Browsing Category

Featured

କ୍ଷମତା ପାଇଁ ବିଜେପି ମମତାଙ୍କୁ ହତ୍ୟା କରିପାରେ: ତୃଣମୂଳ କଂଗ୍ରେସ ନେତା

କୋଲକତା, ୧୪ା୧୨ (ଓଡିଶା ଭାସ୍କର): ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ମାତ୍ର ନିର୍ବାଚନ ପୂର୍ବରୁ ବର୍ତ୍ତମାନ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୀତି ସରଗରମ ରହିଛି । ପରିସ୍ଥିତିକୁ ଲକ୍ଷ୍ୟ…

ଏହି ଆଇଲ୍ୟାଣ୍ଡରେ ଚାଲିଛି ସାପଙ୍କ ରାଜୁତି: ଯିଏ ଗଲା ସେ ମଲା

ଦେଶରେ ଏପରି ଏକ ଆଇଲ୍ୟାଣ୍ଡ ରହିଛି, ଯେଉଁଠାରେ ସାପଙ୍କ ରାଜୁତି ଦେଖିବାକୁ ମିଳିଛି । ଥରେ ଯିଏ ସେଠିକି ଯାଇଛି, ସେ ଆଉ ଜୀବନ୍ତ ଫେରିପାରିନାହିଁ । ଏପରି ଆଇଲ୍ୟାଣ୍ଡ ବ୍ରାଜିଲରେ ଥିବା ବେଳେ ଏହାକୁ ସାପ ଆଇଲ୍ୟାଣ୍ଡ…

ଏସସିପିସିଆର ଅଫିସ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ନୟାଗଡ଼, ୧୪ା୧୨ (ଓଡିଶା ଭାସ୍କର): ରାଜ୍ୟରେ ଶିଶୁ ମୃତ୍ୟୁ ଓ ନିଖୋଜ ଘଟଣା ବଢ଼ିଚାଲିଛି । ତେଣୁ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏସସିପିସିଆର) ଅଫିସ ଆଗରେ ଏହି…

ଲଗାତାର ବଢୁଛି ସୁନାଦାର, ଜାଣନ୍ତୁ କଣ ରହିଛି ଭୁବନେଶ୍ୱର ରେ ଆଜିର ଦାମ

କରୋନା ମହାମାରୀ ମଧ୍ୟ ରେ ସୁନା ର ଦାମ ଧୀରେ ଧୀରେ ବଢିବାକୁ ଲାଗିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୮,୨୬୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି…

କରୋନାରେ ଆଉ ୪ ମୁଣ୍ଡ ଗଡ଼ିଲା

ଭୁବନେଶ୍ୱର, ୧୪ା୧୨ (ଓଡିଶା ଭାସ୍କର): ରାଜ୍ୟରେ ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଦ୍ୱାରା ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୧୧କୁ ବୃଦ୍ଧି ପାଇଛି । ସୂଚନା…

କମିବ ସ୍କୁଲ ପିଲାଙ୍କ ବସ୍ତାନି ବୋଝ, ଜଣାନ୍ତୁ କେତେ ଓଜନ ର ବ୍ୟାଗ ନେଇପାରିବ ଆପଣଙ୍କ ପିଲା

ସ୍କୁଲ ପିଲାଙ୍କ ବ୍ୟାଗ ର ଓଜନ କମାଇବା ପାଇଁ ସ୍କୁଲ ବ୍ୟାଗ୍ ନୀତି ଜାରି କରିଛନ୍ତି କେନ୍ଦ୍ର ସରକାର। ପିଲାଙ୍କ ଓଜନଠାରୁ ସ୍କୁଲ ବ୍ୟାଗର ଓଜନ ୧୦%ରୁ କମ୍ ରହିବ। ଅର୍ଥାତ୍ ଯଦି ଜଣେ ଛାତ୍ରଙ୍କ ଓଜନ ୩୦ କେଜି ହୋଇଥାଏ…

ରାଜ୍ୟରେ ୩୩୨ କରୋନା ପଜିଟିଭ

ଭୁବନେଶ୍ୱର, ୧୪ା୧୨ (ଓଡିଶା ଭାସ୍କର): ରାଜ୍ୟରେ ୩୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସଙ୍ଗରୋଧରୁ ୧୮୯ ଓ ସ୍ଥାନୀୟ ଅଞ୍ଚଳରୁ ୧୪୩ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ କରୋନା…

ଦିଅର-ଭାଉଜଙ୍କ ଅବୈଧ ସମ୍ପର୍କ: ବଳି ପଡ଼ିଲା ଭାଣିଜୀ

ବାଲିଆପାଳ, ୧୪ା୧୨ (ଓଡିଶା ଭାସ୍କର): ବାଲିଆପାଳ ଅଞ୍ଚଳରେ ଶୁକ୍ରବାର ଘଟିଥିବା ନାବାଳିକା ହତ୍ୟାକାଣ୍ଡର ସତ୍ୟ ସାମନାକୁ ଆସିଛି । ମାମୁଁର ଅବୈଧ ସମ୍ପର୍କ ଦେଖିଦେବା ଫଳରେ ଭାଣିଜୀକୁ ଗଳା କାଟି ହତ୍ୟା କରାଯାଇଥିବା…