fbpx
Browsing Category

ସ୍ୱାସ୍ଥ୍ୟ

କରୋନା ଭାଇରସ୍ ଯୋଗୁ ହୃଦଘାତର ଅଧିକ ବିପଦ ଥାଏ କି? ଜାଣନ୍ତୁ କ’ଣ କୁହନ୍ତି ଟପ୍ ଡାକ୍ତର

ନୂଆଦିଲ୍ଲୀ,୧୦ ।୫: ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବଢୁଥିବା ମାମଲାକୁ ନେଇ ସୋସିଆଲ ମିଡିଆରେ ଏକ ପ୍ରଶ୍ନ ଉଠୁଛି - କ’ଣ କୋଭିଡ ୧୯ରୁ ହୃଦଘାତର ବିପଦ ବଢିଥାଏ? କ’ଣ କରୋନା ରୋଗୀଙ୍କୁ ହାର୍ଟ ଆଟାକ୍…

ହସ୍ପିଟାଲରେ କରୋନା ବିସ୍ଫୋରଣ: ୮୦ ଡାକ୍ତର ପଜିଟିଭ୍, ଜଣେ ମୃତ

ନୂଆଦିଲ୍ଲୀ, ୧୦ା୫: କରୋନାର ବିସ୍ଫୋରଣ ଶେଷରେ ହସ୍ପିଟାଲକୁ ଗ୍ରାସ କରିଛି । ଦିଲ୍ଲୀର ସରୋଜ ହସ୍ପିଟାଲରେ ପ୍ରାୟ ୮୦ ଜଣ ଡାକ୍ତର କରୋନା ପଚିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତର ମୃତ୍ୟୁବରଣ…

ବଢ଼ିଲା ବିପଦ! ବାୟୁ ମାଧ୍ୟମରେ ବ୍ୟାପୁଛି କରୋନା: ୬ ଫୁଟରୁ ଅଧିକ ଦୂରତାରେ ଥିଲେ ବି ହେବେ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୫: କରୋନା ଲଢ଼େଇ ପାଇଁ କେବଳ ସାମାଜିକ ଦୂରତା ବଜାୟ ରଖିବା ଯଥେଷ୍ଟ ନୁହେଁ । ୬ ଫୁଟରୁ ଅଧିକ ଦୂରତାକୁ କରୋନା ଭାଇରସ୍ ସହଜରେ ବ୍ୟାପି ପାରୁଛି । ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩.୦୬ ଲକ୍ଷ ପାର

ନୂଆଦିଲ୍ଲୀ, ୧୦। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୬ ହଜାର ୩୧୩ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୮୯ ଲକ୍ଷ ୫୬…

ଓଡିଶାରେ କରୋନା ଯୋଗୁ ଆଖି ବୁଜିଲେ ୧୭ ଆକ୍ରାନ୍ତ

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…

ଓଡିଶାରେ ଆଜି ୧୦,୦୩୧ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ବି ୧୦ ହାଜର ଉପରେ ରହିଛି ରାଜ୍ୟର ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା…

ସୁପରଷ୍ଟାର ଅମିତାଭ ବଚ୍ଚନ କୋଭିଡ ସେଣ୍ଟର ପାଇଁ ଦାନ କଲେ ୨କୋଟି ଟଙ୍କା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କୋଭିଡ-କେୟାର ସେଣ୍ଟର ପାଇଁ ୨କୋଟି ଟଙ୍କା ଦାନ କରିଛନ୍ତି । ଦିଲ୍ଲୀର ରକବ ଗଞ୍ଜ ଗୁରୁଦ୍ୱାରରେ ସୋମବାର ଦିନ ଖୋଲିବାକୁ ଥିବା କୋଭିଡ-କେୟାର…

ଦେଶରେ କରୋନା ଜନିତ ମୃତ୍ୟୁ ହାର ହ୍ରାସ , ଗତ ୨୪ ଘଣ୍ଟା ମଧ୍ୟରେ ୩ ଟି ରାଜ୍ୟରେ ନାହିଁ ମୃତ୍ୟୁର ସୂଚନା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ଦେଶରେ ଦ୍ୱିତୀୟ କରୋନାର ଲହର ଅଧିକ କ୍ଷତିକାରକ ହୋଇଥିବାରୁ ସଂକ୍ରମଣ ଓ ମୃତ୍ୟୁ ହାର ବଢ଼ିବାରେ ଲାଗିଛି । ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୪ ,୦୯୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥି…

କରୋନାର ଦୁଇଟି ଟିକା ନେବା ପରେବି ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଅଧିକ ଗୁରୁତ୍ତ୍ଵ ଦିଆଯାଉଛି । କରୋନାର ଦୁଇଟି ଯାକ ଟିକା ନେବା ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଯିବ ବୋଲି ଉଭୟ…

୩୬ କୋଟି ଭାରତୀୟଙ୍କୁ ୨୦୨୨ ମାର୍ଚ୍ଚ ସୁଦ୍ଧା ଦିଆଯିବ ସ୍ପୁଟନିକ ଭି କରୋନା ଟିକା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ରୋକିବାପାଇଁ କେନ୍ଦ୍ର ସରକାର ଦେଶରେ ଟିକାକରଣକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହାମଧ୍ୟରେ ଭାରତ ରୁଷଠାରୁ…