Browsing Category

Featured

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩.୯୨ ଲକ୍ଷ

ନୂଆଦିଲ୍ଲୀ,୧୩ ।୨: ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୯୨ ହଜାର ୫୨୭କୁ ବୃଦ୍ଧି ପାଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ୮୭ ଲକ୍ଷ ୧୦ ହଜାର ୧୭୮କୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ କୋରୋନାରୁ…

ଘାଟି ତଳକୁ ଖସିଲା ମିନି ବସ,୪ ମୃତ

କୋରାପୁଟ, ୧୩।୨ : କୋରାପୁଟ-ଆନ୍ଧ୍ର ସୀମାନ୍ତ ଅନନ୍ତଗିରିରେ ଘାଟି ତଳକୁ ଖସିଛି ମିନି ବସ୍‌ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ଆହତ ହୋଇଥିବା ଜଣାପଡିଛି । ତେବେ ମୃତକଙ୍କ ମଧ୍ୟରେ ୨ ଜଣ…

ରାଶିଫଳ (ଶନିବାର, ୧୩ ଫେବୃୟାରୀ ୨୦୨୧)

ମେଷ : କମର୍କ୍ଷେତ୍ରେର ଶତ୍ରୁମୋନ ପ୍ରଭାବିତ କରିପାରନ୍ତି । ପେଟଜନିତ ଅସୁବିଧା ଫଳେର ମନ ଅଶାନ୍ତ ରହିବ । ଗୃହେର ଅଚାନକ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହେବ, ମହିଳାମୋନ ପାରିବାରିକ ପରେିବଶେର ନିଜକୁ ସ୍ଥିର କରିପାରେିବ…

ଆପଣାନ୍ତୁ ଏହିସବୁ ଫୁଡ୍, ରୁହନ୍ତୁ ମାନସିକ ସ୍ତରରେ ଫିଟ୍

ଆମେ ପାଇଁ ଶାରୀରିକ ଭାବେ ସୁସ୍ଥ ରହିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ମାନସିକ ଭାବେ ସୁସ୍ଥ ରହିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଯଦି ଜଣେ ମାନସିକ ସ୍ତରରେ ସୁସ୍ଥ ଓ ଶକ୍ତିଶାଳୀ ରୁହେ, ତେବେ ସମସ୍ତ ପ୍ରକାର…

ରୁଙ୍ଗଟା ମାଇନ୍ସ ର ବିକଳ୍ପ ରାସ୍ତା ନିର୍ମାଣରେ ତର୍କାବେଡା ଗ୍ରାମବାସୀ ଅସନ୍ତୁଷ୍ଟ

ହିନ୍ଦୋଳ ,13/2:କନ୍ତିମିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତର୍କାବେଡା ଠାରେ ରୁଙ୍ଗଟା ମାଇନ୍ସର ବିକଳ୍ପ ରାସ୍ତା ନିର୍ମାଣକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି ଏବଂ ଗ୍ରାମବାସୀଙ୍କ ତରଫରୁ ୪୦ ଦିନ ହେବ ଧାରଣରେ ବସିଥିଲେ।…