Browsing Category

ସ୍ୱାସ୍ଥ୍ୟ

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଆସିପାରେ କରୋନାର ଚତୁର୍ଥ ଲହର; କରୋନାସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ସୂଚନା

ଭୁବନେଶ୍ୱର: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ କରୋନାର ଚତୁର୍ଥ ଲହର ଆସିପାରେ ବୋଲି ସୂଚନା ମିଳିଛି । ଆକଳନ ଅନୁସାରେ…

ପୁଣି ଭୟଙ୍କର ତାଣ୍ଡବ ରଚିବ କରୋନା! ୭ ଦିନରେ ୩୦ ଲକ୍ଷ ମାମଲା ଚିହ୍ନଟ, ୯୮୦୦ ରୁ ଅଧିକ ମୃତ

ନୂଆଦିଲ୍ଲୀ: ଚୀନ ସମେତ ସାରା ବିଶ୍ୱରେ କରୋନା ଆତଙ୍କ ଏବେ ବଢ଼ିବାରେ ଲାଗିଛି । ବଡଦିନ ଏବଂ ନୂଆବର୍ଷ ପାଳନ ପରେ ଜାପାନ,ଆମେରିକା,ଦକ୍ଷିଣ କୋରିଆ ଏବଂ ବ୍ରାଜିଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସାରା…

କରୋନାର ସବ୍ ଭାରିଆଣ୍ଟ BA.5 ମସ୍ତିଷ୍କ ଉପରେ ପକାଉଛି ଗଭୀର ପ୍ରଭାବ; ଜାଣନ୍ତୁ କ’ଣ ରହିଛି ସତ୍ୟତା

ନୂଆଦିଲ୍ଲୀ: ଚୀନ୍ ସମେତ ଅନେକ ଦେଶରେ କୋଭିଡ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ଭାରତରେ କରୋନାକୁ ନେଇ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି । ଏହି ସମୟରେ, କରୋନାର ଏକ ସବ୍-ଭାରିଆଣ୍ଟକୁ ନେଇ…

ଅଧିକ ଚିନି ଖାଉଥିଲେ ହୋଇଯାଆନ୍ତୁ ସାବଧାନ; ହୋଇପାରେ ଏହି ରୋଗ, ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ

ଚିନି ଏପରି ଏକ ଜିନିଷ ଯାହା ଦୁନିଆର ପ୍ରତ୍ୟେକ ଲୋକଙ୍କ ଘର ବ୍ୟବହାର ହୋଇଥାଏ । ଏପରି କୌଣସି ଘର ନଥାଏ ଯେଉଁଠାରେ ଚିନି ବ୍ୟବହୃତ ହୁଏ ନାହିଁ । କପ୍ କେକ୍, ବିସ୍କୁଟ୍, ଚା, ମିଠା, ଆଇସ୍କ୍ରିମ୍ ଭଳି ଅନେକ ଖାଦ୍ୟ…

Co-dependent Relationship: କୋଡିପେଣ୍ଡେଣ୍ଟ ରିଲେସନସିପର ଲକ୍ଷଣ କ’ଣ ? ଜାଣନ୍ତୁ ଏହାର ଚିକିତ୍ସା

କୋଡିପେଣ୍ଡେନ୍ସି ଶବ୍ଦର ଅର୍ଥ ହେଉଛି ଦୁଇ ଜଣ ପରସ୍ପର ଉପରେ ନିର୍ଭର କରନ୍ତି । ସମ୍ପର୍କରେ ଏହି ଶବ୍ଦର ବ୍ୟବହାର ଆପଣ ପ୍ରାୟତଃ ଶୁଣିଥିବେ । ଜଣେ ବ୍ୟକ୍ତି ନିଜ ଜୀବନରେ ଅନେକ ସମ୍ପର୍କ ସ୍ଥାପନ କରେ ଏବଂ ସେହି…

