fbpx
Browsing Category

ଜୀବନଚର୍ଯ୍ୟା

ସାହାଯ୍ୟ ନାମରେ ପୁଣି ଚୂନ ଲଗାଇଲା ଚୀନ୍: କାନାଡାକୁ ପଠାଇଲା ୬୦ ହଜାର ନକଲି ମାସ୍କ

ସାରା ବିଶ୍ୱରେ କରୋନା ଭାଇରସ୍ ବଢିବାରେ ଲାଗିଥିବା ବେଳେ ଏହାର ମୁକାବିଲା ପାଇଁ ବ୍ୟବହୃତ ଉପକରଣ ପାଇଁ ଅନେକ ଦେଶ ସଂର୍ଘଷ କରୁଛି । ମେଡିକାଲ ଉପକରଣର ବହୁତ ଅଭାବ ରହିଛି । ଏହାରି ମଧ୍ୟରେ ଚୀନ୍ ବହୁ ଦେଶକୁ ମାସ୍କ…

ବଡ ସନ୍ଧାନ: ଅଣ୍ଡା ସହ ଛୁଆ ବି ଜନ୍ମ କରିପାରେ ଏହି ଝିଟିପିଟି

ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏକ ଭିନ୍ନ ପ୍ରଜାତିର ଝିଟିପିଟିର ସନ୍ଧାନ କରିଛନ୍ତି । ଏହି ଅଜବ ପ୍ରଜାତି ଝିଟିପିଟିର ଏକା ସାଙ୍ଗରେ ଅଣ୍ଡା ଦେବା ସହ ପିଲାମାନଙ୍କୁ ଜନ୍ମ ଦେବାର ସକ୍ଷମ ରହିଛି । ଏପରି ଘଟଣା ପୂର୍ବରୁ…

‘କରୋନା ଭାଇରସ୍ କାର’ରେ ଯାତ୍ରା କରିବାକୁ ଚାହାନ୍ତି କି? ଉଦ୍ଦେଶ୍ୟ ଜାଣିଲେ ଆପଣ ବି ଚକିତ ହୋଇଯିବେ

ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ବଢିବାରେ ଲାଗିଛି, ଯେଉଁଥିପାଇଁ ଲୋକମାନେ ଘରେ ବନ୍ଦ ରହିବାକୁ ବାଧ୍ୟ ହେଉଛନ୍ତି । ଏଭଳି ପରିସ୍ଥିତିରେ ହାଇଦ୍ରାବାଦରେ କାର ଡିଜାଇନ କରୁଥିବା ଜଣେ ବ୍ୟକ୍ତି ମହାମାରୀ ବିଷୟରେ…

ରାଶିଫଳ (୦୯.୦୪.୨୦୨୦)

ମେଷ – ଶୁଭଚନ୍ଦ୍ର ଚଳନ ହେତୁ ଦିନଟି ବ୍ୟବସାୟିକ ଦିଗରୁ ଶୂଭାଧିକ ପରିବେଷ ରହିବ, ସାଂସାରିକ ଓ ପ୍ରେମମୟ ଜୀବନରେ ଆନନ୍ଦଭରା ପରିବେଷ ମଧ୍ୟରେ କଟିବ, କର୍ମଛେତ୍ରରେ ଉତ୍ସାହିତ ରହିବେ । ବୃଷ -ଶୁଭ ଚନ୍ଦ୍ର ଗତିଶୀଳ ହେତୁ…

ଘରେ ଲୋକ ବନ୍ଦୀ, ବାହାରେ ସାପଙ୍କ ରାଜୁତି

ଲକ୍-ଡାଉନ୍ ଯୋଗୁଁ ଲୋକମାନେ ଘରେ ବନ୍ଦୀ ରହିବାରୁ ସବୁଆଡେ ଜନଶୂନ୍ୟ ହୋଇପଡିଛି । ସହର ଓ ଗାଁ ଶାନ୍ତ ହୋଇପଡିବାରୁ କ୍ଷେତ ଓ ମରୁଭୂମି ଅଞ୍ଚଳରୁ ସାପମାନେ ସେମାନଙ୍କ  ଗାତରୁ ବାହାରି ଆସି ନିଶ୍ଚିତରେ ବୁଲିବାରେ…

ଆଗାମୀ ୧୦ ବର୍ଷ ମଧ୍ୟରେ ପୃଥିବୀ ମାନଚିତ୍ରରୁ ଲିଭିଯିବ ଏହି ମହାସାଗର, ଜାଣନ୍ତୁ କାରଣ

ବହୁ ବର୍ଷ ଧରି ପ୍ରଦୂଷଣ ବୃଦ୍ଧି ହେତୁ ଜଳବାୟୁ ପରିବର୍ତ୍ତନ ଓ ଏହାର ପରିଣାମ ଭୋଗ କରୁଛି ବିଶ୍ୱ । ଏହି କାରଣରୁ ବିଶ୍ୱରେ ଅନେକ ପରିବର୍ତ୍ତନ ଘଟୁଛି । ବିଶେଷଜ୍ଞମାନେ ମଧ୍ୟ ଜଳବାୟୁ ପରିବର୍ତ୍ତନକୁ ନେଇ ଉଦବେଗ ପ୍ରକାଶ…

କରୋନା ଔଷଧ ଭାବି ପିଇଗଲେ ବିଷ: ୬୦୦ ମୃତ, ୩୦୦୦ରୁ ଅଧିକ ଅସୁସ୍ଥ

କରୋନା ଭାଇରସ୍ ଯୋଗୁ ଇରାନରେ ବର୍ତ୍ତମାନ ସୁଦ୍ଧା ୩୮୦୦ ଜଣଙ୍କର ମୃତ୍ୟୁ ଘଟିସାରିଛି । କିନ୍ତୁ ବିଷାକ୍ତ ମଦ ପିଇ ଏଠାରେ ୬୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦୦ରୁ ଅଧିକ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି…

ଏହି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ କଲେ ଲକ୍-ଡାଉନ୍ ଉଲ୍ଲଙ୍ଘନ, ଚାକିରିରୁ ବିଦା

କରୋନା ଭାଇରସ୍ ଯୋଗୁଁ ବିଶ୍ୱର ପ୍ରାୟ ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ବିଭିନ୍ନ ଦେଶରେ ଯେଉଁମାନେ ଏହାକୁ ଅନୁସରଣ କରୁନାହାନ୍ତି, ସେମାନଙ୍କୁ ଦଣ୍ଡ ଦିଆଯାଉଛି । ସେହିପରି ଲକ୍-ଡାଉନ୍ ମାନି ନଥିବା ନ୍ୟୁଜିଲ୍ୟାଣ୍ଡର…

ହ୍ୱାଟ୍ସଆପର ନୂଆ ପଦକ୍ଷେପ! ଗ୍ରୁପ୍ ଭିଡିଓ କଲିଂରେ ବଡ ପରିବର୍ତ୍ତନ

ହ୍ୱାଟ୍ସଆପରେ ଗୋଟିଏରୁ ଅଧିକ ଜଣକୁ ମେସେଜ୍ ପରୱାଡର ଲିମିଟ୍ ସ୍ଥିର କରିବା ପରେ ଗ୍ରୁପ୍ ଭିଡିଓ କଲିଂରେ ଏକ ପରିବର୍ତ୍ତନ ଘୋଷଣା କରିଛି । ମଙ୍ଗଳବାର ରାତିରେ ଟ୍ୱିଟ୍ କରି ହ୍ୱାଟ୍ସଆପ୍ କହିଛି ଯେ, ହ୍ୱାଟ୍ସଆପରେ ଗ୍ରୁପ…