Browsing Category

ସ୍ୱାସ୍ଥ୍ୟ

ବାଥରୁମରେ କାହିଁକି ଆସିଥାଏ ହାର୍ଟ ଆଟାକ୍: ଜାଣନ୍ତୁ ପ୍ରକୃତ କାରଣ

ଆଜିକାଲି ହାର୍ଟ ଆଟାକର ମାମଲା ବଢ଼ିବାରେ ଲାଗିଛି । ଅନେକ ବଡ଼ ବଡ଼ ନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ଓ ଛୋଟରୁ ବୟସ୍କ ଲୋକମାନେ ଏହାର ଶିକାର ହେଉଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି କି, ଅଧିକ ହାର୍ଟ…

ଗର୍ଭବତୀ ଥିବା ସମୟରେ ମହିଳାମାନେ କରନ୍ତୁନି ଏପରି ଭୁଲ: ନଚେତ୍ ଭୋଗିପାରନ୍ତି ସମସ୍ୟା

ଗର୍ଭାବସ୍ଥା ଏପରି ଏକ ସମୟ, ଯେତେବେଳେ ଜଣେ ମହିଳା ନିଜ ପେଟରେ ନୂଆ ଜୀବନକୁ ପାଳିଥାନ୍ତି । ଏହି ସମୟରେ ମହିଳାଙ୍କ ମନରେ ପ୍ରସନ୍ନତା ରହିଥାଏ ଏହା ସହ ତାଙ୍କୁ ଅନେକ ଅସୁବିଧାର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ ।…

ରାତିରେ ବାରମ୍ବାର ଆସୁଛି କି ଖରାପ ସ୍ୱପ୍ନ ? ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ରୋଗର ସଂକେତ

ନୂଆଦିଲ୍ଲୀ: ଆମେ ରାତିରେ ଶୋଇବା ବେଳେ ଅନେକ ପ୍ରକାର ସ୍ୱପ୍ନ ଦେଖିଥାନ୍ତି । ଯାହାକୁ ।ମେ ସକାଳୁ ଭୁଲି ମଧ୍ୟ ଯାଆନ୍ତି । କିନ୍ତୁ ରାତିରେ ଶୋଇବା ପରେ ।ପଣ ଯଦି କିଛି ଭୟଙ୍କର ସ୍ୱପ୍ନ ଦେଖୁଛନ୍ତି ଏବଂ ରାତିରେ…

ବ୍ୟାଡ କୋଲେଷ୍ଟ୍ରଲରୁ ମୁକ୍ତି ଦେବ ଏହି ଫୁଲ: ଜାଣନ୍ତୁ ଏହାକୁ ସେବନ କରିବାର ଉପାୟ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଶୈଳୀ କାରଣରୁ ଆମେ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଫଳରେ ଆମ ଶରୀରରେ ଅନେକ ରୋଗର ଆଶଙ୍କା ଦେଖାଦେଇଥାଏ । ତେବେ ଏହି ସବୁ ସମସ୍ୟା…

ଅନେକ ରୋଗର ଔଷଧ ଗୋଟିଏ ଚାମଚ ଘିଅ: ଖାଇଲେ ଅନେକ ରୋଗରୁ ମିଳିବ ମୁକ୍ତି

ଦେଶୀ ଘିଅ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଘିଅ ଶରୀର ପାଇଁ ଖୁବ ହିତକର, ଏହା ତ ପ୍ରାୟ ସମସ୍ତେ ଜାଣିଥିବେ । ଏହା ସହିତ ଘିଅ ଆମର ଅନେକ କାମରେ ମଧ୍ୟା ଲାଗିଥାଏ । ଘିଅର ଗୋଟିଏ ଚାମଚ ବି ଶରୀରର ଅନେକ ରୋଗକୁ ଭଲ…

