Browsing Category

Featured

ସୀମାରେ ଉତେଜନା ପରେ ପ୍ରଧାନମନ୍ତ୍ରୀଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ, ୧୭/୬: ସୀମାରେ ଉତେଜନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ ଡାକିଛନ୍ତି। ୩ ସେନା ମୁଖ୍ୟଙ୍କ ସମେତ ଗୃହ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ସହ  ଏହି ସମ୍ପର୍କରେ ଚର୍ଚ୍ଚା କରିଛନ୍ତି ମୋଦି।…

ଆଜି କିପରି କଟିବ ଆପଣଙ୍କ ଦିନ , ଜାଣନ୍ତୁ ରାଶିଫଳ (୧୭ା୬ା୨୦୨୦, ବୁଧବାର)

ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ…

ଲଦ୍ଦାଖ ସୀମାରେ ଉତ୍ତେଜନା: ଭାରତର ୨୦ ଯବାନ ସହିଦ, ଚୀନର ୪୩ ସୈନିକ ମୃତ

ନୂଆଦିଲ୍ଲୀ,୧୬/୬: ଲଦ୍ଦାଖର ଗଲୱାନ ଉପତ୍ୟକାରେ ଭାରତ-ଚୀନ୍ ମୁହାଁମୁହିଁ ଘଟଣା ଭୟଙ୍କର ରୁପ ନେବାରେ ବସିଲାଣି। ଏହି ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଚୀନ୍‌ର ୪୩ ଯବାନ ମୃତାହତ…

ଟିକଟକ ହେଲା କାଳ, ନଦୀରେ ଭାସିଯାଇ ଯୁବକ ମୃତ

ପଟ୍ଟାମୁଣ୍ଡାଇ, ୧୬ା୬(ଓଡ଼ିଶା ଭାସ୍କର): ଆଜିକାଲିର ଯୁବପିଢ଼ି ଟିକଟକ ମାୟାରେ ବାୟା । ସମସ୍ତେ ଟିକଟିକ କରିବାକୁ ପସନ୍ଦ କରୁଛନ୍ତି । ଏମିତିକି ମୃତ୍ୟୁ ମୁହଁକୁ ଯିବାକୁ ମଧ୍ୟ ପଛଉ ନାହାନ୍ତି । ଏହାରି ମଧ୍ୟରେ ଆଜି…

ଭାରତରେ ମିଳିବନି ଚୀନ ସାମଗ୍ରୀ, ବ୍ୟବସାୟୀ ସଙ୍ଘର ନିଷ୍ପତ୍ତି

ନୂଆଦିଲ୍ଲୀ, ୧୬ା୬: ଦେଶବ୍ୟାପୀ ଚୀନ ସାମଗ୍ରୀ ବର୍ଜନ କରାଯିବା ନେଇ ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଚୀନ ସୈନ୍ୟଙ୍କ ଆକ୍ରମଣରେ ଆଜି ଭାରତୀୟ ୩ଯବାନ ସହିଦ ହୋଇଯାଇଥିଲେ । ଯବାନଙ୍କ ସହିଦ ପରେ…

ଡାକ୍ତରଙ୍କୁ ବଡ଼ ସଫଳତା , ମିଳିଲା କରୋନାରୁ ବଞ୍ଚିବା ଔଷଧ!

ସାରା ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ୍ । ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହି ଭାଇରସ୍ ପାଇଁ ବହୁ ଲୋକ ପ୍ରାଣ ହରାଇ ସାରିଲେଣି । କିନ୍ତୁ ଏବେ ଡାକ୍ତରମାନେ ଏହି କରୋନା ଭଳି ମହାମାରୀରୁ…