆତ୍ମହତ୍ୟ ଉଦ୍ୟମ ପ୍ରସଙ୍ଗରେ ରୁଲିଂ ହୋଇଛି । ବାଚସ୍ପତି କହିଛନ୍ତି ଯେ,…

ପ୍ରଧାନମନ୍ତ୍ରୀଙ୍କ କୋଭିଡ ସ୍ଥିତି ସମୀକ୍ଷା, ଜାଣନ୍ତୁ କ’ଣ କହିଲେ?

ନୂଆଦିଲ୍ଲୀ,୨୪ ।୧୧: ଦେଶ ଓ ରାଜ୍ୟର କୋଭିଡ ସ୍ଥିତି ଆଜି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘କରୋନାର ଚତୁର୍ଥ ପର୍ଯ୍ୟାୟରେ ଏବେ ଆମେ…

ନାଗାର୍ଜୁନ ବେଶ ନେଇ କ’ଣ ରହିଛି ନିଷ୍ପତ୍ତି?

ପୁରୀ,୨୪ ।୧୧(ଓଡିଶା ଭାସ୍କର): ନାଗାର୍ଜୁନ ବେଶ ପ୍ରସ୍ତୁତି ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକ ଶେଷ ହୋଇଛି । ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇ କହିଛନ୍ତି ଯେ, ‘କୋଭିଡ଼ କଟକଣା ଯୋଗୁଁ ଭକ୍ତ…

କଟକ IIFLରୁ ଡକାୟତି ଘଟଣାର କିଏ ମାଷ୍ଟରମାଇଣ୍ଡ?

କଟକ,୨୪ ।୧୧(ଓଡିଶା ଭାସ୍କର): କଟକ ନୟାସଡକ ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଡକାୟତି ଘଟଣାରେ IIFLର କର୍ମଚାରୀ ହିଁ ଲୁଟର ମାଷ୍ଟରମାଇଣ୍ଡ ଥିବା ପ୍ରେସମିଟରେ…

ସାରୁଆ ଜମି ମାମଲା: ଓଏଏସ ବିବେକାନନ୍ଦ ପରିଡା ନିଲମ୍ବିତ

ଖୋର୍ଦ୍ଧା,୨୪ ।୧୧(ଓଡିଶା ଭାସ୍କର): ଓଟିଭିର ସାରୁଅରେ ଦଳିତଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସରକାରୀ…

ହୋଟେଲରେ ପ୍ରେମିକା ସହ ରାସଲୀଳା କରୁଥିଲେ ବ୍ୟକ୍ତି: ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ..

ପ୍ରେମିକା ସହ ରୋମାନ୍ସ କରୁଥିବା ବେଳେ ପତ୍ନୀ ହାତରେ ଧରାପଡିବା ପରେ ବେଶ ଉତ୍ତମ ମଧ୍ୟମ ଖାଇଛନ୍ତି ଜଣେ ବ୍ୟକ୍ତି । ଏଥିରୁ ବର୍ତ୍ତିଯାଇନାହାନ୍ତି ପ୍ରେମିକା । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…