fbpx
Browsing Category

ଜୀବନଚର୍ଯ୍ୟା

ବାଃ ବାଃରେ ପୋଲିସ ! କରୋନା ଟୀକା ଟେଷ୍ଟ ପାଇଁ ନିଜ ଶରୀର ଦେବାକୁ ଚାହାଁନ୍ତି କନେଷ୍ଟବଳ

ସାରା ଦେଶରେ କରୋନା ଭାଇରସ୍ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୧ ଦିନର ଲକ୍-ଡାଉନରେ ଲୋକମାନଙ୍କୁ ନିଜ ଘରେ ରଖିବାକୁ ନିର୍ଦ୍ଦେଶ ଦିଆଯାଉଥିବା ବେଳେ ବହୁ ବ୍ୟକ୍ତି ସେମାନଙ୍କ…

ସ୍ୱର ଶୁଣିବା ମାତ୍ରେ କହିଦେବ କରୋନାର ଲକ୍ଷଣ! ଏପରି ଆପ୍ ପ୍ରସ୍ତୁତ ହୋଇଥିବା ଦାବି

ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍ ବା କୋଭିଡ୍-୧୯କୁ ନେଇ ଅନେକ ଆପ୍ ପ୍ରସ୍ତୁତ ହୋଇସାରିଛି । କିନ୍ତୁ ଏବେ ଏକ ନୂଆ ଆପ୍ ଆସିଛି, ଯାହାକି ସ୍ୱର ଶୁଣିବା ମାତ୍ରେ କରୋନା ଲକ୍ଷଣକୁ ଚିହ୍ନଟ କରିଦେବ । କାର୍ନେଗୀ ମେଲନ…

ଲକ୍-ଡାଉନରେ ସିଗାରେଟ୍ ପାଇଁ ଅନ୍ୟ ଦେଶରେ ପହଞ୍ଚିଲା ବ୍ୟକ୍ତି, ହେଲିକପ୍ଟର ଯୋଗେ ଉଦ୍ଧାର

କରୋନା ଭାଇରସ ଯୋଗୁଁ ଅଧିକାଂଶ ଦେଶରେ ଲକ୍-ଡାଉନ୍ ଜାରି ରହିଛି । ସେଥିପାଇଁ ଲୋକମାନେ ଘରେ ବସି କାମ କରିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ସିଗାରେଟ୍ ଟାଣିବାର ଅଭ୍ୟାସ ଥିବା ଜଣେ ବ୍ୟକ୍ତି ଯାହା କଲେ , ତାହା ଜାଣି…

ସଫେଇକର୍ମୀଙ୍କୁ ନୋଟର ମାଳା ପିନ୍ଧାଇ କଲେ ସମ୍ମାନ

ଭାରତରେ ଏବେ କରୋନା ଭାଇରସର ସଙ୍କଟ ଚାଲିଛି । ୨୧ ଦିନିଆ ଲକ୍-ଡାଉନରେ ଭାଇରସକୁ ହରାଇବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦିଆଯାଇଛି । କିନ୍ତୁ ଏହାରି ମଧ୍ୟରେ କିଛି ଲୋକ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି । ସେମାନଙ୍କ…

ଲକ୍-ଡାଉନ୍ ମଧ୍ୟରେ ଚୀନର ପର୍ଯ୍ୟଟନ ସ୍ଥଳରେ ଭିଡ, ପୁନଃ କରୋନା ବ୍ୟାପିବାର ଆଶଙ୍କା

କରୋନା ଭାଇରସ୍ ଚୀନର ଉହାନ ସହରରୁ ବ୍ୟାପିବା ଆରମ୍ଭ କରି ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ଚୀନରେ ଏହି ଭାଇରସର ପ୍ରଭାବ ହ୍ରାସ ପାଇଥିବା ବେଳେ ସମଗ୍ର ବିଶ୍ୱରେ ଏହା ଦ୍ରୁତ ଗତିରେ ବଢିଚାଲିଛି । ଏହି…

କରୋନା ରୋଗୀଙ୍କ ଚିକିତ୍ସା ନିଜେ କରିବେ ଏହି ଦେଶର ପ୍ରଧାନମନ୍ତ୍ରୀ

କରୋନା ଭାଇରସ୍ ସମଗ୍ର ବିଶ୍ୱରେ ବହୁ ଦ୍ରୁତ ଗତିରେ ମାଡି ଚାଲିଛି । ଏହି ସମୟରେ ଭାଇରସ ବିରୋଧରେ ଲଢେଇ କରିବାକୁ ଡାକ୍ତରମାନେ ଆଗେଇ ଆସିଛନ୍ତି । ସେମାନେ ଦିନ, ରାତି ନିଜ ଜୀବନକୁ ପଛରେ ପକାଇ ରୋଗୀଙ୍କୁ ସୁସ୍ଥ…

ମହାମାରୀ ସମୟରେ ଜନ୍ମିତ ପୁଅର ନାମ ‘ଲକ୍-ଡାଉନ୍’ ରଖିଲେ ଦମ୍ପତ୍ତି

କରୋନା ଭାଇରସ୍ ଯୋଗୁଁ ଗୋଟିଏ ପଟେ ଜନଜୀବନ ବିଶେଷ ପ୍ରଭାବିତ ହେଉଥିବା ବେଳେ ଅନ୍ୟପଟେ ଏହି ପ୍ରତିକୂଳ ସମୟକୁ ସାରା ଜୀବନ ମନେ ରଖିବା ପାଇଁ ଲୋକମାନେ ଚେଷ୍ଟା କରୁଛନ୍ତି । ସେହିଭଳି ମଧ୍ୟପ୍ରଦେଶର ଶୋପୁରରେ ଏକ ମାମଲା…

ରାଶିଫଳ (ମଙ୍ଗଳବାର, ଏପ୍ରିଲ ୦୭/୨୦୨୦ )

ମେଷ – ଶୁଭ ଚନ୍ଦ୍ରଙ୍କ ପ୍ରଭାବ ହେତୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସାମାନ୍ୟ ସ୍ୱଚ୍ଛଳ ହେବ । ବୃଷ - ଶୁଭଚନ୍ଦ୍ର ପ୍ରଭାବରେ ପରିବହନ…

ଲକ୍-ଡାଉନ୍ ହଟାଇବା ପରେ କଣ ରହିଛି ସରକାରଙ୍କ ଯୋଜନା?

ନୂଆଦିଲ୍ଲୀ,୬ ।୪: ଚୀନରୁ ବ୍ୟାପିଥିବା କରୋନା ଭାଇରସ୍ ଭାରତ ସମେତ ବିଶ୍ୱର ବହୁ ଦେଶକୁ ନିଜ କବଜାକୁ ନେଇ ସାରିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ଅତିକ୍ରମ କରିସାରିଥିବା ବେଳେ ଏହାର ମୁକାବିଲା କରିବା ପାଇଁ…