Browsing Category
ସ୍ୱାସ୍ଥ୍ୟ
ଇବୋଲା ପରି ଭୟଙ୍କର ଭାଇରସ ଏହି ଦେଶରେ ମାଡିବାରେ ଲାଗିଛି, ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ମୃତ୍ୟୁ, ଜାଣନ୍ତୁ ଲକ୍ଷଣ
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୁରୁବାର ଦିନ କହିଛନ୍ତି ଯେ, ଇକ୍ୱେଟୋରିଅଲ ଗଣନାରେ ମାରବର୍ଗ ଭାଇରସ ପ୍ରକୋପରୁ ସାତ ଜଣଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ରକ୍ତସ୍ରାବ ଜ୍ୱର ପାଇଁ ୨୦ ଲୋକଙ୍କ ମୃତ୍ୟୁ ହୋଇଥିବା…
ପୁଣି ମୁଣ୍ଡ ନେଲା କରୋନା ; ଦେଶରେ ୧୮୯୦ ନୂଆ ମାମଲା, ମହାରାଷ୍ଟ୍ର ଓ ଗୁଜୁରାଟରେ ଦୁଇ ଜଣ ଲେଖାଏଁ ମୃତ୍ୟୁ
ନୂଆଦିଲ୍ଲୀ : ଭାରତରେ କରୋନାଭାଇରସ୍ ସଂକ୍ରମଣର ୧୮୯୦ ଟି ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ଗତ ୧୪୯ ଦିନ ମଧ୍ୟରେ ସର୍ବାଧିକ । ଏହାକୁ ମିଶାଇ କୋଭିଡ-୧୯ ର ସକ୍ରିୟ ମାମଲା ସଂଖ୍ୟା ୯୪୩୩ କୁ ବୃଦ୍ଧି ପାଇଛି ।…
ପନିର ମୃତ୍ୟୁର କାରଣ ସାଜିପାରେ: Listeria Bacteria ସଂକ୍ରମଣ କଲେ କଥା ସରିଲା, ଗର୍ଭବତୀ ମହିଳା, ନବଜାତ, ବୟସ୍କଙ୍କ ପାଇଁ ସତର୍କ ଘଣ୍ଟି
ନୂଆଦିଲ୍ଲୀ: ପନିର ଏକ ସୁସ୍ୱାଦୁ ତଥା ପୁଷ୍ଟିକର ଖାଦ୍ୟ ହୋଇଥିବା ବେଳେ ଏହାକୁ ଶାକାହାରୀ ବ୍ୟକ୍ତିମାନେ ଖାଇବାକୁ ବେଶି ପସନ୍ଦ କରିଥାନ୍ତି । ତେବେ ଆମର ଦୈନନ୍ଦିନ ଖାଦ୍ୟକୁ ନେଇ ସାମାନ୍ୟ ଅସାବଧାନତା କାରଣରୁ ଅନେକ…
India TB-2023: ଓଡିଶା ପାଇଁ ଗୌରବର ବିଷୟ, ଯକ୍ଷ୍ମା ନିରାକରଣରେ ରାଜ୍ୟ ଦ୍ୱିତୀୟ ସ୍ଥାନରେ
ଭୁବନେଶ୍ୱର: ଯକ୍ଷ୍ମା ରୋଗର ନିରାକରଣ ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା ଜାରି ରଖିଛି ସାରା ଭାରତ । ନିଜ ନିଜ କ୍ଷେତ୍ରରେ ରାଜ୍ୟବାସୀଙ୍କୁ ଏ ନେଇ ସତର୍କ ଏବଂ ସଚେତନ କରିବା ପାଇଁ ପ୍ରୟାସ କରୁଛନ୍ତି ପ୍ରଶାସନ । ତେବେ…
ହାତରେ ଦେଖାଯାଏ ଡାଇବେଟିସ୍ ଲକ୍ଷଣ: ଜାଣନ୍ତୁ କ’ଣ କହୁଛି ଅଧ୍ୟୟନ
ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମଧୁମେହର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ଓଜନ ବୃଦ୍ଧି ଏବଂ ଖରାପ ଜୀବନଶୈଳୀ। ମଧୁମେହ ସାଧାରଣତଃ ୨ପ୍ରକାର। ଟାଇପ୍ ୧ ଡାଇବେଟିସ୍ ଏବଂ ଟାଇପ୍ ୨ ଡାଇବେଟିସ୍।…
