CHARIDHAM
Browsing Category

Featured

ଗୋମାତାକୁ ନେଇ କଣ ରହିଛି ଅନ୍ଧବିଶ୍ୱାସ, ଜାଣନ୍ତୁ

ଭାରତରେ ଗାଈକୁ ଗୋମାତାର ମାନ୍ୟତା ଦିଆଯାଇଛି । ଏହି ଗୋମାତାଠାରେ ତେତିଶି କୋଟି ଦେବାଦେବୀ ବାସ କରନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ମଧ୍ୟ ରହିଛି । ତେଣୁ ଗୋମାତାକୁ ନିର୍ଯ୍ୟାତନା ଦେଉଥିବା ଲୋକ ନରକ ଯନ୍ତ୍ରଣା ଭୋଗ କରେ…

ପରଲୋକରେ ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ

ମୁମ୍ବାଇ, ୩/୭: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ଆଜି ପରଲୋକ ଘଟିଛି। ତାଙ୍କର ହୃଦଘାତରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଗୁରୁ ନାନକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ…

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ଭୁବନେଶ୍ୱର, ୩/୭(ଓଡିଶା ଭାସ୍କର):ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି ହେବ। ରଥାରୁଢ ଦିଅଁଙ୍କ ପାଖରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଅଧର ପଣା ଉଚ୍ଚ ହାଣ୍ଡିରେ ଲାଗି ହେବ । ରଥରେ ଅବସ୍ଥାନ କରୁଥିବା ଚଣ୍ଡି-ଚାମୁଣ୍ଡାଙ୍କ…

ଜାଣନ୍ତୁ, ଆଜି କିପରି ବିତିବ ଆପଣଙ୍କ ଦିନ (୩ ଜୁଲାଇ ୨୦୨୦, ଶୁକ୍ରବାର)

ମେଷ - ଆଜି ଗୋଟିଏ ଦର୍ପଣ ନିଜ କୂଳ ପୂରୋହିତଙ୍କୁ ଦାନ କରନ୍ତୁ ଶୁଭ ଖବର ମିଳିବ, ମାନ ସମ୍ମାନ,ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ, ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି…

ଭୂମିହୀନ ଚାଷୀଙ୍କ ପାଇଁ ବଳରାମ ଯୋଜନା

ଭୁବନେଶ୍ୱର, ୨/୭(ଓଡିଶା ଭାସ୍କର): ରାଜ୍ୟର ଭୂମିହୀନ ଚାଷୀଙ୍କ ପାଇଁ ଆରମ୍ଭ ହେବ ବଳରାମ ଯୋଜନା। ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ଋଣ ଦିଆଯିବ। ଏହି ଯୋଜନାରେ ପ୍ରାୟ ୧୦୪୦ କୋଟି ଟଙ୍କାର ଋଣ ଯୋଗାଇବା ପାଇଁ ଲକ୍ଷ୍ୟ…

ଭୋଗଡ଼ାରେ ବୋମାମାଡ଼ ଘଟଣାରେ ୪ଗିରଫ

ଭୁବନେଶ୍ୱର, ୨ା୭(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ଜିଲ୍ଲା ସ୍ଥିତ ଭୋଗଡ଼ାରେ ବୋମାମାଡ଼ ଓ ଡକାୟତି ଘଟଣା ଘଟିଥିଲା । ଡକାୟତି ଓ ବୋମାମାଡ଼କୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।…

ଆଇସୋଲେସନରେ ସ୍ୱାମୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ

ଜଗତସିଂହପୁର, ୨ା୭(ଓଡ଼ିଶା ଭାସ୍କର): ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଘଟିଛି । ଆଇସୋଲେସନ ୱାର୍ଡ଼ରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଉଭୟ ସ୍ୱାମୀ ଓ…