Browsing Category

ଜୀବନଚର୍ଯ୍ୟା

ପାଦରେ କଳା ସୂତା ବାନ୍ଧିବାର କ’ଣ ରହିଛି ନିୟମ, ଜାଣନ୍ତୁ କେଉଁ ରାଶି ପାଇଁ ପାଦରେ କଳା ସୂତା ବାନ୍ଧିବା ଅଶୁଭ ହୋଇଥାଏ

ଓଡ଼ିଶା ଭାସ୍କର: ସାଧାରଣତଃ ଲୋକମାନେ ହାତ କିମ୍ବା ପାଦରେ କଳା ସୂତା ବାନ୍ଧି ଥାନ୍ତି । କଳା ସୂତା ଖରାପ ଶକ୍ତି ଏବଂ ନଜର ଦୋଷରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ର ଆନୁଯାୟୀ କଳା ସୂତା…

୧ କି ୨ ନୁହେଁ, ବରଂ ସୋସିଆଲ ମିଡିଆରେ ଏତିକି ଘଣ୍ଟା ବିତାଉଛନ୍ତି ଆପଣ: ରିପୋର୍ଟରୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ

ଆଜିକାଲି ଆମେ ଯାହାକୁ ବି ଦେଖୁଛୁ, ସମସ୍ତେ ନିଜ ସ୍ମାର୍ଟଫୋନରେ ବ୍ୟସ୍ତ ରହୁଛନ୍ତି । ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ଆଜିକାଲି ବହୁତ ସକ୍ରିୟ ରହୁଛନ୍ତି । ଇନଷ୍ଟାଗ୍ରାମରେ ରିଲ୍…

Relationship Tips: ଲଙ୍ଗ୍ ଡିଷ୍ଟାନ୍ସ ରିଲେସନସିପକୁ ଇଣ୍ଟ୍ରେଷ୍ଟିଂ କରିବାକୁ ଚାହୁଁଛନ୍ତି କି ? ସମ୍ପର୍କକୁ ଦୃଢ଼ କରିବା ପାଇଁ ଆପଣାନ୍ତୁ…

ଓଡ଼ିଶା ଭାସ୍କର: ଲଙ୍ଗ୍ ଡିଷ୍ଟାନ୍ସ ରିଲେସନସିପରେ ପ୍ରେମ ଓ ବିଶ୍ୱାସକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିବା କଷ୍ଟକର ହୋଇଥାଏ । ଏଥିରେ ପାର୍ଟନର ପରସ୍ପର ଠାରୁ ଦୂରେଇ ରହିବା ଯୋଗୁଁ ସମ୍ପର୍କରେ ଇଣ୍ଟ୍ରେଷ୍ଟ ଶେଷ…

ପ୍ରସିଦ୍ଧ ନିର୍ମାତା ତଥା ରାମୋଜି ଫିଲ୍ମ ସିଟିର ମାଲିକ ରାମୋଜି ରାଓଙ୍କ ପରଲୋକ

ନୂଆଦିଲ୍ଲୀ: ୮ ଜୁନ୍ ୨୦୨୪ ର ସକାଳେ ବହୁତ ଦୁଃଖଦ ଖବର ମିଳିଛି । ରାମୋଜି ଗ୍ରୁପ୍ ପ୍ରତିଷ୍ଠାତା ଶ୍ରୀ ରାମୋଜି ରାଓଙ୍କର ପରଲୋକ ହୋଇଛି । ଶନିବାର ସକାଳ ୪:୫୦ ରେ ତାଙ୍କର ଦେହାନ୍ତ ହୋଇଛି । କୁହାଯାଉଛି ଯେ ରାମୋଜି…

୧୫ରେ ମିଥୁନ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟଦେବ, ସୁନା ପରି ଚମକିବ ଏହି ରାଶିଙ୍କ ଭାଗ୍ୟ

ଓଡ଼ିଶା ଭାସ୍କର:ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କ ଗୋଚର ବହୁତ ଖାସ୍ ହୋଇଥାଏ । ଏବେ ସୂର୍ଯ୍ୟ ବୃଷ ରାଶିରେ ରହିଛନ୍ତି । ୧୫ ଜୁନ୍‌ରେ ସୂର୍ଯ୍ୟ ବୁଧଙ୍କ ରାଶି ମିଥୁନରେ ପ୍ରବେଶ କରିବାକୁ ଯାଉଛନ୍ତି । ସୂର୍ଯ୍ୟଙ୍କୁ…