୬ଟି ଦେଶରୁ ଆସୁଥିବା ବିଦେଶ ଫେରନ୍ତା ଯାତ୍ରୀଙ୍କୁ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ:ମାସ୍କକୁ ନେଇ କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତିି

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ୬ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ…

ଆପଣଙ୍କ ପାଖରେ ଏହି ୪ଟି ଅଭ୍ୟାସ ଥିଲେ ସାବଧାନ; ମାନସିକ ସ୍ୱାସ୍ଥ୍ୟ ଉପରେ ପକାଇଥାଏ ଖରାପ ପ୍ରଭାବ

ଆଜିକାଲିର ଏହି ବ୍ୟସ୍ତ ବହୁଳ ଜୀବନ ଭିତରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ନିତ୍ୟାନ୍ତ ଜରୁରୀ । କାରଣ ଆମ ମସ୍ତିକ ହିଁ ଆମର ଜୀବନର ସମସ୍ତ କାର୍ଯ୍ୟ କରିବାରେ ଆମକୁ ସାହାଯ୍ୟ କରିଥାଏ । ତେବେ ଏପରି କିଛି ଲୋକ ଅଛନ୍ତି…

ଦେଶରେ କରୋନା ସଂକ୍ରମଣର କାରଣ ହୋଇପାରେ ବିହାରର ଗୟା ଜିଲ୍ଲା, ଅନ୍ୟ ଜଣେ ସଂକ୍ରମିତଙ୍କୁ କରାଗଲା ଆଇସୋଲେଟ

ପାଟଣା: ବିଶ୍ୱରେ ପୁଣିଥରେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇସାରିଛି । ଚୀନରେ ବର୍ତ୍ତମାନ କରୋନାର ପରିସ୍ଥିତି ଭୟାବହତାରେ ଗତି କରୁଛି । ତେବେ କରୋନାର ଚତୁର୍ଥ ଲହରର ଆଂଶଙ୍କା କରାଯାଉଥିବା ସମୟରେ ହଟସ୍ପଟ ବନିଗଲା…

ଗର୍ଭାବସ୍ଥା ସମୟରେ ଆଖୁ ରସ ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ କି? ଜାଣନ୍ତୁ ଏହାକୁ ନେଇ କଣ କୁହନ୍ତି ଡାକ୍ତର ଏବଂ ବିଶେଷଜ୍ଞ

ଜଣେ ମହିଳା ପାଇଁ ମା ହେବା ଏକ ଅପୂର୍ବ ସୁଖ ହୋଇଥାଏ । ଯାହାକି ଗର୍ଭଧାରଣ ସମୟରୁ ହିଁ ସେ ଅନୁଭବ କରିଥାନ୍ତି । ତେବେ ଘରକୁ ଏକ ନୂଆ ଅତିଥିଙ୍କ ଆଗମନର ଖବର ମାତା ଓ ପିତାଙ୍କ ସମେତ ସମସ୍ତ ପରିବାର ସଦସ୍ୟଙ୍କ ହୃଦୟକୁ…

ଜାଣନ୍ତୁ ଶୀତଦିନେ ଗୁଡ଼ ଖାଇବାର ଲାଭ; ବର୍ତ୍ତମାନ ଠାରୁ ଆରମ୍ଭ କରନ୍ତୁ ଖାଇବା

ଯେତେବେଳେ ବି ଆମକୁ କିଛି ମିଠା ଖାଇବାର ମନ ହୋଇଥାଏ ସେତେବେଳେ ଆମେ ବଜାରରୁ ମିଠା କିଣୁ କିମ୍ବା ଚିନି ବ୍ୟବହାର କରି ଘରେ ମିଠା ପ୍ରସ୍ତୁତ କରୁ । ତେବେ ଆଉ ଏକ ଜିନିଷ ଅଛି ଯାହାକୁ ଆମେ ମିଠା ଖାଇବାର ଲୋଭକୁ ଶାନ୍ତ…