fbpx
Browsing Category

ଜୀବନଚର୍ଯ୍ୟା

ବଡ ଖବର: କରୋନା ପାଇଁ ଟୀକା ପ୍ରସ୍ତୁତ କଲା ଭାରତ ବାୟୋଟେକ୍, ପରୀକ୍ଷା ପାଇଁ ପଠାଗଲା ଆମେରିକା

ନୂଆଦିଲ୍ଲୀ,୬ ।୪:କରୋନା ଭାଇରସ ଯୁଦ୍ଧରେ ଜିତିବା ପାଇଁ ସାରା ବିଶ୍ୱର ସରକାର ସମସ୍ତ ପ୍ରୟାସ ଜାରି ରଖିଥିବା ବେଳେ ବୈଜ୍ଞାନିକମାନେ ଏଥିପାଇଁ ଟୀକା ପ୍ରସ୍ତୁତ କରିବାରେ ଦିନ ରାତି ଲାଗିଛନ୍ତି । ହାଇଦ୍ରାବାଦର ଟୀକା…

ଅଦ୍ଭୁତ ସଂଯୋଗ: ଝିଅ DSP ତ ବାପା SI, ଗୋଟିଏ ଥାନାରେ ଦେଉଛନ୍ତି ଡ୍ୟୁଟି

ସିଦ୍ଧି,୬ ।୪: ମଧ୍ୟପ୍ରଦେଶରେ ବାପା ଓ ଝିଅ ଏକା ସାଙ୍ଗରେ ଗୋଟିଏ ପୋଲିସ ଷ୍ଟେସନରେ କାମ କରୁଥିବା ଦେଖିବାକୁ ମିଳିଛି । ଏହାକୁ ସଂଯୋଗ ବା ଭାଗ୍ୟ ବୋଲି ବି କୁହାଯାଇପାରିବ, କାରଣ ବାପ-ଝିଅ କେବେ ବି ଭାବି ନଥିଲେ ଯେ…

କରୋନା କାରଣରୁ ୫ ଷ୍ଟାର ରିସର୍ଟରେ ହନିମୁନ୍ ମନାଉଛନ୍ତି ଏହି ଦମ୍ପତ୍ତି

୬ ଦିନ ଧରି ହନିମୁନ୍ ପାଳନ କରିବାକୁ ଏକ ଦମ୍ପତ୍ତି ମାଳଦ୍ୱୀପର ବିଳାସପୂର୍ଣ୍ଣ ରିସର୍ଟକୁ ଯାଇଥିଲେ । କିନ୍ତୁ କରୋନା ଭାଇରସ ଯୋଗୁୁ ବିଶ୍ୱର ଅନେକ ଦେଶରେ ଲକ୍ ଡାଉନ୍ ଓ ଫ୍ଲାଇଟ୍ ସୋ ବାତିଲ କାରଣରୁ ସେମାନେ ଗତ ୧୫ ଦିନ…

ଆଜି କିପରି ବୀତିବ ଆପଣଙ୍କ ଦିନ (୬.୪.୨୦୨୦, ସୋମବାର)

ମେଷ – ଶୁଭଚନ୍ଦ୍ର ପ୍ରଭାବରେ ପରିବହନ ବ୍ୟବସାୟିମାନେ ଶୁଭ ଫଳ ପାଇବେ । ରାଜନୈତିକ ବ୍ୟକ୍ତିବିଶେଷ ସଫଳତାର ମଜା ନେବେ । ସାଂସାରିକ ଓ ପ୍ରେମ ଜୀବନ ସୁଖରେ କଟିବ । ବୃଷ - ଅଶୁଭଚନ୍ଦ୍ର ପ୍ରଭାବରେ ଠକାମିରେ ପଡିପାରନ୍ତି…

ମାତ୍ର ୧୦ ଦିନରେ ଶସ୍ତା ଭେଣ୍ଟିଲେଟର ପ୍ରସ୍ତୁତ କଲା ଗୁଜୁରାଟ

ଅହମଦାବାଦ,୫ ।୪: ଚୀନରୁ ବ୍ୟାପିଥିବା କରୋନା ଭାଇରସ୍ ଯୋଗୁଁ ସମଗ୍ର ବିଶ୍ୱରେ ଡାକ୍ତରୀ ଉପକରଣ, ଫେସ୍ ମାସ୍କ ଓ ଭେଣ୍ଟିଲେଟର ଆଦିର ଅଭାବ ଦେଖାଦେଇଛି । ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । କରୋନା…

