Browsing Category
ସ୍ୱାସ୍ଥ୍ୟ
ବର୍ଷାଦିନେ ମାଛ ଖାଉଥିଲେ ହୋଇଯାଆନ୍ତୁ ସତର୍କ: ନତେତ୍ ଆପଣ ମଧ୍ୟ ଭୋଗି ପାରନ୍ତି ଏହି ଗମ୍ଭୀର ସମସ୍ୟା, ଅଧିକ ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ
ଓଡିଶା ଭାସ୍କର: ମାଛ ଖାଇବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି । ଏହା ସ୍ୱାଦ ଯେତିକି ମଧୁର ହୋଇଥାଏ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ । କାରଣ ଏଥିରୁ ଅନେକ ପ୍ରକାରର ଭିଟାମିନ ମିଳିଥାଏ । କିନ୍ତୁ ଆପଣ…
ଭିନେଶ କାହିଁକି କମ କରି ପାରି ନ ଥିଲେ ୧୦୦ ଗ୍ରାମ ଓଜନ, ଜିତିବା ପାଇଁ ଅମନ ସହରାୱତ ୧୦ ଘଣ୍ଟାରେ କମ୍ କରିଦେଇଥିଲେ ୪.୬ କିଲୋଗ୍ରାମ…
ଓଡିଶା ଭାସ୍କର: ଭାରତୀୟ କୁସ୍ତିଯୋଦ୍ଧା ଅମନ ସହରାୱତ ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ଜିତି ଚମକିଛନ୍ତି । ଅମନଙ୍କୁ ଏତେ ସହଜରେ ଏହି ପଦକ ମିଳି ନ ଥିଲା । ସେ ବି ଭିନେଶଙ୍କ ଭଳି ଅଯୋଗ୍ୟ ଘୋଷିତ ହେବା ପ୍ରାୟ ଥୟ ଥିଲା…
ଗେମିଂରୁ ବ୍ରେନ୍ ଟ୍ୟୁମରର ଶିକାର ହେଲା ୧୧ ବର୍ଷର ବାଳକ ! ଜାଣନ୍ତୁ ଏହାର କାରଣ, ଲକ୍ଷଣ ଏବଂ ବର୍ତ୍ତିବାର ଉପାୟ
ଏକ ଆଶ୍ଚର୍ଯ୍ୟଜନକ ଘଟଣା ନିଶ୍ଚିତ କରିଛି ଯେ ମୋବାଇଲ୍ ଗେମ୍ ଖେଳିବା କାହା ପାଇଁ ବିପଜ୍ଜନକ ହୋଇପାରେ । ଡାକ୍ତର କହିଛନ୍ତି ଯେ, ଶିଶୁକୁ ଏକ ମାରାତ୍ମକ ବ୍ରେନ କ୍ୟାନ୍ସର ହୋଇଛି, ଯେଉଁଥିରେ ମସ୍ତିଷ୍କର ସ୍ନାୟୁ ଯାହା…
Stress ହ୍ରାସ କରିଥାଏ ଜୁଆଣି ଚା’, ରାତିରେ ଶୋଇବା ପୂର୍ବରୁ ସେବନ କଲେ ମିଳିଥାଏ ଏହି ସବୁ ଫାଇଦା
ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଚା’ ପିଇଲେ ସତେଜତା ଅନୁଭବ ହୋଇଥାଏ । ନାଲି ଚା’, କ୍ଷୀର ଚା’, ଗ୍ରାନ୍ ଟି, ବ୍ଲାକ୍ ଟି, ଲେମନ୍ ଟି, ମସାଲା ଟି ଇତ୍ୟାଦି ଅନେକ ପ୍ରକାର ଚା’…
ଛୋଟ ଛୋଟ କଥାରେ ରାଗି ଯାଉଛନ୍ତି କି? Dysthymic Disorder ରୋଗର ହୋଇପାରନ୍ତି ଶିକାର, ଜାଣି ରଖନ୍ତୁ ଲକ୍ଷଣ
ନୂଆଦିଲ୍ଲୀ: ମଣିଷ ମନରେ ଅନେକ ଭାବନା ଘର ବାନ୍ଧିଛି । କେତେବେଳେ ସେ ହସେ ଆଉ କେତେବେଳେ ସେ ରାଗେ ଆଉ କେତେବେଳେ କାନ୍ଦେ । କିନ୍ତୁ କେବେ ଗୋଟିଏ ଭାବନାକୁ ଅଧିକ ପ୍ରଶୟ ଦିଏ ନାହିଁ । ଆଉ ଯଦି ଏଭଳି ହୁଏ ତେବେ ଏହା…