କାହିଁକି ଆଖି ଲାଲ ଆଖି ହୁଏ ? ଜାଣନ୍ତୁ ଆଖି ଯନ୍ତ୍ରଣା ହେବାର ୫ ଟି କାରଣ

ନୂଆଦିଲ୍ଲୀ: ବେଳେ ବେଳେ ନିଦରୁ ଉଠିବା ପରେ ଦେଖାଯାଏ ଯେ, ଆଖି ବହୁତ ଲାଲ୍ ପଡିଯାଇଛି କିମ୍ବା ଅଧିକ ଘଷିବା ଦ୍ୱାରା ଲାଲ୍ ହୋଇଯାଇଛି। ଏଭଳି ଅବସ୍ଥାରେ ଏକ ସାଧାରଣ ଅବସ୍ଥା ଏବଂ ନିଦ୍ରା ଅଭାବ ଏବଂ ଥକାପଣ ହେତୁ…

ଆପଣ ବ୍ରେଡ ଚାହା ଖାଉଛନ୍ତି କି ହୋଇଯାଆନ୍ତୁ ସାବଧାନ: ନଚେତ୍ ଭୋଗି ପାରନ୍ତି ଏହି ସବୁ ସମସ୍ୟା

ଅନେକ ଲୋକଙ୍କର ସକାଳେ କିମ୍ବା ସନ୍ଧ୍ୟାରେ ଚାହା ପିଇବାର ଅଭାସ୍ୟ ରହିଥାଏ । ସେହିପରି କିଛି ଲୋକ ଚାହା ସହିତ ବିସ୍କିଟ୍ କିମ୍ବା ବ୍ରବେଡ ଖଆଇବାକୁ ମଧ୍ୟ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହି ବ୍ରେଡ…

ପୁରୁଷଙ୍କୁ ବି ହୋଇଥାଏ କି ମେନୋପାଜ୍ ? ଜାଣନ୍ତୁ କେଉଁ ବୟସରେ ହୁଏ ଓ ଏହାକୁ ନେଇ କ’ଣ କୁହନ୍ତି ଡାକ୍ତର

ନୂଆଦିଲ୍ଲୀ: ମହିଳାମାନେ ପାଖାପାଖି ୫୦ ବର୍ଷ ବୟସରେ ପହଞ୍ଚିଗଲେ ମେନୋପାଜ୍ ହୋଇଥାଏ । ଏଥିରେ ଡିମ୍ବାଣୁରେ ଉତ୍ପାଦିତ ଇଷ୍ଟ୍ରୋଜେନ୍ ହରମୋନ୍ ସଂପୂର୍ଣ୍ଣ ହ୍ରାସ ପାଇଥାଏ, ଯେଉଁ କାରଣରୁ ପିରିୟଡ୍ ବନ୍ଦ ହୋଇଯାଏ । ଏହି…

ମାର୍କେଟରୁ ନକଲି ମେଡିସିନ କିଣୁଛନ୍ତି କି ? ହୋଇଯାଅନ୍ତୁ ସାବଧାନ, ଏହି ମାଧ୍ୟରେ କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ: ଅନେକ ସମୟରେ ଆମେ ବଜାରରୁ ବିଭିନ୍ନ ପ୍ରକାର ଔଷଧ ଆଣିଥାଆନ୍ତି । କିନ୍ତୁ ଆମେ ବହୁତ ସମୟରେ ଜାଣି ନଥାନ୍ତି ଯେ ଆମେ ଯେଉଁ ମେଡିସିନ ଖାଉଛନ୍ତି ତାହା ଅସଲି କିମ୍ବା ନକଲି । ତେବେ ମହାମାରୀ ପରଠାରୁ ଦେଶ ତଥା…

କମ ସମୟରେ ଓଜନ କମାଇବାକୁ ଚାହୁଁଛନ୍ତି କି? ଖାଆନ୍ତୁ ଏହି ଖାଦ୍ୟ, ୭ ଦିନରେ ମିଳିବ ରେଜଲ୍ଟ

ସାଧାରଣତଃ ଆଜିକାଲି ଓଜନ କମାଇବା ପାଇଁ କିଏ ମର୍ଣ୍ଣିଂ ୱାକ୍ ଯାଉଛନ୍ତି ତ କେହି କେହି ଜିମ୍ ମଧ୍ୟ ଯାଉଛନ୍ତି । ମାତ୍ର ଆମେ ଆପଣଙ୍କୁ ଏଭଳି ଉପାୟ କହିବୁ ଯାହାଦ୍ୱାରା ଆପଣ ନିଜର ଓଜନକୁ ଅତି ସହଜରେ କମାଇପାରିବେ । ଆପଣ…