Browsing Category
Featured
ନଭେମ୍ବର ୨ରୁ କଟକରେ ସେରୋ ସର୍ଭେ
ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ନଭେମ୍ବର ୨ରୁ କଟକରେ ଆରମ୍ଭ ହେବାକୁ ଯାଉଛି ସେରୋ ସର୍ଭେ । ପ୍ରତି ୱାର୍ଡରେ ୬୦ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ । ରକ୍ତ ନମୁନା ସଂଗ୍ରହ ହୋଇଥିବା ଲୋକଙ୍କର ନାଁ ଗୋପନ…
ଶୀତ ଦିନରେ କିପରି ନେବେ ତ୍ୱଚାର ଯତ୍ନ, ଜାଣନ୍ତୁ
ପାଖେଇ ଆସୁଛି ଶୀତଦିନ । ଏହି ଦିନ ମାନଙ୍କରେ ତ୍ୱଚାର ଯତ୍ନ ଅଧିକ ନେବାକୁ ପଡ଼େ । ଶୀତଦିନରେ ପାଦ ଫାଟିବା ,ଓଠ ଫାଟିବା ଓ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଫାଟିବା ଭଳି ଅନେକ ସମସ୍ୟା ଦେଖାଦିଏ । ତେବେ କିପରି ନେବା…
ବାଲେଶ୍ୱରରେ ବିଜେଡିର ମିଶ୍ରଣ ପର୍ବ
ବାଲେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ଉପନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ବିଜେଡି ମିଶ୍ରଣ ପର୍ବ ହୋଇଛି । ବିଜେପି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି ଘରୋଇ ବସ ମାଲିକ ସଂଘ ସମ୍ପାଦକ । ନରେନ୍ଦ୍ର ବିହାରୀ ଦାସଙ୍କ ସମେତ…
ବ୍ଲୁଫ୍ଲାଗ ବିଚରୁ ମିଳିଲା ମୃତଦେହ
ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ପୁରୀ ବ୍ଲୁଫ୍ଲାଗ ବିଚରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ଗତକାଲି ପରିବାର ସହ ବ୍ଲୁଫ୍ଲାଗ ବିଚରେ ଗାଧୋଇବା ବେଳେ ନିଖୋଜ ହୋଇଥିଲେ ଯୁବକ । ପିଙ୍କ୍ ହାଉସ ନିକଟ ସମୁଦ୍ରରୁ…
ସ୍ୱାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ
ମାଲକାନଗିରି,୨୮ ।୧୦(ଓଡିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ଗୁଳି ବିନିମୟ ଶେଷ ହୋଇଛି । ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର…
ନୂଆ ବର୍ଷ ପୂର୍ବରୁ ଶୀତ ଅଧିବେଶନ
ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ ବିଧାନସଭା ବିଧି ଅନୁସାରେ…
ଓଡିଶା ଛାଡିଲା ମୌସୁମୀ ବାୟୁ
ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ଓଡିଶା ଛାଡିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀର ବିଦାୟ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଓଡିଶା ସହ ଦେଶରୁ ମଧ୍ୟ ବିଦାୟ ନେଇଛି ମୌସୁମୀ ବାୟୁ । ତେବେ…
ଏନକାଉଣ୍ଟରରେ ଟଳିଲେ୨ ଆତଙ୍କବାଦୀ
ଶ୍ରୀନଗର,୨୮ ।୧୦ : ଏନକାଉଣ୍ଟରରେ ନିହତ ହେଲେ ୨ ଆତଙ୍କବାଦୀ । କାଶ୍ମୀରର ବଡଗାମ ଜିଲ୍ଲାର ଆରିବାଗ ମାଚାମା ଅଞ୍ଚଳରେ ହୋଇଛି ଏହି ଏନକାଉଣ୍ଟର । ଏହି ସମୟରେ ଉଭୟ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ପକ୍ଷରୁ ମଧ୍ୟ…
Benefits of eating eggplant
Rich in Many Nutrients. ...
High in Antioxidants.
May Reduce the Risk of Heart Disease.
May Promote Blood Sugar Control.
Could Help With Weight Loss.
May Have…
ରାଜ୍ୟରେ ଆଖି ବୁଜିଲେ ୧୨ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୧୫୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ…