Browsing Category
Featured
କଟକରେ ଦିନ ୧୧ରୁ ୫ ଯାଏ ଦୋକାନ ଖୋଲା
ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): କଟକରେ ଦେକାନ ଖୋଲିବାକୁ ଅନୁମତି ଦେଇଛି ମହାନଗର ନିଗମ । ଦିନ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ଉଭୟ ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ସିଏମ୍ସି କମିଶନରଙ୍କ ପକ୍ଷରୁ…
ଲକ ଡାଉନରେ ହରିଣ ଭୋଜି !
ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର): ଲକ ଡାଉନରେ ହରିଣ ଭୋଜି ! ଭୋଜି ପୁଣି ଆଉ କେଉଁଠି ନୁହେଁ ଫରେଷ୍ଟ ରେଂଜ ଅଫିସରେ । ଏଭଳି ଅଭିଯୋଗ ଆସିଛି ପୂରୀ ଜିଲ୍ଲା ବ୍ରହ୍ମଗିରିରୁ । ସ୍ଥାନୀୟ ଅଭୟାରଣ୍ୟରୁ ଗାଁ ଭିତରକୁ…
ଲକ ଡାଉନ ପାଇଁ ପୋଲିସ ଜିପ୍ସିରେ ରେ ଦବଙ୍ଗ ଷ୍ଟାଇଲରେ ବହାହେବାକୁ ଏଣ୍ଟ୍ରି ମାରିଲା ବର
ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର):ବାହାଘର ପୂର୍ବରୁ ଧାର୍ଯ୍ୟ ସରିଥିଲା । ସରକାରଙ୍କ ନିୟମ ମୁତାବକ ଆର୍ଯ୍ୟସମାଜ ମନ୍ଦିରରେ ସାମଜିକ ଦୂରତା ରଖାଯାଇ ଆୟୋଜନ କରାଯାଇଥିଲା । ପଣ୍ଡିତ ,କନ୍ୟ ପିତା ଓ କନ୍ୟା ପଂହଚି…
ଆଜି ଥାନାରେ ହାଜର ହେବେ ଅର୍ଣ୍ଣବ ଗୋସ୍ୱାମୀ
ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର): ଥାନାରେ ହାଜର ହେବେ ବରିଷ୍ଠ ସାମ୍ବାଦିକ ତଥା ରିପବ୍ଳିକ ଟିଭି ର ଏଡିଟର ଅର୍ଣ୍ଣବ ଗୋସ୍ୱାମୀ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିରୋଧରେ ଲାଇଭ ଟିଭି ସୋରେ ଦେଇଥିବା…
କରୋନା ରୋଗୀଙ୍କ ଶବ ସତ୍କାର ରେ ବାଧା ଦେଲେ ୩ ବର୍ଷ ଜେଲ
ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର): ଦେଶରେ କରୋନା ତାଣ୍ଡବ । ଏପର୍ଯ୍ୟନ୍ତ ୮୦୦ରୁ ଉଦ୍ଧ୍ୱର୍ ଲୋକ ମୃତ୍ୟୁ ବରଣ କଲେଣି । ମୃତକଙ୍କ ଶବସତ୍କାର ରେ ପାଇଁ ଗାଇଡଲଇନ ଜାରୀ କରିଛନ୍ତି ସରକାର । ହେଲେ ଦେଶର ବିଭିନ୍ନ…
ତାସରୁ ନାଶ୍ ,ତାସ ଖେଳରୁ ୪୦ ଜଣ କରୋନା ସଂକ୍ରମିତ
ଭୁବନେଶ୍ୱର :୨୭ ।୪(ଓଡିଶା ଭାସ୍କର): ମହଙ୍ଗା ପଡିଲା ତାସ ଖେଳ । ତାସ ନିଶାରେ ଭୋଳ ହୋଇ ହେଲେ କରୋନା ଆକ୍ରାନ୍ତ । ଜଣଙ୍କଠୁ ୨୪ ଓ ଅନ୍ୟ ଜଣଙ୍କଠୁ ୧୫ ଜଣଙ୍କୁ ବ୍ୟାପିଲା କରେନା । ଆନ୍ଧ୍ରପ୍ରଦେଶର ଏହି ଘଟଣା ଏବେ…
ଲକ ଡାଉନ ବଢ଼ିବା ନେଇ ନିଷ୍ପତ୍ତି ଆଜି ! ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନେବେ ନିଷ୍ପତ୍ତି
ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ…
ରାଶିଫଳ (୨୭/୦୪/୨୦୨୦, ସୋମବାର)
ମେଷ – ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ, ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ପ୍ରେମ ଜିବନ ଓ ସାଂସାରିକ ଜୀବନକୁ ନେଇ ଖୁସି ରହିବେ, ଲୋକସଂପର୍କ କ୍ଷେତ୍ରରେ ସମସ୍ୟା ଦେଖାଦେବ ।
ବୃଷ…
କରୋନା ମୁକାବିଲା ପାଇଁ ଆଇ.ଏ.ଏସ ଓ ଆଇ.ପି.ଏସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ
ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ତଥା ରାଜ୍ୟ ବାହାରେ ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଇଥିବାବେଳେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ…
ଆସିଲା ୯୧ଠାରୁ ୧୦୨ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ
ଭୁବନେଶ୍ୱର, ୨୬ା୪(ଓଡ଼ିଶା ଭାସ୍କର): ଆଜି ୧୨ ଜଣ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ୯୧, ୯୨, ୯୩, ୯୪,୯୫, ୯୬, ୯୭,୯୮, ୯୯, ୧୦୦,୧୦୧ ଓ ୧୦୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ଯାଜପୁର…