Browsing Category

ସ୍ୱାସ୍ଥ୍ୟ

ଡାଇବେଟିସକୁ ରୋକିବାକୁ ଚାହାଁନ୍ତି କି ? ଏହି ଛୋଟିଆ ଉପାୟ ଦ୍ୱାରା ମଧୁମେୟ ରୋଗର ସମସ୍ୟାକୁ ଦୂର କରନ୍ତୁ

ଓଡିଶା ଭାସ୍କର: ବର୍ତ୍ତମାନ ସମୟରେ ମଧୁମେହ ସମସ୍ୟାଟି ସମଗ୍ର ବିଶ୍ୱରେ ଲୋକଙ୍କୁ ଏହାର ପ୍ରଭାବ ଦ୍ୱାରା ଗ୍ରାସ କରି ସାରିଛି । ଏହି କାରଣରୁ ଭାରତକୁ ମଧୁମେହର ରାଜଧାନୀ ମଧ୍ୟ କୁହାଯାଏ । କାରଣ ଏଠାରେ ଏହାର ରୋଗୀଙ୍କ…

ଗରମ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ: ଶାରୀରିକ ଦୁର୍ବଳତାରୁ ମିଳିବ ମୁକ୍ତି, ବଢିବ ଶକ୍ତି

ଓଡ଼ିଶା ଭାସ୍କର: ବୟସ ବଢିବା ସହିତ ଶାରୀରିକ ଦୁର୍ବଳତା ଅପରିହାର୍ଯ୍ୟ, କିନ୍ତୁ ବେଳେବେଳେ ୩୦ ବର୍ଷ ଅତିକ୍ରମ କରିବା ପରେ ମଧ୍ୟ କିଛି ପୁରୁଷଙ୍କ ଶକ୍ତି ହ୍ରାସ ବଢିବାକୁ ଲାଗେ। ଶରୀରରେ ରକ୍ତ ଅଭାବ ହେତୁ ଏହା ମଧ୍ୟ…

ବର୍ଷାଋତୁରେ କୁଣ୍ଡେଇ ହେବାର ସମସ୍ୟା ଭୋଗୁଛନ୍ତି କି ? ଆପଣାନ୍ତୁ ଏହିସବୁ ଉପାୟ ମିଳିବ ଆରାମ

ଓଡିିଶା ଭାସ୍କର: ବର୍ଷାଋତୁରେ କୁଣ୍ଡେଇ ହେବାର ଭଳି ଅନେକ ସମସ୍ୟା ଦେଖାଯାଏ । ଏହି ବର୍ଷାଋତୁରେ ବାୟୁଣ୍ଡଳରେ ଅତ୍ୟଧିକ ଆର୍ଦ୍ରତା ରହୁଥିବାରୁ ଲୋକଙ୍କ ଝାଳ ଶୁଖେ ନାହିଁ । ଏହି କାରଣରୁ ଚର୍ମରେ ବିଭିନ୍ନ ପ୍ରକାରର…

Conn Syndrome କ’ଣ ? ଏହା କିଡିନୀ ଏବଂ ହାର୍ଟକୁ କିପରି ପ୍ରଭାବିତ କରିଥାଏ ? ଜାଣନ୍ତୁ ଏହାର ଲକ୍ଷଣ

ଓଡ଼ିଶା ଭାସ୍କର: ଆଜିକାଲି ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ବ୍ୟକ୍ତି ବୟସ ପୂର୍ବରୁ ରୋଗାଗ୍ରସ୍ତ ହେବା ସାଧାରଣ ବିଷୟ ପାଲଟିଯାଇଛି । ଚିକିତ୍ସା ପାଇଁ ହସ୍ପିଟାଲ ଏବଂ ଡାକ୍ତରଙ୍କ ପାଖକୁ ଦୌଡ଼ି ଦୌଡ଼ି ବ୍ୟକ୍ତି ନୟାନ୍ତ…

ଖରାପ କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିଥାଏ ଆଲୋଭେରା, ଜାଣନ୍ତୁ କିପରି କରିବେ ବ୍ୟବହାର ?

