Browsing Category

ସ୍ୱାସ୍ଥ୍ୟ

ଖଇନି ଏବଂ ତମାଖୁ ଶୀଘ୍ର ଛାଡନ୍ତୁ, ୨୬ ପ୍ରତିଶତ ରୋଗୀଙ୍କ ମୁଣ୍ଡ ଏବଂ ବେକରେ ଟ୍ୟୁମର କ୍ୟାନ୍ସର: ୧୮୬୯ଙ୍କ ଉପରେ ରିସର୍ଚ୍ଚ

ଭାରତରେ ପ୍ରାୟ ୨୬ ପ୍ରତିଶତ କ୍ୟାନ୍ସର ରୋଗୀଙ୍କ ମୁଣ୍ଡ ଏବଂ ବେକରେ ଟ୍ୟୁମର (କର୍କଟ) ଥାଏ ଏବଂ ଏହି ରୋଗ ବଢ଼ିବାରେ ଲାଗିଛି । ଏକ ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି । ଶନିବାର ବିଶ୍ୱ ହେଡ୍ ଏବଂ ବେକ କର୍କଟ ଦିବସରେ ଏହି…

ଏପରି ଭାବରେ ବ୍ୟବହାର କରନ୍ତୁ ଅରଖ ଗଛ : ପେଟ ସମ୍ବନ୍ଧୀୟ ସମସ୍ୟା ଭଳି ଅନେକ ରୋଗରୁ ମିଳିବ ମୁକ୍ତି

ଆମ ଆଖପାଖରେ ଏପରି ଅନେକ ଗଛ ଅଛି, ଯାହାର ଭଲ ଗୁଣ ସବୁ କହିଲେ ସରିବନି । ଆମେ ସେସବୁକୁ ଅଣଦେଖା କରିଥାଉ ଆଉ ଖୋଜି ହେଉଥାଉ ରୋଗର ଔଷଧ । ହେଲେ ଏହି ସବୁ ଗଛ ଔଷଧର ଭଣ୍ଡାର ହୋଇଥାଏ । ସେହିପରି ଗୋଟିଏ ଗଛ ହେଉଛି ଅରଖ ।…

ଦୂରଯାତ୍ରା ଟ୍ରାଭେଲ କଲାବେଳେ ବାରମ୍ବାର ବାନ୍ତି କରୁଛନ୍ତି କି ? ବିନା ଔଷଧରେ କିଛି ସେକେଣ୍ଡରେ ଭଲ ହେବାର ଉପାୟ ଜାଣନ୍ତୁ

ଓଡିଶା ଭାସ୍କର: ଆମମାନଙ୍କ ମଧ୍ୟରୁ ଅଧିକାଂଶ ଏପରି ଲୋକ ଅଛନ୍ତି । ଯେଉଁମାନେ କାର୍,ବସ ବା ଅନ୍ୟାନ ଗାଡିରେ ଯାତ୍ରା ସମୟରେ ବାନ୍ତି କରନ୍ତି । ଏହି କାରଣରୁ ଅନେକ ଲୋକ ଦୂର ସ୍ଥାନ ଭ୍ରମଣ କରିବାକୁ ମଧ୍ୟ ଦୂରେଇ…

ଆୟୁଷ ୨୫ ପ୍ରତିଶତ ବଢେଇବ ଏହି ଔଷଧ: ଜାଣନ୍ତୁ ସଠିକ ତଥ୍ୟ

ଓଡିଶା ଭାସ୍କର: ଯୁବକ ଭଳି ଏବଂ ସୁସ୍ଥ ରହିବାକୁ କିଏ ବା ନ ଚାହାଁନ୍ତି । ଆପଣ ଆପଣଙ୍କର ଆୟୁଷକୁ ୨୫% ଅଧିକ ବୃଦ୍ଧି କରିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ତେବେ ଜାଣି ନିଅନ୍ତୁ କିଛି ଖାସ ତଥ୍ୟ । ଏକ ନୂତନ…

ବାୟୁ ପ୍ରଦୂଷଣ ଯୋଗୁଁ ବଢୁଛି ହାର୍ଟ ଆଟାକ୍ ମାମଲା: ଅଧିକ ବିପଦରେ ଏହି ବୟସର ଲୋକେ, ଜାଣନ୍ତୁ ବଞ୍ଚିବାର ଉପାୟ

ଆଜିକାଲି ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ଯୋଗୁଁ ଲୋକମାନେ ଅନେକ ଗମ୍ଭୀର ରୋଗର ଶିକାର ହେଉଛନ୍ତି । ଏଭଳି ସମସ୍ୟା ମଧ୍ୟରୁ ହୃଦ୍ ରୋଗ ଅନ୍ୟତମ ଯେଉଁଥିପାଇଁ ଆଜିକାଲି ଅଧିକାଂଶ ଲୋକ ଚିନ୍ତିତ ଅଛନ୍ତି । ବିଗତ ବର୍ଷ…