ଖରାଦିନେ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ କ୍ଷତିକାରକ, ହୋଇପାରେ ଏହିସବୁ ରୋଗ

ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଆଦୌ ଠିକ୍ ନୁହେଁ । ଶରୀରର ତାପମାତ୍ରା ଅଧିକ ଥିବା ବେଳେ ହଠାତ୍ ଥଣ୍ଡା ପାଣି ପିଇବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିଥାଏ…

ଆପଣଙ୍କର ଏପରି ବ୍ୟବହାର ଯୋଗୁଁ ମାନସିକ ରୋଗର ଶିକାର ହୋଇପାରନ୍ତି ପିଲା , ବଦଳାନ୍ତୁ ଅଭ୍ୟାସ

ଆଜିକାଲି ଅନେକ ସମୟରେ ବାପାମାଆ ନିଜ ପିଲାମାନଙ୍କୁ ଏପରି କଠୋର କଥା କୁହନ୍ତି, ଯାହାର ନକାରାତ୍ମକ ପ୍ରଭାବ ସେମାନଙ୍କ କୋମଳ ମନ ଉପରେ ପଡିଥାଏ। ଏହିପରି କଥା ସେମାନଙ୍କୁ ଭାବପ୍ରବଣତା ଏବଂ ଉଦାସୀନତା ପରି ମାନସିକ ରୋଗର…

ଅକାଳେ ହୋଇଯିବ ଆପଣଙ୍କ ମୃତ୍ୟୁ, ଯଦି ଖାଇବେ ଏହିସବୁ ଖାଦ୍ୟ

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଲୋକେ ସତେ ଯେପରି ନିଜ ପ୍ରତି ଧ୍ୟାନ ଦେବା ଭୁଲିଗଲେଣି । ଘରେ ରୋଷେଇ କରି କିଛି ପୁଷ୍ଟିକର ଖାଦ୍ୟ ଖାଇବା ବଦଳରେ ସେମାନେ ବାହାରର ଖାଦ୍ୟ ପସନ୍ଦ କରୁଛନ୍ତି । ସକାଳର ଜଳଖିଆ ହେଉ…

ଆପଣଙ୍କୁ ଦୈନିକ କେତେ ଲୁଣ ଖାଇବା ଜରୁରୀ ? ଜାଣନ୍ତୁ ବିଶେଷଜ୍ଞ ରାୟ

ପ୍ରତ୍ୟେକ ଭାରତୀୟ ରୋଷେଇରେ ଲୁଣ ସବୁଠାରୁ ଅଧିକ ବ୍ୟବହୃତ ଜିନିଷ ମଧ୍ୟରୁ ଗୋଟିଏ। ଲୁଣ ବିନା ସବୁ ଖାଦ୍ୟ ସ୍ୱାଦହୀନ ମନେହୁଏ। ଲୁଣ କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ, ଏହା ଶରୀର ପାଇଁ ମଧ୍ୟ ଜରୁରୀ। ଯଦି ଲୁଣ ଠିକ…

ବ୍ରେନ୍ ଟ୍ୟୁମର ଯୋଗୁଁ ହରାଇପାରନ୍ତି ଦୃଷ୍ଟି ଶକ୍ତି ! ସାମାନ୍ୟ ସମସ୍ୟାକୁ କରନ୍ତୁନି ଅଣଦେଖା

ବ୍ରେନ୍ ଟ୍ୟୁମର ଶରୀରର ଅନେକ କାର୍ଯ୍ୟକୁ ପ୍ରଭାବିତ କରିଥାଏ ଏବଂ ସବୁଠାରୁ ଗୁରୁତର ସମସ୍ୟା ହେଉଛି ଦୃଷ୍ଟିଶକ୍ତି ଚାଲିଯିବା । ବ୍ରେନ୍ ଟ୍ୟୁମର୍ ଏବଂ ଦୃଷ୍ଟି ଶକ୍ତି ହ୍ରାସ ମଧ୍ୟରେ ଲିଙ୍କ୍ ଟ୍ୟୁମର ବୃଦ୍ଧିର ସ୍ଥାନ,…