Browsing Category
ଜୀବନଚର୍ଯ୍ୟା
ରାଶିଫଳ(ବୁଧବାର,୧୯ ଏପ୍ରିଲ,୨୦୨୩)
ମେଷ - ଶୁଭଖବର ପାଇ ମନ ଖୁସି ହେବ । ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଓ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ…
ଅଂଶୁଘାତରୁ କିପରି ବର୍ତ୍ତିବେ ? ସରକାରଙ୍କ ଦ୍ୱାରା ଜାରି ହେଲା ନିର୍ଦ୍ଦେଶନାମା
ନୂଆଦିଲ୍ଲୀ : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନେକ ସ୍ଥାନରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଦେଶରେ ଅନେକ ସହରର ତାପମାତ୍ରା ୪୦ ଉପରେ ରହିଛି । ଯଦିଓ ରାଜ୍ୟରେ ଏପର୍ଯ୍ୟନ୍ତ ହିଟ୍ ଷ୍ଟ୍ରୋକ୍ ରେ କାହାର…
କିଛି ଜାଣିବା କଥା, ରାସ୍ତାରେ ଲାଗିଥିବା ଏହି ଚିହ୍ନ କ’ଣ ସୂଚାଏ? ଜାଣି ରଖନ୍ତୁ ଟ୍ରାଫିକ ନିୟମ
ନୂଆଦିଲ୍ଲୀ: ସଡକ ଏବଂ ପରିବହନ ମନ୍ତ୍ରାଳୟ ତରଫରୁ ଦେଶରେ ହେଉଥିବା ସଡକ ଦୁର୍ଘଟଣା ଉପରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଭାରତରେ ପ୍ରତି ଘଣ୍ଟାରେ ୪୭ ବା ଅଧିକ ଦୁର୍ଘଟଣା ଘଟୁଛି…
ହେବ କି ପ୍ରଳୟ! ପୃଥିବୀ ପାଇଁ କାଲିର ସୁର୍ଯ୍ୟୋଦୟ ଆଣିବ ମହାବିପଦ: ଖସୁଛି ସାଟେଲାଇଟ
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୯ ତାରିଖ ସକାଳର ସୁର୍ଯ୍ୟୋଦୟ ହୋଇପାରେ ପୃଥିବୀର ଶେଷ ସୂର୍ଯ୍ୟୋଦୟ । ସୂର୍ଯ୍ୟ କିରଣ ସହିତ ପୃଥିବୀକୁ ଆସିପାରେ ଏକ ମହାପ୍ରଳୟ । ଯାହାକୁ ନେଇ ବର୍ତ୍ତମାନ ସଭିଙ୍କ ମନରେ…
ଅକ୍ଷୟ ତୃତୀୟାରେ ଗୁରୁଗୋଚର ; ଏହି ୩ ରାଶିର ଲୋକଙ୍କ ଭାଗ୍ୟ ହେବ ଉଜ୍ଜ୍ୱଳ
ନୂଆଦିଲ୍ଲୀ : ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଅକ୍ଷୟ ତୃତୀୟାରେ ଗୁରୁ ଗୋଚର ହେବ । ଗୁରୁଗୋଚରର ଅର୍ଥ ହେଉଛି ବୃହସ୍ପତ୍ତି ନିର୍ଦ୍ଦିଷ୍ଟ କେତେକ ରାଶିରେ ଚଳନ କରିବେ । ଯାହାର ପ୍ରଭାବ ସବୁ ରାଶି ଉପରେ ହେବ । ବିଶେଷ କଥା…
ହରମୋନ୍ ବାଲାନ୍ସ ସହ ରାଗ କମ୍ କରିବ, ଏହି ସବୁ ଖାଦ୍ୟ..
ନୂଆଦିଲ୍ଲୀ : ବେଳେବେଳେ କିଛି ଖରାପ କଥାରେ ରାଗ ଆସିବା ତାହା ସ୍ୱାଭାବିକ । କିନ୍ତୁ ଯଦି ସବୁ କଥାରେ ଏବଂ ପ୍ରାୟ ସବୁ ସମୟରେ ରାଗ ଆସେ ତାହା ବିପଦପୂର୍ଣ୍ଣ । ଏହାର ଅର୍ଥ ହେଉଛି ମସ୍ତିଷ୍କରେ ହରମୋନର ସ୍ତର ହ୍ରାସ…
ରାଶିଫଳ(ମଙ୍ଗଳବାର,୧୮ ଏପ୍ରିଲ,୨୦୨୩)
ମେଷ - ଚାକିରି ବ୍ୟବସାୟ ଉଭୟ କ୍ଷେତ୍ରରେ ଶୁଭ ପରିବେଷ ମିଳିବ, ପିଲାମାନେ ମହିଳାମାନେ ଆଶା ଠାରୁ ଅଧିକ ଖୁସିରେ ରହିବେ, ମନମୁତାବକ ଆୟ କରିବାର ସୁଯୋଗ ସୃଷ୍ଟି ହେବ, ଶିକ୍ଷାବିଭାଗ, ଠିକାଦାରି, କଳକବଜା, ପୁସ୍ତକ…
ଆଜି ବୈଶାଖ ମାସର ମାସିକ ଶିବରାତ୍ରୀ, ଜାଣନ୍ତୁ କାହିଁକି ଏହି ଦିନ ଶିବଭକ୍ତଙ୍କ ପାଇଁ ଖାସ
ବୈଶାଖ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥିରେ ମାସିକ ଶିବରାତ୍ରୀ ପାଳନ ହୋଇଥାଏ । ଏହି ବର୍ଷ ଆଜି ଅର୍ଥାତ ୧୮ ଏପ୍ରିଲ ମଙ୍ଗଳବାର ଦିନ ପଡୁଛି । ବିଧି ଅନୁସାରେ, ଶିବରାତ୍ରୀର ବ୍ରତ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ।…
Inverter AC ନା Non Inverter AC କେଉଁଟା କିଣିଲେ କମିବ ଆପଣଙ୍କ ବିଦ୍ୟୁତ ଖର୍ଚ୍ଚ, ଆଉ ଶୀଘ୍ର ହେବ ରୁମ ଥଣ୍ଡା; କିଣିବା ପୂର୍ବରୁ ଜାଣନ୍ତୁ
ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ସବୁଆଡେ ଏସି, କୁଲର୍ ବିଷୟରେ ଆଲୋଚନା ହୁଏ । ଯେଉଁ ଲୋକମାନେ ଏକ ନୂତନ ଏସି କିଣିବାକୁ ଯାଉଛନ୍ତି, ସେମାନେ ସମସ୍ତ ପ୍ରକାରର ଅନୁସନ୍ଧାନ କରନ୍ତି ଯାହା ଦ୍ୱାରା ସେମାନେ…
ଅକ୍ଷୟ ତୃତୀୟା ଦିନ ସୁନା କିଣି ନ ପାରିଲେ, ଆଉ କ’ଣ କିଣିଲେ ଧନ ବୃଦ୍ଧି ହୁଏ…. ଜାଣନ୍ତୁ
ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ । ତେବେ ଯଦି ଏହି ଦିନ ସୁନା କିଣିପାରୁନାହିଁନ୍ତି ତେବେ ନରାଶ ନ ହୋଇ ଏହି ୫ଟି ଜିନିଷ ଘରକୁ ଆଣିପାରିବେ, ଯାହା ଦ୍ୱାରା ଧନ ବର୍ଷା ହେବ । ଘରେ…