Browsing Category
Featured
୨ୟ ଦିନରେ ରାଜ୍ୟର ୩୧,୯୦୧ ଜଣଙ୍କୁ ଟିକା ଦେବାର ଲକ୍ଷ୍ୟ
ଭୁବନେଶ୍ୱର,୧୮ ।୧(ଓଡିଶା ଭାସ୍କର): ରାଜ୍ୟରେ ପୁଣି କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୨ୟ ଦିନରେ ୩୮୦ ସେସନରେ ୩୧,୯୦୧ ଜଣଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ…
୫୪ ଦିନରେ ଚାଷୀ ଆନ୍ଦୋଳନ: ଟ୍ରାକ୍ଟର ରାଲି ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆଜି
ନୂଆଦିଲ୍ଲୀ, ୧୮ା୧: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୫୪ ଦିନରେ ପହଞ୍ଚିଛି । ପୂର୍ବରୁ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ଫଳାଫଳ ବାହାରି ପାରିନଥିଲା । ଆଜି…
୧୪ ପୁରୁଷଙ୍କ ସହ ପତ୍ନୀ ରଖିଥିଲେ ଅବୈଧ ସମ୍ପର୍କ, ପତି ଜାଣିବା ପରେ ନେଲେ ଅଜବ ପଦକ୍ଷେପ
ପାରିବାରିକ କଳହ, ବିବାହ ବିଚ୍ଛେଦ, ଅବୈଧ ସମ୍ପର୍କ ଆଜିକାଲି ଯେପରି ଏକ ସାଧାରଣ କଥା ହୋଇଗଲାଣି । କେତେବେଳେ ସ୍ୱାମୀ ପର ସ୍ତ୍ରୀ ସହିତ ସମ୍ପର୍କ ରଖୁଛି ତ କେତେବେଳେ ସ୍ତ୍ରୀ ସ୍ୱାମୀ ଉପରେ ଅସନ୍ତୁଷ୍ଟ ରହୁଛି । ଏପରି…
Case Against the Makers of Amazon Prime Video’s ‘Tandav’
New Delhi, 18/1: The Uttar Pradesh Police has filed a criminal case against the makers of Amazon Prime Video's Web series 'Tandav' over alleged insult to Hindu gods. A case was…
ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ: ଜଣେ ଅଟକ
କେନ୍ଦୁଝର, ୧୮ା୧ (ଓଡିଶା ଭାସ୍କର): କେନ୍ଦୁଝରରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ହୋଇଛି । କାଶୀପୁରଠାରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ ଉଦ୍ୟମ କରିଥିବା…
ଦେଶରେ ଦିନକରେ ୧୪୫ ମୃତ, ୧୩ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୧୮ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୪୫ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୪୧୯କୁ ବୃଦ୍ଧି ପାଇଛି । ଦିନକରେ ୧୩ ହଜାର ୭୮୮ ଜଣ ଆକ୍ରାନ୍ତ ହୋଇଥିବା…
ରାଶିଫଳ (ସୋମବାର, ୧୮ ଜାନୁଆରୀ ୨୦୨୧)
ମେଷ -ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।…
ନିଆଁ ଝରଣା, ଯେଉଁଠି ପାଣି ବଦଳ ରେ ଝରୁଛି ନିଆଁ!
ଝରଣାରୁ ପାଣି ଝରିବା ସ୍ୱାଭାବିକ କଥା । ତେବେ ଏଥିରୁ ନିଆଁ ଝରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ଏହା ଆଶ୍ଚର୍ଯ୍ୟ ହୋଇଥିଲେ ବି ସତ । କାର୍ଲିଫୋର୍ଣ୍ଣିଆରେ ରହିଛି ଏଭଳି ଏକ ଝରଣା । ଏଥିରେ ନିଆଁ ଭଳି ଲାଲ ପାଣି…
କାଲିମେଳାର ଧାନମଣ୍ଡି ବନ୍ଦ ପ୍ରତିବାଦରେ ଚାଷୀଙ୍କ ସହ ରାଜନେତା କଲେ ରାସ୍ତାରୋକ
ମାଲକାନଗିରି/କାଲିମେଳା -୧୭/୦୧: ଧାନ ମଣ୍ଡି ବନ୍ଦ ପ୍ରତିବାଦରେ ଆଜି ଶତାଧିକ ଚାଷୀ ମାଲକାନଗିରି ଜିଲ୍ଲାର କାଲିମେଳା ସହରର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ସେମାନେ ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରେ…
ବାଲେଶ୍ୱର ରେ ଚାଞ୍ଚଲ୍ୟ : ଝିଅକୁ ହତ୍ୟା କରିବାକୁ ମା ଦେଇଥିଲା ସୁପାରୀ
ବାଲେଶ୍ୱର, 17/1 : ବାଲେଶ୍ୱର ନଗ୍ରମରେ ମହିଳାଙ୍କୁ ହତ୍ୟା ମାମଲାର ପର୍ଦାଫାସ ହୋଇଛି । ଶିବାନୀ ନାୟକଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିଲା ତାଙ୍କରି ନିଜର ମାଆ । ମଦ ବେପାରକୁ ନେଇ ସୁପାରି କିଲିଂ ହୋଇଥିବା ପୋଲିସର…