fbpx
Browsing Category

ସ୍ୱାସ୍ଥ୍ୟ

ଟି- ୨୦ ବିଶ୍ୱକପ୍‌ ଆୟୋଜନ: ବିସିସିଆଇକୁ ସମୟ ଦେଲା ଆଇସିସି, ଭେନ୍ୟୁ ଚୟନକୁ ନେଇ ଯୋଜନା ପ୍ରସ୍ତୁତି ଚାଲିଛି…

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର) : ଚଳିତ ବର୍ଷ ଭାରତ ଟି- ୨୦ ବିଶ୍ୱକପ୍‌ ଆୟୋଜନ କରିବାକୁ ଥିବା ବେଳେ କରୋନା ପରିସ୍ଥିତି ନେଇ ସମସ୍ୟାରେ ପଡିଛି । କାରଣ କରୋନା ପ୍ରଭାବ ଜାରି ରହିଥିବା ବେଳେ ଭାରତରେ ଏହି ବିଶ୍ୱକପ ଆୟୋଜନ…

କରୋନା ସଙ୍କଟ କାଳରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ପୂଜା, ୧୦୦ ପରିବାରକୁ ଦେଲେ ଏକ ମାସର ରାସନ୍

ମୁମ୍ବାଇ (ଓଡ଼ିଶା ଭାସ୍କର):  କରୋନା ସଙ୍କଟ କାଳରେ ଲୋକଙ୍କୁ ସାହାଯ୍ୟ କରିବା ଲାଗି ବଲିଉଡ୍‌ ସେଲିବ୍ରିଟିମାନେ ଆଗେଇ ଆସୁଛନ୍ତି । ଅଭିନେତ୍ରୀ ପୂଜା ହେଗ୍‌ଡେ ସେମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ପୂଜା ନିକଟରେ…

ଟିକା ନନେଲେ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କମୁଥିଲେ ବି କମୁନି ମୃତ୍ୟୁସଂଖ୍ୟା, ଯାହାର ମୁକାବିଲା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲା ପ୍ରଶାସନ…

ପାକିସ୍ତାନ ଲଞ୍ଚ କଲା ନିଜର କରୋନା ଟିକା ‘PakVac’, କିନ୍ତୁ ଲୁଚାଇଲା ଏହି ତଥ୍ୟ

ଇସଲାମବାଦ: ସାରା ବିଶ୍ୱରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ କରୋନା ଟିକା ଲଗାଯାଉଛି । ଏହାରି ମଧ୍ୟରେ…

ଦେଶ ପାଇଁ ଚିନ୍ତାର କାରଣ ପାଲଟିଲେ ୬ ରାଜ୍ୟ, ସଂକ୍ରମଣ କମିଲେ ବି ଥମୁନି ମୃତ୍ୟୁ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରର ପ୍ରକୋପରେ କିଛିଟା ବ୍ରେକ୍ ଲାଗିଛି । ସଂକ୍ରମଣହାର କମିବାରେ ଲାଗିଛି । ତଥାପି ଛଅ ରାଜ୍ୟ ଏବେ ମଧ୍ୟ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଗତ କିଛି ଦିନ ହେବ ନୂତନ ସଂକ୍ରମିତ…

ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ: ପୂର୍ବ ମନ୍ତ୍ରୀଙ୍କ ଅନ୍ତିମ ଯାତ୍ରାରେ କରୋନା ଗାଇଡଲାଇନକୁ ଫୁ’

ଭୋପାଳ: ଦେଶର କିଛି ଅଞ୍ଚଳରେ କରୋନା ପ୍ରଭାବ କମିଥିଲେ ବି ଏବେବି ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନି । କିନ୍ତୁ ଲୋକମାନେ ଏହାକୁ ଗୁରୁତର ସହ ନେଉନଥିବାରୁ କରୋନା ପୁଣି ଭୟାନକ ହେଉଛି । ସେପରି ଏକ ଘଟଣା ମଧ୍ୟପ୍ରଦେଶରେ…

ବିଦେଶୀ ଟିକା କମ୍ପାନିଙ୍କ ପାଇଁ କୋହଳ ହେଲା ନିୟମ, DCGIଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଏଣିକି ଭାରତରେ ବିଦେଶୀ ଟିକା ଉପଲବ୍ଧ ହେବା ପାଇଁ ରାସ୍ତା ଆହୁରି ସହଜ ହୋଇଛି । ଦେଶର ସର୍ବୋଚ୍ଚ ଔଷଧ ସଂଞ୍ଚାଳନ ସଂସ୍ଥା DCGI ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।…

ଦ୍ୱିତୀୟ ଲହରରେ ୫୯୪ ଡାକ୍ତରଙ୍କ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ?

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁଁ ରୋଗୀଙ୍କ ସମତେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାର ଦ୍ୱିତୀୟ ଲହରରେ ଦେଶରେ ଅତି କମରେ ୫୯୪ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ବା…

ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଟିକାକରଣ ଆରମ୍ଭ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆପୋଲୋ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ସୂଚନା…

କଟକଣା ତାଲା ଖୋଲିବ କେମିତି? ICMR ମହାନିର୍ଦ୍ଦେଶକ ରଖିଲେ ୩ ସର୍ତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ଦ୍ୱିତୀୟ ତରଙ୍ଗରେ କଲବଲ ହେଉଛି ଦେଶ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ସମେତ ବିଭିନ୍ନ ରାଜ୍ୟ ସରକାର ଲଗାଇଛନ୍ତି କଡ଼ା କଟକଣା । ପ୍ରାୟତଃ ସବୁ ରାଜ୍ୟ ସରକାର…