fbpx
Browsing Category

Featured

ଜମାତିଙ୍କ ବିରୋଧରେ ଲାଗିବ ହତ୍ୟା ଓ ହତ୍ୟା ଉଦ୍ୟମ ଦଫା !

ଦିଲ୍ଲୀର ନିଜାମୁଦ୍ଦିନ ଠାରେ ଆୟୋଜିତ ତବଲିଗି ଜମାତ ରେ ଯୋଗ ଦେଇଥିଲେ ଦେଶ ବିଦେଶର ହଜାର ହଜାର ଜମାତି ।ଯେଉଁଥିରୁ ଶତାଧକ ଏବେ ମହାମାରୀ କରୋନା ଆକ୍ରାନ୍ତ । ଲକ ଡାଉନ ପୂର୍ବରୁ ଏମାନଙ୍କ ମଧ୍ୟରୁ ବହୁଲୋକ ନିଜ ନିଜ…

କ୍ରିକେଟ ପ୍ରେମୀଙ୍କ ପାଇଁ ଟିମ ଇଣ୍ଡିଆ ବିଜୟର ଶ୍ରେଷ୍ଠ ୨୦ ମ୍ୟାଚର ରିପିର୍ଟ ଟେଲିକାଷ୍ଠ ଆଜିଠାରୁ

ଲକ୍ ଡାଉନ ହଟିବାକୁ ଆଉ ଆଠ ଦିନ । ସଭିଏଁ ଘରେ ରହି ବୋର ।ଏଭଳି ଅବସ୍ଥାରେ ଲୋକଙ୍କ ମନୋରଂଜନ ପାଇଁ ପ୍ରସାର ଭାରତୀ ରାମାୟଣ,ମହାଭାରତ ,ଚାଣକ୍ୟ,ଅଲିଫଲୈଲା,ଶକ୍ତମାନ ପ୍ରଭୃତି ୯୦ ଦଶକର ମନୋରଂଜନ ଭିତ୍ତିକ ମେଗା ଟେଲି…

ଜମାତ ସହ ଜଡିତ ୨୫ହଜାର କ୍ୱାରେଣ୍ଟାଇନରେ

ଦେଶର ଚିନ୍ତା ବଢ଼ାଇଛି ତବଲିଗି ଜମାତ । କରେନା ସଂକ୍ରମିତ ହୋଇଥିବା ଏହି ଜମାତିମାନେ ଏବେ ସୁପର ସ୍ପ୍ରେଡର ପାଲଟିଛନ୍ତି । ଜମାତରେ ଯୋଗ ଦେଇଥିବା ବ୍ୟକ୍ତି,ତାଙ୍କ ସଂସ୍ୱର୍ଶରେ ଆସଥିବା ଲୋକ ଓ ତାଙ୍କ ଅଧିକାଂଶ…

ମାସ୍କରେ ସପ୍ତାହେ ଯାଏ ରହିପାରେ କରୋନା ଭୂ୍ତାଣୁ ,ବ୍ୟବହାର ପରେ ମାରନ୍ତୁ ନାହିଁ ହାତ

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କର ବ୍ୟବହାର ନିହାତି ଜରୁରୀ । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣା ରୁ ସ୍ପଷ୍ଟ ହୋଇଛି ଯେ ସର୍ଜିକାଲ ମାସ୍କରେ ଏକ ସପ୍ତାହ ଯାଏ ରହିପାରେ କରୋନା ଭୂତାଣୁ । ୟୁନିଭରସିଟି…

କରୋନା: ବିଗିଢିଲା ବ୍ରିଟିଶ୍ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା, ଆଇସୋଲେସନ ୱାର୍ଡରୁ ଆଇସିୟୁକୁ ଭର୍ତ୍ତି

ଗତ ସପ୍ତାହରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଛି । ଏନେଇ ତାଙ୍କୁ ଆଇସୋଲେସନ ୱାର୍ଡରୁ ନେଇ ଆଇସିୟୁରେ ଭର୍ତ୍ତି କରାଯାଇଛି ।…

ଲକ୍ ଡାଉନ୍ ପାଇଁ ଚିନ୍ତାରେ ଦେହଜୀବୀ,ମାଳିସାହି ଶୂନଶାନ

ଲକ୍ ଡାଉନ୍ ପାଇଁ ଚିନ୍ତାରେ ଦେହଜୀବୀ । ଦେଶର ବଡ ବଡ ରେଡଲାଇଟ୍ ଏରିଆ କୋଲକତାର ସୋନାକାଛି ହେଉ ବା ମହାରାଷ୍ଟ୍ରର କାମଠିପୁରା ।ଏପରିକି ଆମ ଭୁବନେଶ୍ୱର ମାଳିସାହି ସବୁ ଶୂନଶାନ । ଯେତେବେଳେ ସମଗ୍ର ଦେଶ ନିଖୋଡ଼ ନିଦରେ…

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ନର୍ସ ଓ ଧାଈଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଏପ୍ରିଲ୭କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି । ଏହି ଦିବସରେ ନର୍ସ ଓ…

ମାଓବାଦୀଙ୍କ ଘୋଷଣା,କରୋନା ପାଇଁ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ବନ୍ଦ

କରେନା ଭୟ ନକ୍ସଲଙ୍କୁ ବି ଘାରିଛି । ଛତିଶଗଡ ଓ ସୀମାବର୍ତ୍ତୀ ଅଂଚଳର ମାଓବାଦୀ ମାନେ ପୋଷ୍ଟର ମାରି ଯୁଦ୍ଧବିରାମ ଘୋଷଣା କରିଛନ୍ତି । ମାଲାକନଗିରି ,କୋରାପୁଟ,ବିଶାଖାପାଟଣା ବର୍ଡର ଡିଭିଜନାଲ କମିଟିର ସଚିବ କୈଳାଶମଙ୍କ…

ମହାମାରୀ ସମୟରେ ଜନ୍ମିତ ପୁଅର ନାମ ‘ଲକ୍-ଡାଉନ୍’ ରଖିଲେ ଦମ୍ପତ୍ତି

କରୋନା ଭାଇରସ୍ ଯୋଗୁଁ ଗୋଟିଏ ପଟେ ଜନଜୀବନ ବିଶେଷ ପ୍ରଭାବିତ ହେଉଥିବା ବେଳେ ଅନ୍ୟପଟେ ଏହି ପ୍ରତିକୂଳ ସମୟକୁ ସାରା ଜୀବନ ମନେ ରଖିବା ପାଇଁ ଲୋକମାନେ ଚେଷ୍ଟା କରୁଛନ୍ତି । ସେହିଭଳି ମଧ୍ୟପ୍ରଦେଶର ଶୋପୁରରେ ଏକ ମାମଲା…

ଦୀକ୍ଷା ଆପ୍: ଅନଲାଇନରେ ପାଠ ପଢ଼ିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କୌଣସି ବାଧା ନଉପୁଜିବା ପାଇଁ ଅନଲାଇନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବେ ।…