fbpx
Browsing Category

ଜୀବନଚର୍ଯ୍ୟା

ମାର୍ଗଶୀର ଅମାବାସ୍ୟାରେ କରନ୍ତୁ ଏହି ଉପାୟ: ଦୂର ହେବ ପିତୃ ଦୋଷ, ମିଳିବ ପାପରୁ ମୁକ୍ତି

ଆଜି ହେଉଛି ପବିତ୍ର ମାର୍ଗାଶୀର ଅମାବାସ୍ୟା । ଏହି ଦିନ ପବିତ୍ର ନଦୀରେ ଗାଧୋଇ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଏଥର ମାର୍ଗାଶୀର ଅମାବାସ୍ୟା ୧୨ ଡିସେମ୍ବର ମଙ୍ଗଳବାର ଦିନ ପାଳନ କରାଯାଉଛି । ତେବେ…

ମୃତ୍ୟୁ ସମୟରେ କେଉଁମାନଙ୍କର ଚେହେରା ବଙ୍କା ହୋଇଯାଏ ଏବଂ କାହିଁକି? ଗରୁଡ ପୁରାଣରୁ ଜାଣନ୍ତୁ ଏହାର ରହସ୍ୟ

ଗରୁଡ ପୁରାଣରୁ ନେଇ ଶାସ୍ତ୍ରରେ କୁହାଯାଇଛି ଯେ, ଶରୀରର ମୃତ୍ୟୁ ହୁଏ କିନ୍ତୁ ଆତ୍ମା ଅମର ରୁହେ । ଏହାର ଅର୍ଥ ମୃତ୍ୟୁ ପରେ ଶରୀର ନଷ୍ଟ ହୋଇଯାଏ ଏବଂ ଆତ୍ମା ଜୀବିତ ରହିଥାଏ । କାରଣ ଆତ୍ମା ଅମର ଅଟେ । ଭଗବତ ଗୀତାରେ…

ଏହି ୪ଟି ଜିନିଷ ଥିବା ଲୋକ ହୋଇଥାନ୍ତି ଧନଵାନ: ଚାଣକ୍ୟ

କର୍ମ ହେଉଛି ଭଗବାନ, ଏହା କେବଳ ଏକ କଥା ନୁହେଁ ବରଂ ଏକ ସତ୍ୟ । ମଣିଷ ତାଙ୍କ ଚରିତ୍ର ଦ୍ୱାରା ନୁହେଁ ବରଂ ନିଜ କର୍ମ ଦ୍ୱାରା ମହାନ ହୋଇଯାଏ। ମଣିଷର କାର୍ଯ୍ୟ ତାଙ୍କ ଅବସ୍ଥା ଓ ଦିଗ ନିର୍ଣ୍ଣୟ କରେ। ଭଲ ଏବଂ ମନ୍ଦ…

କମ୍ ପାଣି ପିଉଥିଲେ ଶୀଘ୍ର ହେବ ମୃତ୍ୟୁ ! ନୂଆ ରିସର୍ଚ୍ଚରୁ ଖୁଲାସା

ଜଳ ହିଁ ଜୀବନ । ଏହା ତ ସମସ୍ତଙ୍କୁ ଜଣା, କିନ୍ତୁ ଏହି ତିନୋଟି ଶବ୍ଦର ଗମ୍ଭୀରତା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ । ଯଦି ବିଜ୍ଞାନକୁ ବିଶ୍ୱାସ କରାଯାଏ, ତେବେ କମ୍ ପାଣି ପିଉଥିବା ଲୋକମାନଙ୍କୁ ଅନେକ ଗୁରୁତର ରୋଗ…

ସଫଳତା ବାଟରେ ବାଧା ଦେଉଛି ଆପଣଙ୍କର ଏହି ଅଭ୍ୟାସ: ତୁରନ୍ତ ଏଥିରୁ ଦୂରେଇ ଯାଆନ୍ତୁ

ଓଡ଼ିଶା ଭାସ୍କର: ପ୍ରାୟ ସମସ୍ତ ବ୍ୟକ୍ତି ନିଜ ଜୀବନରେ ସବୁ କ୍ଷେତ୍ରରେ ସଫଳତା ପାଇବାକୁ ଇଚ୍ଛା କରିଥାନ୍ତି । କିନ୍ତୁ ନିଜ ଲକ୍ଷ୍ୟକୁ ଧାର୍ଯ୍ୟ କରି ସେଥିପ୍ରତି ନିଷ୍ଠାର ସହ କାର୍ଯ୍ୟ ଓ ପରିଶ୍ରମ କଲେ ସଫଳତା ହାସଲ…