ଆଜିକାଲି ଦେଶରେ ହାର୍ଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । କେବଳ ବୃଦ୍ଧ ଲୋକ ନୁହଁନ୍ତି ବରଂ ବର୍ତ୍ତମାନ ଯୁବକମାନେ ମଧ୍ୟ ହାର୍ଟରୋଗର ଶିକାର ହେଉଛନ୍ତି । ତେବେ ହାର୍ଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାର…

ଆପଣ ବ୍ୟବହାର କରୁଛନ୍ତି କି ଏହି ମିଲ୍କ ପାଉଡର? ଅପମିଶ୍ରଣ କରିଛି ବୋଲି କୋର୍ଟରେ ନିଜେ ମାନିଲା କମ୍ପାନୀ

ନୂଆଦିଲ୍ଲୀ: ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ମିଲ୍କ ପାଉଡର ଆମ ଶରୀର ପାଇଁ କେତେ କ୍ଷତିକାରକ ତାହା କାହାରିକୁ ଜଣା ନାହିଁ । ତେବେ ଏହା ଆମେ ନୁହେଁ ନିଜେ ମିଲ୍କ ପାଉଡର ପ୍ରସ୍ତୁତ କରୁଥିବା କମ୍ପାନୀ କହୁଛି । ସେ…

ଭାରତରେ ଶୀଘ୍ର ମିଳିବ ଓଜନ କମାଉଥିବା ଇଞ୍ଜେକ୍ସନ୍! ଏହି ଅସ୍ତ୍ରୋପଚାରର ହୋଇପାରେ ବିକଳ୍ପ

ଭାରତରେ ଆମେରିକାର ଓଜନ ହ୍ରାସ ଇଞ୍ଜେକ୍ସନକୁ ଅନୁମୋଦନ କରାଯାଇଛି । ଆମେରିକୀୟ କମ୍ପାନୀ ଏଲି ଲିଲି ଦ୍ୱାରା ନିର୍ମିତ ମାଉଞ୍ଜାରୋ ନାମକ ଏହି ଇଞ୍ଜେକ୍ସନ୍ ଆସନ୍ତା କିଛି ମାସ ମଧ୍ୟରେ ଭାରତୀୟ ବଜାରରେ ଆସିପାରେ ।…

ଭୁବନେଶ୍ୱର ଏମ୍‌‌ସ୍‌ରେ ବଢ଼ୁଛି ମୁଣ୍ଡ-ଗଳା କର୍କଟ ରୋଗୀଙ୍କ ସଂଖ୍ୟା; ବର୍ଷକୁ ହେଉଛି ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଅସ୍ତ୍ରୋପଚାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବର୍ଷକୁ ବର୍ଷ ମୁଣ୍ଡ ଏବଂ ଗଳା କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯାହାକି ନିହାତି ଚିନ୍ତାଜନକ। ଏମ୍‌ସ ଭୁବନେଶ୍ୱର ଇଏନ୍‌ଟି ଏବଂ ରେଡିଓଥେରାପି ବିଭାଗକୁ କେବଳ ବାର୍ଷିକ ୧୦…

ପୁରୁଣା ଆଚାର ଖାଉଥିଲେ ସାବଧାନ୍ ! ହୋଇପାରେ ବିପଜ୍ଜନକ ରୋଗ, ଡାକ୍ତର କଲେ ଖୁଲାସା

ଖାଦ୍ୟ ପ୍ଲେଟରେ ପନିପରିବା ଏବଂ ରୁଟି ସହିତ ଯଦି ଆଚାର ମିଳିଯାଏ, ତେବେ ଖାଇବାର ଆନନ୍ଦ ଦ୍ୱିଗୁଣିତ ହୁଏ । ଅନେକ ଲୋକଙ୍କ ପାଇଁ ଭୋଜନ ଆଚାର ବିନା ସମ୍ପୂର୍ଣ୍ଣ ହୁଏନୁହେଁ । ଥାଳିରେ ଯେତେ ଡିସ୍ ପରିବେଷଣ କରାଯାଏ ନା…

ଶରୀରରେ ବିଭିନ୍ନ ପ୍ରକାର ସଂକ୍ରମଣକୁ ରୋକି ପାରିବ ଏହି ଛୋଟ ପରିବା: ଜାଣନ୍ତୁ ଏହା କଣ

ଓଡିଶା ଭାସ୍କର: ବିଟ୍ ହେଉଛି ଏକ ପରିବା ଯାହା ଭୂତଳ ଭୂମିରେ ବଢିଥାଏ । ଏହାକୁ ସାଧାରଣତ ଡାଲମା ,ସାଲାଡ ଭାବରେ ବ୍ୟବହୃତ ହୋଇଥାଏ । ଏଥିସହ ଏହାର ରସକୁ ମଧ୍ୟ ବହୁତ ଲୋକ ପସନ୍ଦ କରିଥାନ୍ତି । ଏଥିରେ ପ୍ରଚୁର ପରିମାଣରେ…