fbpx
Browsing Category

Featured

ପର୍ଯ୍ୟାୟ କ୍ରମେ ଲାଗୁ ହେବ ୱାନ ନେସନ ୱାନ ରାସନ

ଭୁବନେଶ୍ୱର, ୨୧ା୧(ଓଡ଼ିଶା ଭାସ୍କର): ଜୁନ ୧ରୁ ଦେଶରେ ୱାନ ନେସନ ୱାନ ରାସନ ଲାଗୁ ହେବ । ଏହି ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଭୁବନେଶ୍ୱରରେ…

ଇକୋ ରିଟ୍ରିଟରେ ହେବ ପର୍ଯ୍ୟଟନ ମନ୍ତ୍ରୀଙ୍କ ମହାସମ୍ମିଳନୀ

କୋଣାର୍କ,୨୧ ।୧(ଓଡିଶା ଭାସ୍କର): ଓଡିଶାର କୋଣାର୍କ ଇକୋ ରିଟ୍ରିଟରେ ଆସନ୍ତା ୨୩ ଓ ୨୪ରେ ଦୁଇ ଧରି ପର୍ଯ୍ୟଟନ ମନ୍ତ୍ରୀଙ୍କ ମହାସମ୍ମଳନୀ ହେବ । ଏହି ସମ୍ମିଳନୀରେ ଦେଶର ପ୍ରାୟ ସମସ୍ତ ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ…

ରମାଦେବୀରେ ପୁଣି ଛାତ୍ରୀ ଅଶାନ୍ତି

ଭୁବନେଶ୍ୱର,୨୧ ।୧(ଓଡିଶା ଭାସ୍କର): ରମାଦେବୀ ବିଶ୍ୱବିଦ୍ୟାଳୟରେ ଜଳିଲା ପରୀକ୍ଷା ନିଆଁ । ରମାଦେବୀ ବିଶ୍ୱବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା ପକାଇ ବିରୋଧ ପ୍ରଦର୍ଶନ…

ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ୪ ମୃତ

ସମ୍ବଲପୁର,୨୧ ।୧(ଓଡିଶା ଭାସ୍କର): ସମ୍ବଲପୁର ପରମାଣପୁରରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ ଅସ୍ଥାୟୀ ଦୋକାନୀ ଉପରକୁ ଟ୍ରକ୍ ମାଡିଯିବାରୁ ଘଟଣାସ୍ଥଳରେ ୪ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ଏହି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳର ନେତା

ଭୁବନେଶ୍ୱର,୨୧ ।୧(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ । ଚିଠିରେ ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡିଆ ଭାଷାରେ କରିବାକୁ ପ୍ରଦୀପ ଦାବି…

ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତକୁ ବିଜେପିର ସ୍ୱାଗତ

ଭୁବନେଶ୍ୱର, ୨୦ା୧(ଓଡ଼ିଶା ଭାସ୍କର): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ଗସ୍ତ କରୁଛନ୍ତି । ସେଠାରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଏକ ସାମ୍ବାଦିକ…

ପିଲାଙ୍କୁ ବାଡ଼େଇ ନିଲମ୍ବନ ହେଲେ ଶିକ୍ଷକ

ହରିଚନ୍ଦନପୁର, ୨୦ା୧(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ଶିକ୍ଷକ ନିସ୍ତୁକ ମାଡ଼ ମାରିଥିଲେ । ସେହି ମାଡ଼ ମାରିଥିବା…

ଓଡ଼ିଶାରେ ବିଧାନ ପରିଷଦ ପାଇଁ ବିଜେଡ଼ିର କସରତ

ଭୁବନେଶ୍ୱର, ୨୦ା୧(ଓଡ଼ିଶା ଭାସ୍କର): ଓଡ଼ିଶାରେ ବିଧାନ ପରିଷଦ ନେଇ ରାଜନୈତିକ ହଲଚଲ ଦେଖାଦେଇଥିଲା । ଏହି ପ୍ରସଙ୍ଗରେ ବିଜେଡ଼ି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବଜେଟ ଅଧିବେଶନର…

ପୁଣି ବିମାନବନ୍ଦରରୁ ସୁନା ଜବତ

ଭୁବନେଶ୍ୱର,୨୦ ।୧(ଓଡିଶା ଭାସ୍କର): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି । କ୍ୱାଲାଲମପୁରରୁ ଏୟାର ଏସିଆ ବିମାନ ଆସୁଥିଲା ଏହି ସୁନା । ବିମାନମନ୍ଦରରୁ ୨୧୫.୬୦୦ ଗ୍ରାମ…