କୋଲୋନ୍ କ୍ୟାନସରରେ ଶିକାର ହେଉଛନ୍ତି ଅଧିକାଂଶ ଯୁବକ ! ଜାଣନ୍ତୁ ଏହାର କାରଣ ଏବଂ ପ୍ରାରମ୍ଭିକ ଲକ୍ଷଣ…
ନୂଅଦିଲ୍ଲୀ : କର୍କଟ ରୋଗ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । କୋଲନ୍ କ୍ୟାନସର ବା ଅନ୍ତନଳୀ କର୍କଟ ଏବେ ଏଥିରେ ସାମିଲ ରହିଛି । କୋଲୋନ୍ କର୍କଟ, ଯାହାକୁ କଲୋରେକ୍ଟାଲ୍ (କୋଲୋନ୍) କର୍କଟ ମଧ୍ୟ…
ଫ୍ରିଜରେ ବଢ଼ୁଛନ୍ତି ବିଷାକ୍ତ ବ୍ୟାକ୍ଟେରିଆ: ଶ୍ୱାସରୋଗ, ଶିଶୁମୃତ୍ୟୁ, ୟୁରିନ ସଂକ୍ରମଣ, ଗର୍ଭପାତ, ହାଡ଼ ଓ ଦିଲ୍ ସମସ୍ୟା ବଢ଼ିପାରେ,…
ନୂଆଦିଲ୍ଲୀ: ପ୍ରତ୍ୟେକ ଲୋକ ପନିପରିବା ଓ ଅନ୍ୟାନ୍ୟ ଖାଇବା ଜିନିଷ ସତେଜ ରଖିବା ପାଇଁ ଫ୍ରିଜରେ ରଖିଥାନ୍ତି । ଏପରିକି ଅନେକ ଲୋକ ଫ୍ରିଜରେ ବହୁଦିନ ପର୍ଯ୍ୟନ୍ତ ଖାଦ୍ୟ ଓ ପରିବାକୁ ସାଇତି ରଖିଥାନ୍ତି । ଯଦିଓ ଖାଦ୍ୟ…
ତିନି ବର୍ଷ ପରେ ପୁଣି କଡ଼ ଲେଉଟାଇଲା କରୋନା! ୨୪ ଘଣ୍ଟାରେ ବଢ଼ିଲା ସଂକ୍ରମଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୮ଟି ନିୟମ ମାନନ୍ତୁ
ନୂଆଦିଲ୍ଲୀ: ତିନି ବର୍ଷ ପରେ ପୁଣି ଥରେ କରୋନା ଭାଇରସ ଦେଶବାସୀଙ୍କୁ ଡରାଇବା ଆରମ୍ଭ କରିଦେଲାଣି । ସାରା ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦୈନିକ ପଜିଟିଭିଟି ରେଟ ବୃଦ୍ଧି ପାଇ ୧.୩୩…
ଜଣେ ମଣିଷକୁ କେତେ ଥର ଆସିପାରେ ହାର୍ଟଆଟାକ୍ ? କେଉଁ ବୟସର ଲୋକଙ୍କୁ ଅଧିକ ହୁଏ ଏହି ରୋଗ, ଜାଣନ୍ତୁ
ନୂଆଦିଲ୍ଲୀ: ହୃଦୟ ବା ହାର୍ଟ ଆମ ଶରୀରର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଅନ୍ୟତମ। ସୁସ୍ଥ ରହିବା ପାଇଁ ହୃଦୟକୁ ଠିକ୍ ରଖିବା ବହୁତ ଜରୁରୀ ହୋଇଥାଏ। କାରଣ ହୃଦୟରେ ଅଳ୍ପ ହେଲେ ବି ଗଡ଼ବଡ଼ି ହେବାର ଅନୁଭବ ଯଦି…
Contraceptive Pill ଖାଉଛନ୍ତି କି ସାବଧାନ! ଷ୍ଟଡିରୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଖାଉଥିଲେ ଆଜି ହିଁ ଛାଡ଼ନ୍ତୁ
ନୂଆଦିଲ୍ଲୀ:ଅବାଞ୍ଛିତ ଗର୍ଭଧାରଣକୁ ଏଡାଇବା ପାଇଁ ଅନେକ ମହିଳା ଗର୍ଭନିରୋଧକ ବଟିକା, ଜରୁରୀକାଳୀନ ବଟିକା ସେବନ କରିଥାଆନ୍ତି। ଏହି ବଟିକା ଅବାଞ୍ଛିତ ଗର୍ଭଧାରଣକୁ ରୋକିବାରେ ବହୁତ ସହାୟକ ହୋଇଥାଏ । ଏହି ବଟିକା ଏକ…