Browsing Category
କରୋନା
ସାବରମତୀ ନଦୀରେ କରୋନା ଭାଇରସ୍ ଚିହ୍ନଟ ପରେ ମିଳିଲା ଅନେକ ସଂଖ୍ୟାରେ ମୃତ ମାଛ, ଲୋକେ ଭୟଭୀତ
ଅହମଦାବାଦ୍: ସାବରମତୀ ନଦୀର ପାଣିରେ କିଛି ଦିନ ହେବ କରୋନା ଭାଇରସ୍ ଚିହ୍ନଟ ହେବା ପରେ ନଦୀରେ ମୃତ ମାଛଙ୍କ ସଂଖ୍ରା ବଢ଼ିଚାଲିଛି । ଯାହାପରେ ଲୋକ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ହେଲେ ମାଛ ମାନଙ୍କ ମରିବାର…
ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର: ଏମ୍ସ ନିର୍ଦ୍ଦେଶକ
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରର ପ୍ରକୋପ ଏବେବି ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଦେଶରେ ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏନେଇ ଏମ୍ସ…
ଦେଶରେ କମୁଛି କରୋନାର ପ୍ରଭାବ: ଆଜି ୧୬୪୭ ଆକ୍ରାନ୍ତଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
‘କରୋନାଜନିତ ମୃତ୍ୟୁକୁ ନେଇ ଶ୍ୱେତପତ୍ର ପ୍ରକାଶ କରନ୍ତୁ ସରକାର’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମୃତ୍ୟୁକୁ ନେଇ ବିଜେପି ବିଧାୟକ ମୋହନ ମାଝୀ ପ୍ରେସମିଟ୍ ଜରିଆରେ ମତ ରଖିଛନ୍ତି । ସେ ଏଥିରେ କରୋନାଜନିତ ମୃତ୍ୟୁ ରିପୋର୍ଟକୁ ନେଇ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ,…
IAS ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କ କରୋନାରେ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସଚିବ ଗୁରୁପ୍ରସାଦ ମହାପାତ୍ରଙ୍କ କରୋନାରେ ଦେହାନ୍ତ ଘଟିଛି । କିଛିଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର…
ଏହି ୫ଟି ଦେଶକୁ ଆଜି ବି ଛୁଇଁ ପାରୁନି କରୋନା: ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ: କରୋନା ପାଇଁ ଆଜି ସମଗ୍ର ବିଶ୍ୱର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ତେବେ ଉତ୍ତମ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିବା ସତ୍ତ୍ୱେ ମଧ୍ୟ ଅନେକ ବିତ୍ତଶାଳୀ ରାଷ୍ଟ୍ର ଏହି ମହାମାରୀରେ ଆଣ୍ଠେଇ ପଡ଼ିଛନ୍ତି । ଆମେରିକା,…
ହଟିଲା ଆଶଙ୍କା: କରୋନାର ତୃତୀୟ ଲହରରେ ଛୋଟ ପିଲା ହେବେ ନାହିଁ ଆକ୍ରାନ୍ତ, ଆସିଲା ଏମ୍ସ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଭାରତବର୍ଷରେ କରୋନାର ତୃତୀୟ ଲହର ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ଅସମୟରେ ଏମ୍ସ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ରିପୋର୍ଟକୁ ନେଇ କିଛିଟା ଆଶ୍ୱସ୍ତ୍ୟ ମିଳିଛି ।…
ରାଜ୍ୟରେ ନିମ୍ନମୁଖୀ କରୋନା ଲହରୀ: ଆଜି ଚିହ୍ନଟ ହେଲେ ୩୪୨୭ ପଜିଟିଭ୍
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ପାଇଁ କରୋନା ନିମ୍ନମୁଖୀ ହେବାରେ ଲାଗିଛି ।…
ରାଜ୍ୟରେ ପୁଣି ବଢ଼ିଲା କରୋନା: ଆଜି ୪୨ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…
#ମିଲଖା ସିଂଙ୍କୁ କରୋନା ନେଇଗଲା…
ଚଣ୍ଡୀଗଡ଼(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଫ୍ଲାଇଂ କିଙ୍ଗ୍ ମିଲଖା ସିଂ। ଦୀର୍ଘଦିନ ଧରି ମହାମାରୀ କରୋନା ସହ ଲଢେଇ କରି ସେ ଏବେ ଆଖି ବୁଜି ଦେଇଛନ୍ତି
ଭାରତର ଏହି କୃତୀ କ୍ରୀଡ଼ାବିତ୍ ଙ୍କ ବିୟୋଗରେ ଭିଭିନ୍ନ ମହଲରୁ…