କ୍ୱାରେଣ୍ଟାଇନରେ କରୋନା ସନ୍ଦିଗ୍ଧଙ୍କ ପଥରମାଡ, ଜୀବନ ବଞ୍ଚାଇ ପଳାଇଲେ ସ୍ୱାସ୍ଥ୍ୟକର୍ମୀ

ବିହାର,୫ ।୪: ବିହାରର ସିୱାନର କ୍ୱାରେଣ୍ଟାଇନ ସେଣ୍ଟରରୁ କରୋନା ଭାଇରସର ସନ୍ଦିଗ୍ଧ ବ୍ୟକ୍ତି ପ୍ରଶାସନ ଉପରକୁ ପଥରମାଡ କରିଛନ୍ତି । ଏହି ଘଟଣା ରଘୁନାଥପୁରର ରାଜପୁର ମିଡିଲ ସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନରେ…

ଚୁଇଙ୍ଗମ୍ ବିକ୍ରି ଉପରେ ୩ ମାସର ରୋକ୍, ଜାଣନ୍ତୁ କାରଣ

ଶିମଲା,୫ ।୪:ଛେପ ପକାଇବା କାରଣରୁ କରୋନା ଭାଇରସ୍ ବ୍ୟାପୁଥିବାର ଆଶଙ୍କା ଥିବାରୁ ହିମାଚଳ ପ୍ରଦେଶରେ ସରକାର ୩ ମାସ ପର୍ଯ୍ୟନ୍ତ ଚୁଇଙ୍ଗମ ବିକ୍ରି ଉପରେ ରୋକ୍ ଲଗାଇଛନ୍ତି । ଖାଦ୍ୟ ସୁରକ୍ଷା ଆୟୁକ୍ତ ଓ ଅତିରିକ୍ତ ମୁଖ୍ୟ…

ଆଜି କିପରି ବିତିବ ଆପଣଙ୍କ ଦିନ (ରବିବାର, ଏପ୍ରିଲ ୦୫/୨୦୨୦)

ମେଷ - ଶୁଭଚନ୍ଦ୍ର ଚଳନ ହେତୁ ମାନସିକ ପ୍ରଫୁଲତା, ଶତୃଦମନ, ମାଙ୍ଗଳିକ କାର୍ଯ୍ୟରେ ସଫଳତା । କର୍ମ କ୍ଷେତ୍ରରେ ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ । ସାଂସାରିକ ଜୀବନ ସୁଖରେ କଟିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହିତ…

ଲକ୍-ଡାଉନରେ ରାସ୍ତାରେ ବୁଲୁଥିଲା ହାତୀ, ଦେଖିବା ମାତ୍ରେ ଦୌଡି ପଳାଇଲା ବାଇକ୍ ଚାଳକ

କରୋନା ଭାଇରସକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଲାଗୁହୋଇଛି । ଏନେଇ ଲୋକମାନେ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି । ଯେଉଁଠାରେ ପୂର୍ବରୁ ଭିଡ ଦେଖିବାକୁ ମିଳୁଥିଲା, ଆଜି ସେହି ଜାଗା ଖାଁ ଖାଁ ହୋଇଯାଇଛି । ଏହି ଲକ…

ଚୀନରୁ ଖୁସି ଖବର: ୧୪ ଜଣଙ୍କ ଉପରେ କରୋନା ଟୀକାର ସଫଳ ଚିକିତ୍ସା

କରୋନା ଭାଇରସକୁ ନେଇ ଅସୁବିଧାରେ ପଡିଥିବା ଚୀନ୍ ମାର୍ଚ୍ଚ ୧୬ କରୋନା ଭାଇରସ କୋଭିଡ୍-୧୯ ପାଇଁ ପ୍ରସ୍ତୁତ ଟୀକା ପାଇଁ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଥିଲା । ଅର୍ଥାତ୍ ସେମାନେ ମଣିଷ ଉପରେ ଏହି ଟୀକାକୁ ନେଇ ପରୀକ୍ଷା…