Browsing Category

କରୋନା

କେତେ ଭୟଙ୍କର ହୋଇପାରେ କରୋନାର ତୃତୀୟ ଲହର, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଦେଶ ସାରା ଏହାର ପ୍ରକୋପ ଜାରି ରଖିଛି, ଯାହା ଜୀବନ ଏବଂ ଅର୍ଥ ବ୍ୟବସ୍ଥାକୁ ପ୍ରଭାବ କରିଛି । କରୋନା ଯୋଗୁଁ ଭାରତରେ ଏପର୍ୟ୍ୟନ୍ତ ପାଖାପାଖି ୪ ଲକ୍ଷ ଲୋକଙ୍କର ମୃତ୍ୟୁ…

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ: ଆଜି ୧୨୫୮ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ଓଡ଼ିଶାରୁ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ରାଜ୍ୟରେ କମିବା ବଦଳରେ ବଢ଼ିବାରେ ଲାଗିଛି କରୋନା: ଆଜି ୩୪୦୮ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ଦୋଛକିରେ ପହଞ୍ଚିଛି । ଗୋଟିଏ ଦିନ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । କିଛି ଜିଲ୍ଲାରେ ଏବେ ସଂକ୍ରମଣ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୩୨ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୩୨ ହଜାର ୪୫୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୧୫ ଲକ୍ଷ ୩୨…

ସେରମ୍‌ର ବଡ଼ ଘୋଷଣା: ଜୁଲାଇରୁ ଶିଶୁଙ୍କ ଉପରେ ଷ୍ଟେଜ୍‌-୨ ଓ ଷ୍ଟେଜ୍‌-୩ ଟିକା ଟ୍ରାଏଲ୍‌, ୯୨୦ଜଣ ପିଲାଙ୍କ ଉପରେ ହେବ ପରୀକ୍ଷଣ

ନୂଆଦିଲ୍ଲୀ/ପୁନେ (ଓଡ଼ିଶା ଭାସ୍କର): କରୋନାର ତୃତୀୟ ଲହର ସମୟରେ ଛୋଟ ଶିଶୁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏବେ ଶିଶୁମାନଙ୍କ ଟିକାକରଣ ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ…

ପୁଣି ବିଶ୍ୱବାସୀଙ୍କ ଭୟ ବଢ଼ାଇଲା କରୋନା ନୂଆ ଭାରିଏଣ୍ଟ : ବ୍ରିଟେନ୍‌ରେ ଲାମ୍ୱଡା ଓ ଡେଲ୍‌ଟା ଭାରିଏଣ୍ଟ୍‌ ଆତଙ୍କ, ୬ ଜଣ ଲାମ୍ୱଡା ସଂକ୍ରମିତ…

ଲଣ୍ଡନ,(ଓଡ଼ିଶା ଭାସ୍କର) : ମହାମାରୀ କରୋନାର ନୂତନ ନୂତନ ଭାରିଏଣ୍ଟ ଚିହ୍ନଟ ହେବା ପୁଣିଥରେ ବିଶ୍ୱବାସୀଙ୍କ ଭୟ ବଢ଼ାଇବାରେ ଲାଗିଲାଣି । କରୋନାର ଗୋଟିଏ ପରେ ଗୋଟିଏ ଲହର ଏବେ ଲୋକଙ୍କ ମନରେ ଆତଙ୍କ ରଚି ଚାଲିଛି ।…

କୋଭିସିଲ୍ଡ ନେବା ପରେ ୭ ଜଣଙ୍କୁ ଗଲିଆନ୍ ବାର୍ ସିଣ୍ଡ୍ରୋମ୍ : ଜାଣନ୍ତୁ କଣ ଏହି ରୋଗ

ଏର୍ଣ୍ଣାକୁଲମ୍ (ଓଡ଼ିଶା ଭାସ୍କର): କରୋନା ଟିକା କୋଭିସିଲ୍ଡ ନେବା ପରେ କେରଳର ୭ ଜଣଙ୍କ ଠାରେ ସ୍ନାୟବିକ ସମସ୍ୟା ଦେଖା ଦେଇଛି । ଗଲିଆନ୍ ବାର୍ ସିଣ୍ଡ୍ରୋମ୍ (ଜିବିଏସ୍) ନାମକ ଏକ ବିରଳ ରୋଗ ଦ୍ୱାରା ୭ ଜଣ ଆକ୍ରାନ୍ତ…

କୋଭିଡ୍ ମୁକ୍ତ ହେବା ପରେ ଡେଲଟା ପ୍ଲସରେ ସଂକ୍ରମିତ ନେଇ ଆସିଲା ରିପୋର୍ଟ; ପଢନ୍ତୁ ପୁରା ଖବର

ଜୟପୁର(ଓଡ଼ିଶା ଭାସ୍କର) : ରାଜସ୍ଥାନରେ ଦେଖାଦେଇଥିବା ଡେଲଟା ପ୍ଲସ୍ ଭାରିଆଣ୍ଟ ଆକ୍ରାନ୍ତ ମହିଳାଙ୍କୁ ନେଇ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ରାଜସ୍ଥାନର ଏହି ୬୫ ବର୍ଷୀୟ ମହିଳା ଜଣଙ୍କ ନିଜର ଟିକାକରଣର ଦୁଇ ଡୋଜ୍…

ଟିକା ନେଲେ ବି ସାବଧାନ୍ ରୁହ! ଡେଲଟା ଭାରିଆଣ୍ଟକୁ ନେଇ ଲୋକଙ୍କୁ ଏପରି କହିଲା WHO

ନୂଆଦିଲ୍ଲୀ: କରୋନାର ଡେଲଟା ଭାରିଆଣ୍ଟ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଯେଉଁ ଲୋକମାନେ ଟିକାର ୨ଟି ଡୋଜ୍ ନେଇସାରିଛନ୍ତି, ସେମାନେ ବି ମାସ୍କ ପିନ୍ଧିନ୍ତୁ ବୋଲି ଲୋକଙ୍କୁ ଅନୁରୋଧ କରିଛି…