Browsing Category
ସ୍ୱାସ୍ଥ୍ୟ
‘ଏତିକି ଦିନ ଭିତରେ ଭ୍ୟାକ୍ସିନ ଲଗାଇ ପ୍ରମାଣପତ୍ର ଦାଖଲ କରନ୍ତୁ, ନଚେତ୍ ମିଳିବନି ଦରମା’, କରୋନା ଦମନ ପାଇଁ ଜିଲ୍ଲାପାଳ ଆପଣାଇଲେ ନୂଆ ତରିକା
ଫିରୋଜାବାଦ: ରାଜ୍ୟକୁ କରୋନା ମୁକ୍ତ କରିବା ପାଇଁ ଉତ୍ତରପ୍ରଦେଶ ସରକାର ସଂକଳ୍ପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ଟିକାକରଣ ପାଇଁ ଆସନ୍ତା ଜୁନ୍ ପହିଲାରୁ ମହାଅଭିଯାନ ଆରମ୍ଭ କରିବେ । ସେପଟେ…
ମହାମାରୀରେ ମରିଗଲା ମାନବିକତା: କରୋନା ସଂକ୍ରମିତ ମୃତଦେହକୁ ନଦୀରେ ଫିଙ୍ଗି ଚାଲିଗଲେ ପରିଜନ
ବଲରାମପୁର : କରୋନା କାଳରେ ଦେଶରେ ଅନେକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କେତେ ବେଳେ ଗଙ୍ଗାରେ ମୃତଦେହ ଭାସୁଛି ତ ଆଉ କେଉଁଠି ବାଲିରେ ମୃତଦେହ ପୋତି ଦିଆଯାଉଛି । ଲୋକଙ୍କଠାରେ ମାନବିକତା ମରି ଯାଉଥିବା ଦେଖିବାକୁ…
ଚୀନରୁ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ୍ ସିଲିଣ୍ଡର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୀନରୁ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ୍ ସିଲିଣ୍ଡର । ଦେଶକୁ ପ୍ରଥମ ଥର ପାଇଁ ଚୀନରୁ ଅକ୍ସିଜେନ୍ ଆସିଛି । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍…
ଗୋପନରେ ବାହାହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍: ଉତ୍ସବରେ ସାମିଲ ହେଲେ ମାତ୍ର ୩୦ ଜଣ ଅତିଥି
ଲଣ୍ଡନ: : କରୋନା କାଳରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କର ମଙ୍ଗେତର କ୍ୟାରି ସାଇମଣ୍ଡସଙ୍କୁ ଗୋପନରେ ବିବାହ କରିଥିବା ଜଣାପଡ଼ିଛି । ଏହି ଅବସରରେ…
ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କମିଲା
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୪୬୦ ଜଣଙ୍କ ମୃତ୍ୟୁ…
ଭାଇରସ୍ ବିରୋଧରେ କାମ କରୁନାହିଁ ଭ୍ୟାକ୍ସିନ୍, ତେଣୁ ଟିକାକରଣ ଧିମେଇ ଯାଇଛି ବୋଲି ସୂଚନା ଦେଲେ ଡାକ୍ତର
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଘାତକ କରୋନା ଭାଇରସ୍ ସାର୍ସ-କୋଭ-୨ ବିରୋଧରେ ଭ୍ୟାକ୍ସିନ କାମ କରୁନାହିଁ । ଏନେଇ କୋଭିଡ୍ ଟିକା ସେପରି ଫଳପ୍ରଦ ହେଉନଥିବା ଜଣାପଡ଼ିଛି । ଫଳରେ ଦକ୍ଷିଣ ଆଫ୍ରିକାରେ…
ଓଡିଶାରେ ପୁଣି ବଢିଲା ସଂକ୍ରମଣ: ଆଜି ୯,୫୪୧ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ପୁଣି ଉପରମୁହାଁ ହେବାରେ ଲାଗିଛିି । ଗତ ୨୪ ଘଣ୍ଟା ରାଜ୍ୟରେ ୯ ହଜାର ୫୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୩୪୩ ଜଣ…
କରୋନା ମୃତ୍ୟୁସଂଖ୍ୟା ୩୫ ଲକ୍ଷ ୪୭ ହଜାର ଟପିଲା
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫ ଲକ୍ଷ ୪୭ ହଜାର ୮୭୩ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୬ ଲକ୍ଷ ୧୦…
ଆହୁରି ୭ ଦିନ ବଢିଲା ଲକ୍ଡାଉନ୍, ମେ’ ୩୧ରେ ଶେଷ ହୋଇଥାନ୍ତା ତାଲାବନ୍ଦ
ପାଣାଜୀ (ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକ୍ଡାଉନ ଅବଧିକୁ ବୃଦ୍ଧି କରିବାରେ ଲାଗିଛନ୍ତି । ଏହି ତାଲିକାରେ ଏବେ ଗୋଆ ଯୋଡ଼ି ହୋଇଯାଇଛି । ଗୋଆ ମୁଖ୍ୟମନ୍ତ୍ରୀ…
୫ ହଜାର ‘ଟୁ-ଡିଜି’ ଔଷଧର ଅର୍ଡର ଦେଲେ ଓଡ଼ିଶା ସରକାର, ଖୁବଶୀଘ୍ର ରାଜ୍ୟକୁ ମିଳିବ
ଭୁବନେଶ୍ୱର,(ଓଡ଼ିଶା ଭାସ୍କର): କରୋନା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଡର ଦିଆଯାଇଛି । ୫ ହଜାର ସ୍ୟାଚେଟ୍ ଟୁ- ଡିଜି ମେଡିସିନ୍ ପାଇଁ ଅର୍ଡର ଦିଆଯାଇଛି ବୋଲି ଶନିବାର ସ୍ୱାସ୍ଥ୍ୟ…