ଘରେ ଲଗାନ୍ତୁ ନାହିଁ ଏହି ପ୍ରକାର ପେଣ୍ଟିଂ, ନଚେତ୍ ଆପଣଙ୍କୁ ଘେରି ପାରେ ସମସ୍ୟା

ନିଜର ଏକ ସୁନ୍ଦର ଘର କରିବା ସମସ୍ତଙ୍କ ସ୍ୱପ୍ନ ଏବଂ କାନ୍ଥରେ ସଜାଯାଇଥିବା ଚିତ୍ରଗୁଡ଼ିକ ଘରର ସୌନ୍ଦର୍ଯ୍ୟ ବଢାଇବାର କାମ କରେ। ସମସ୍ତେ ନିଜ ଘରକୁ ସଜାଇବା ପାଇଁ ବଜାରରୁ ବିଭିନ୍ନ ପ୍ରକାରର ଫଟୋ କିମ୍ବା ପେଣ୍ଟିଙ୍ଗ…

ହରମୋନ କାରଣରୁ ମହିଳାମାନେ ପାଲଟିଯାଆନ୍ତି କି ‘ଆଲଫା ଫିମେଲ’! ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

ଓଡ଼ିଶା ଭାସ୍କର: ଆନିମଲ ଫିଲ୍ମ ରିଲିଜ ହେବା ପରେ 'ଆଲ୍ଫା ମେଲ' ଶବ୍ଦ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି । ତେବେ ଦର୍ଶକମାନଙ୍କୁ ମଧ୍ୟ ଏହା ବେଶ ପସନ୍ଦ ଆସୁଛି । ହେଲେ କେବେ ଭାବିଛନ୍ତି ଆଲ୍ଫା ମେଲ ପରି ଆଲ୍ଫା ଫିମେଲ…

ପିଲାମାନଙ୍କୁ କଳା ଲଗେଇବା ସୁରକ୍ଷିତ କି ନୁହେଁ ? ଆସନ୍ତୁ ଜାଣିବା

ମା’ ମାନେ ଲୋକଙ୍କ କୁ ନଜରରୁ ରକ୍ଷା କରିବାକୁ ଶିଶୁକୁ ଲଗେଇ ଦେଇଥାନ୍ତି କଳା । ଏବେ ପ୍ରଶ୍ନ ଉଠୁଛି ପିଲାମାନେ କଳା ଲଗେଇବା ସୁରକ୍ଷିତ କି ନାହିଁ? ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ କି?…

ବ୍ରାହ୍ମ ମୁହୂର୍ତ୍ତରୁ ଉଠି ୫ ମିନିଟ କରନ୍ତୁ ଏହି କାର୍ଯ୍ୟ: ମିଳିବ ଅପାର ସଫଳତା, ହେବେ ଲାଭବାନ

ଜୀବନରେ ସଫଳ ହେବା ପାଇଁ ଲୋକମାନେ ଅନେକ ଉପାୟ ଆପଣାଇଥାନ୍ତି । ହେଲେ ସଫଳତା ହାସଲ କରିବା ଏତେ ସହଜ ହୋଇନଥାଏ । ଅନେକ ସମୟରେ ସଫଳତା ହାତ ପାହାନ୍ତାରୁ ଆସି ମଧ୍ୟ ଦୂରକୁ ଚାଲିଯାଇଥାଏ । ତେବେ ଏପରି କିଛି ଉପାୟ ଅଛି…

ଅଧିକ ସମୟ ସ୍ମାର୍ଟଫୋନ ଚଲାଇବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା: ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

ଆଜିକାଲି ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଇଲେକଟ୍ରୋନିକ ଗ୍ୟାଜେଟ ପିଲାଠୁ ନେଇ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ ପାଲଟିଯାଇଛି । ତେବେ ବଡ଼ ଲୋକଙ୍କ ଛଡ଼ା ପିଲାମାନେ ମଧ୍ୟ ସେମାନଙ୍କ ଅନେକ ଘଣ୍ଟା…