(Video) ସାବଧାନ୍! ଗୁପଚୁପ୍ ଖାଇବାକୁ ଭଲ ପାଆନ୍ତି କି? ‘ଟିକେ ରାଗ ଟିକେ ଲୁଣି’ ସହ କ’ଣ ମିଶୁଛି ଥରେ ଦେଖନ୍ତୁ
ଓଡ଼ିଶା ଭାସ୍କର: ବଜାରରେ ପ୍ରାୟ ସମସ୍ତଙ୍କର ପସନ୍ଦ ହୋଇଥାଏ ସୁଆଦିଆ ଗୁପଚୁପ । ଟିକିଏ ରାଗ, ଟିକିଏ ଲୁଣି, ସାଙ୍ଗକୁ ଗୁପଚୁପର ଟେଷ୍ଟ ବାଟ ଚଲା ଲୋକଙ୍କୁ ପାଖକୁ ଟାଣି ଆଣେ । ଭାରତର ପ୍ରାୟ ସମସ୍ତ ଲୋକଏହି ଗୁପଚୁପ…
WHOର ରିପୋର୍ଟ- ବିଶ୍ୱରେ ଏହି ୧୦ ଟି ରୋଗରେ ମରୁଛନ୍ତି ଅଧିକାଂଶ ଲୋକ, କୋଭିଡଠାରୁ ମଧ୍ୟ ଭୟଙ୍କର ଏହି ରୋଗ
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସାରା ବିଶ୍ୱରେ ମୃତ୍ୟୁର ପ୍ରମୁଖ କାରଣଗୁଡିକର ଏକ ତାଲିକା ପ୍ରକାଶ କରିଛି ଯେଉଁଥିରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ…
ବିବାହର ନାଁ Open Marriage, କେତେ ଠିକ – କେତେ ଭୁଲ, କ’ଣ ଅଟେ ଏହାର ତାତ୍ପର୍ଯ୍ୟ, ଜାଣନ୍ତୁ ଏହାର ପ୍ରଭାବ, ପଢନ୍ତୁ ଏ ରିପୋର୍ଟ
ଓଡିଶା ଭାସ୍କର: ବିବାହ ଏକ ପବିତ୍ର ବନ୍ଧନ । ଅଗ୍ନିର ସାକ୍ଷୀ ରଖି ଏଥିରେ ସ୍ୱାମୀର ହାତ ଧରେ ସ୍ତ୍ରୀ । ସାରା ଜୀବନ ସାଥି ହୋଇ ରହିବାର ପ୍ରତିଜ୍ଞା ନିଅନ୍ତି ସେମାନେ । ଶେଷନିଶ୍ୱାସ ଯାଏଁ ସମଭବାପନ୍ନ ହୋଇ ବଞ୍ଚିବାର…
ଫୁସଫୁସରେ ପାଣି ଜମିଲେ ଶରୀରରେ ଅମ୍ଲଜାନର ଅଭାବ ଦେଖାଦିଏ: ୫ଟି କାରଣରୁ ଲଙ୍ଗସରେ ପାଣି ଜମିଥାଏ, ଦେଖା ଦେଇଥାଏ ୮ଟି ବଡ଼ ଲକ୍ଷଣ!
ନୂଆଦିଲ୍ଲୀ: ଫୁସଫୁସ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ବିଶେଷ କରି ଫୁସଫୁସରେ କୌଣସି ସମସ୍ୟା ଦେଖାଦେଲେ ଆମେ ଠିକରେ ଶ୍ୱାସକ୍ରିୟା କରିପାରି ନଥାଉ । ତେବେ ଫୁସଫୁସରେ ପାଣି ଜମିବା ସମସ୍ୟା ବା ‘ପଲମୋନାରୀ…
ଗର୍ଭଧାରଣ ସମୟରେ ଏହିସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ଶିଶୁ ପାଇଁ ହେବନି ସ୍ତନ୍ୟପାନ ସମସ୍ୟା
ପ୍ରସବ ପରେ ମଧ୍ୟ ମହିଳାଙ୍କ ଶରୀରରେ ଅନେକ ହରମୋନ୍ ପରିବର୍ତ୍ତନ ହୁଏ । ଆଜିକାଲି ଅଧିକାଂଶ ମହିଳା ସି-ସେକ୍ସନ୍ ମାଧ୍ୟମରେ ପିଲାମାନଙ୍କୁ ଜନ୍ମ ଦେଉଛନ୍ତି । ତେବେ ମହିଳାମାନେ ପ୍ରସବ ପରେ ସ୍ତନ୍ୟପାନରେ ଅନେକ ସମସ୍ୟାର…