CHARIDHAM
Browsing Category

ଜୀବନଚର୍ଯ୍ୟା

ବାରମ୍ବାର ରୋଗରେ ପଡ଼ୁଛନ୍ତି କି? ଆପଣାନ୍ତୁ ଏହି ୫ଟି ଉପାୟ, ସର୍ବଦା ରହିବେ ସୁସ୍ଥ

ନୂଆଦିଲ୍ଲୀ: ଆପଣ ଯଦି ବାରମ୍ବାର ଏକାଧିକ ରୋଗରେ ପଡ଼ୁଛନ୍ତି କି ? ଯଦି ହଁ ତାହେଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଇପାରେ । ଅନ-ହେଲଦି ଡାଇଟ୍, ବ୍ୟାୟାମ ନ କରିବା, ସଫାସୁତୁରା ନରହିବା ଇତ୍ୟାଦିର ପ୍ରଭାବ…

ଜ୍ୱର-ପୀଡ଼ାରେ ବ୍ୟବହାର କରୁଛନ୍ତି କି Dolo 650, ହୋଇପାରେ ସାଂଘାତିକ ସାଇଡ୍ ଇଫେକ୍ଟ

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ହେବ କୋଭିଡ୍ ମହାମାରୀ ସାରା ବିଶ୍ୱରେ ବ୍ୟାପିରହିଛି । ତା ଉପରେ ପୁଣି ଲଗାତର ଭାବେ ସ୍ୱରୂପ ବଦଳାଉଥିବାରୁ ଚିନ୍ତା ଆହୁରି ବଢ଼ିଯାଇଛି । କୋଭିଡ୍ ଆକ୍ରାନ୍ତଙ୍କୁ ଅଧିକାଂଶ ଜ୍ୱର, ଥଣ୍ଡା, କାଶ…

ରାଶିଫଳ(ଶୁକ୍ରବାର,୨୮ ଜାନୁଆରୀ,୨୦୨୨)

ମେଷ - ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଅତି ଭଲ ସମ୍ପର୍କ ରହିଥିବା ନିଜ ଲୋକଙ୍କ…

ପାର୍ଟନର ସହ ହେଇଛି କି ଝଗଡା: ଏହି ସବୁ ଉପାୟରେ ମନାନ୍ତୁ

ଅନେକ ସମୟରେ ଆପଣ ନିଜ ଭୁଲକୁ ସ୍ୱୀକାର କରନ୍ତି ନାହିଁ ଏବଂ ଅନ୍ୟମାନଙ୍କ ଭୁଲ୍ ଖୋଜିବାରେ ସମସ୍ତ ସମୟ ଲଗାଇ ଦେଉଛନ୍ତି । ଏହାଫଳରେ ସମ୍ପର୍କ ଧିରେ ଧିରେ ଖରାପ ହୋଇଥାଏ । ସମ୍ପର୍କ ଆମ ଜୀବନରେ ଏକ ମଜବୁତ ସ୍ତମ୍ଭ ଭଳି…

ମଙ୍ଗଳରେ ଜୀବନ ଧାରଣ ହେବ ସମ୍ଭବ: ରିସର୍ଚ୍ଚରୁ ହେଲା ବଡ ଖୁଲାସା(Video)

ନୂଆଦିଲ୍ଳୀ:ମଙ୍ଗଳରେ ଜୀବନ ଧାରଣକୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ । ମଙ୍ଗଳ ଗ୍ରହରେ ପାଣି ଅଛି ଆଉ ବିଗତ କିଛି ବର୍ଷ ହେଲା ମଙ୍ଗଳ ଖୁବ ଚଳନକ୍ଷମ ରହିଛି ବୋଲି କିଛି ବିଶେଷଜ୍ଞ ଏବେ ନୂଆ କରି ମତ ଦେଇଛନ୍ତି । ସୂଚନା…

ରୋବୋ ଡଗ୍ ଠାରୁ ଜିଆଣ୍ଟ୍ କ୍ଲକ୍ ପର୍ଯ୍ୟନ୍ତ, ଜେଫ୍ ବେଜୋସଙ୍କର ସବୁଠାରୁ ଦାମୀ ୮ ଜିନିଷ, ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: ଜେଫ୍ ବେଜୋସ୍, ନାଁ ତ ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ । ଦୁନିଆର ଏପରି କିଛି ଜିନିଷ ନାହିଁ ଯାହାକୁ ସେ ନିଜର କରିପାରିବେ ନାହିଁ । ସେ…

ଗାଧୋଇବା ବେଳେ କରନ୍ତୁ ନାହିଁ ଏହି ୫ଟି ଭୁଲ୍, ଖରାପ ହୋଇଯିବ ସ୍କିନ୍

ବ୍ରଣର ସମସ୍ୟା କେବଳ ମୁହଁରେ ନୁହେଁ, ବରଂ କାନ୍ଧ, ପିଠି ବା ଶରୀରରେ ଯେ କୌଣସି ଅଙ୍ଗରେ ହୋଇପାରେ । ଏଥିରେ କୁଣ୍ଡେଇ ହେବା ସହ ଚର୍ମରେ ଉତ୍ତେଜନା ଭଳି ସମସ୍ୟା ଦେଖାଦେଇଥାଏ । ଗାଧୋଇବା ବେଳେ ଯଦି କିଛି ଜିନିଷର ଯତ୍ନ…

ରାଶିଫଳ(ଗୁରୁବାର,୨୭ ଜାନୁଆରୀ,୨୦୨୨)

ମେଷ - ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବା ସହ ବ୍ୟବସାୟରେ ଭଲ ଲାଭହେବ ଓ ଋଣରୁ ମୁକ୍ତି ମିଳିବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଅଚାନକ ଧନପ୍ରାପ୍ତି ହେବ । ଗୃହୋପକରଣ କ୍ରୟ…

କରୋନାରୁ ସୁସ୍ଥ ହେବାପରେ ବି ରହିପାରେ ଏହାର ପ୍ରଭାବ, ଏଥିପାଇଁ ୪ଟି କାରଣ ହେଉଛି ଦାୟୀ; ନୂଆ ଅଧ୍ୟୟନରେ ହେଲା ଖୁଲାସା

ନ୍ୟୁୟର୍କ: କରୋନା ମହାମାରୀରୁ ସୁସ୍ଥ ହେବା ପରେ ବି ଶରୀରର କିଛି ଅଙ୍ଗରେ ଲମ୍ବା ସମୟ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥାଏ । ତେବେ ଏହି ଲଙ୍ଗ କୋଭିଡ୍ ଲକ୍ଷଣକୁ ନେଇ ବିଭିନ୍ନ ଦେଶରେ ବିଶେଷଜ୍ଞ ମାନେ ରିସର୍ଚ୍ଚ ଜାରି…

ଏହି ୩ ରାଶିର ବ୍ୟକ୍ତି ହୋଇଥାନ୍ତି ନମ୍ର ସ୍ୱଭାବର, ଜାଣନ୍ତୁ କ’ଣ ଏହି ରାଶି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ ରାଶି ବିଷୟରେ ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ନିଜସ୍ୱ ସ୍ୱାମୀ ଅଛନ୍ତି । ପ୍ରତ୍ୟେକ ରାଶିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଭିନ୍ନ ଅଟେ  । ଆଜି ଆମେ ଆପଣଙ୍କୁ ଏପରି ରାଶିର ଚିହ୍ନ…