fbpx
Browsing Category

Featured

ପରଲୋକରେ ଜଗନ୍ନାଥ ରାଉତ

ଭୁବନେଶ୍ୱର, ୨୪ା୧(ଓଡ଼ିଶା ଭାସ୍କର): ପୂର୍ବତନ ଶିଳ୍ପ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ ଘଟିଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ସୂଚନା ମିଳିଛି । ୭୭ବର୍ଷ ବୟସରେ ହୃଦଘାତରେ…

ବୋଲିଂ କରିବ ଭାରତ

ଅକଲ୍ୟାଣ୍ଡ, ୨୪ା୧: ଅକଲ୍ୟାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଟସ୍ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ । ଭାରତ ଓ ନ୍ୟୁଜିଲାଣ୍ଡ…

BJB କଲେଜରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪ା୧(ଓଡ଼ିଶା ଭାସ୍କର): ବିଜେବି କଲେଜରେ ନବୀକରଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ସେଠାରେ ୬୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ୫୮୫ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଶିଳାନ୍ୟାସ ହୋଇଛି ।…

କର୍ତ୍ତବ୍ୟ ପ୍ରତି ପ୍ରାଥମିକତା ରହିବା ଦରକାର : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୪ା୧: ଦିଲ୍ଲୀରେ ସଫଳ ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ୨୨ତାରିଖରେ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ପିଲାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।…

ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ଦୋଷୀଙ୍କ ପରିବାରକୁ ଶେଷ ଚିଠି

ନୂଆଦିଲ୍ଲୀ, ୨୪ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରି ଦୋଷୀଙ୍କ ପରିବାରକୁ ଆଜି ଶେଷ ଚିଠି ଲେଖାଯାଇଛି । ଦୋଷୀଙ୍କ ପରିବାରକୁ ଚିଠି ଲେଖିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଦୋଷୀଙ୍କୁ ଶେଷ ଦେଖା କରିବାର ଥିଲେ…

ନିହତ ହେଲା ଜୈଶ ଆତଙ୍କବାଦୀ

ଜାମ୍ମୁକାଶ୍ମୀର, ୨୪ା୧: ଏନକାଉଣ୍ଟରରେ ଜୈଶ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜୈଶ ଆତଙ୍କବାଦୀ ଅବୁ ସୈଫୁଲା ନିହତ ହୋଇଛି । ଜମ୍ମୁକାଶ୍ମୀର ଅବନ୍ତିପୁରାରେ ସୁରକ୍ଷାକର୍ମୀଙ୍କ ଏନାକାଉଣ୍ଟରରେ ସଫା ହୋଇଛି…

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୩ଟି ଫଳ ଦୋକାନ

ଭୁବନେଶ୍ୱର,୨୪ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର କଳ୍ପନା ଛକ ଭେଣ୍ଡିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେଠାରେ ଥିବା ଫଳ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତ୍ରିରେ ନିଆଁ ଲାଗିଥିଲା ।…

ଜେଲରୁ ବାହାରିଲେ ପୁଞ୍ଜିଲାଲ

ପାଟଣାଗଡ଼, ୨୪ା୧(ଓଡ଼ିଶା ଭାସ୍କର): ବଲାଙ୍ଗୀର ଜେଲରୁ ଆଜି ବାହାରିଛନ୍ତି ପୁଞ୍ଜିଲାଲ ମେହେର । ନିଜ ମାଆଙ୍କର ଶୁଦ୍ଧୀକ୍ରିୟା ପାଇଁ ଜେଲରୁ ବାହାରିଛନ୍ତି ପୁଞ୍ଜିଲାଲ । ତାଙ୍କୁ ୪ଦିନିଆ ଅନ୍ତରୀଣ ଜାମିନ ପାଇଁ ହାଇକୋର୍ଟ…

ଗିରଫ ହେଲେ ବିଜେଡ଼ିର ପୂର୍ବତନ ବିଧାୟକ ଅନାମ ନାଏକ

କଳାହାଣ୍ଡି, ୨୩ା୧(ଓଡ଼ିଶା ଭାସ୍କର): ବିଜେଡ଼ିର ପୂର୍ବତନ ବିଧାୟକ ଅନାମ ନାୟକ ଗିରଫ ହୋଇଥିବା ସୂଚନା ମିଳିଛି । ତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ । ଅନାମ ନାୟକଙ୍କୁ ଜୟପୁର…

ବାଟବଣା ହାତୀ, ନେଇଗଲା ଦୁଇ ଜୀବନ

ଯାଜପୁର, ୨୩ା୧(ଓଡ଼ିଶା ଭାସ୍କର): ଯାଜପୁର ରୋଡ଼ ସ୍ଥିତ ଗୋଡିପାଟଣାରେ ହାତୀ ଆତଙ୍କ ଦେଖାଦେଇଛି । ଗାଁର ଦୁଇ ଜଣଙ୍କୁ ଦଳି ମାରି ଦେଇଛି ଉନ୍ମତ୍ତ ହାତୀ । ଗୋଡ଼ିପାଟଣା ପରେ ଗୁରୁସାହିରେ ହାତୀ ପଶିଥିଲା । ସେଠାରେ ହାତୀ…