ପାନପତ୍ର ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଔଷଧୀୟ ଗୁଣ

ଓଡିଶା ଭାସ୍କର: ଆପଣଙ୍କ ଘରର ଚାରିପାଖରେ ଅନେକସ ପ୍ରକାରର ଔଷଧୀୟ ଗଛ ମିଳିଥାଏ । ଯାହା ପ୍ରାକୃତିକ ଚିକିତ୍ସା ରୂପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ଏହି ଔଷଧୀୟ ଉଦ୍ଭିଦଗୁଡିକ ଆମ ଶରୀର ସମ୍ବନ୍ଧୀୟ…

ଏଥିପାଇଁ ତ ମଣିଷଠୁ ମଣିଷକୁ ଡେଉଁଛି ଡେଙ୍ଗୁ, ଏହିସବୁ ଜିନିଷ ଦାୟୀ, ପଢନ୍ତୁ ଏ ରିପୋର୍ଟ

ଓଡିଶା ଭାସ୍କର: ଜଣେ ବ୍ୟକ୍ତିକୁ ଡେଙ୍ଗୁ ଏଡିଜ ଏଜିପ୍ଟି ମଶା କାମୁଡିଲେ ହୋଇଥାଏ । ଏହି ମଶା ସେହିସମୟରେ ସଂକ୍ରମିତ ହୋଇଥାଏ, ଯେତେବେଳେ ସଂକ୍ରମିତ ବ୍ୟକ୍ତିର ରକ୍ତ ଶୋଷିଥାଏ । ଏହାବାଦ ସେହି ମଶା ଗୋଟିଏ ସପ୍ତାହ ପରେ…

ଚଳିତବର୍ଷ ଭାରତରେ ୧୦୦ ଲୋକ ଗରମରେ ମରିଛନ୍ତି, ୪୦ ହଜାରରୁ ଅଧିକ ଅଂଶୁଘାତର ଶିକାର ହୋଇଛନ୍ତି, ଜାତିସଂଘ ଦେଲା ଚାଞ୍ଚଲ୍ୟକର ତଥ୍ୟ

ଓଡିଶା ଭାସ୍କର: ଭାରତରେ ଚଳିତବର୍ଷ ୪୦ ହଜାରରୁ ଅଧିକ ଅଂଶୁଘାତଜନିତ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଏହି ଚାଞ୍ଚଲ୍ୟକର ତଥ୍ୟ ଜାତିସଂଘର ଏକ ରିପୋର୍ଟ ଦର୍ଶାଉଛି…

ସାବଧାନ ! ଅଧିକ ଲୁଣ ଖାଇବା ଦ୍ୱାରା ସ୍କିନ୍‌ରେ ବଢିଯାଏ ଫୁଲା, ଜାଣନ୍ତୁ ଏହାର ସାଇଡିଫେକ୍ଟ

ଆପଣମାନେ ଜାଣିଥିବେ ଯେକୌଣସି ଖାଦ୍ୟ ତିଆରି କରାଯାଏ, ସେଥିରେ ଲୁଣ ଏକ ବିଶେଷ ମସଲା ଭାବେ ବ୍ୟବହାର କରାଯାଏ । ତେବେ ଯଦି ଆପଣ ମଧ୍ୟ ଅଧିକ ଲୁଣ ଖାଆନ୍ତି, ତେବେ ସାବଧାନ ରୁହନ୍ତୁ, କାରଣ ଏହା ସ୍କିନ୍‌ ପାଇଁ ମଧ୍ୟ…

କର୍ମଜୀବୀ ମହିଳାଙ୍କ ପାଇଁ ଦୂର ହେଲା pregnancy ଚିନ୍ତା, ଏହି ଔଷଧ ଦ୍ୱାରା ୫ ବର୍ଷ ବୃଦ୍ଧି ପାଇବ ଗର୍ଭଧାରଣ କ୍ଷମତା

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ମହିଳା ନିଜ କ୍ୟାରିୟର ଉପରେ ଫୋକସ୍ କରିଥାନ୍ତି । ଫଳରେ ସେମାନଙ୍କ ବିବାହରେ ମଧ୍ୟ ବିଳମ୍ବ ଦେଖାଦେଇଥାଏ । ପରେ ପ୍ରେଗନେନ୍ସୀ ସମୟରେ ସମସ୍ୟା ଦେଖାଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ…