Browsing Category
ପରମ୍ପରା
(Video) ତଅପୋଇ କିଏ? କାହା ଅଭିଶାପରେ ହୋଇଥିଲା ତାଙ୍କର ମୃତ୍ୟୁ? ଜାଣନ୍ତୁ ଖୁଦରକୁଣି ପୂଜାର ମହତ୍ତ୍ୱ
ଓଡ଼ିଶା ଭାସ୍କର: ସାତ ଭାଇରେ ଗୋଟିଏ ବୋଲି ଅଲିଅଳି ଭଉଣୀ ତଅପୋଇ ବାପା-ମା’ଙ୍କର ଜୀବନ, ଆଖିର ତାର , ଯିଏ ସୁନା ଥାଳିରେ ଖାଉଥିଲେ, ଏମିତି କି ଧୂଳି ବି ତାଙ୍କ ପାଦରେ ଲାଗୁ ନଥିଲା, ସରଗର ପରିଟେ ପରି ଜୀବନ ବିତାଉଥିଲେ ,…
କିଏ ପ୍ରଭୁ ବିଶ୍ୱକର୍ମା? କ’ଣ ରହିଛି ପୂଜାର ମହତ୍ତ୍ୱ? ଜାଣନ୍ତୁ ତାଙ୍କ ବିଷୟରେ ଜାଣନ୍ତୁ ୮ ଗୁରୁତ୍ୱପୂର୍ଣ୍ଣ କଥା
ଓଡ଼ିଶା ଭାସ୍କର: ଚଳିତ ବର୍ଷ ବିଶ୍ୱକର୍ମା ପୂଜା ୧୭ ସେପ୍ଟେମ୍ବର ମଙ୍ଗଳବାର ଦିନ ପଡୁଛି। ଏହି ଦିନଟି ମଧ୍ୟ ସୂର୍ଯ୍ୟ କନ୍ୟା ସଂକ୍ରାନ୍ତି। ଏହି ଦିନ ସୂର୍ଯ୍ୟ ସିଂହ ରାଶିରୁ ବାହାରି କନ୍ୟାକୁ ଗମନ କରିବେ। ବିଶ୍ୱକର୍ମା…
କେଉଁ ଦିନ ପାଳନ କରିବେ ପବିତ୍ର ବିଶ୍ୱକର୍ମା ପୂଜା? ଜାଣି ରଖନ୍ତୁ ଶୁଭ ତିଥି ଓ ମୁହୂର୍ତ୍ତ
ଓଡ଼ିଶା ଭାସ୍କର: ସନାତନ ଧର୍ମରେ ବିଶ୍ୱକର୍ମା ଜୟନ୍ତୀର ବେଶ୍ ମହତ୍ତ୍ୱ ରହିଛି । ଏହା ଏକ ଧାର୍ମିକ ପର୍ବ ଭାବରେ ପାଳନ କରାଯାଏ । ପ୍ରତି ବର୍ଷ ବିଶ୍ୱକର୍ମା ଜୟନ୍ତୀ ୧୭ ସେପ୍ଟେମ୍ବରରେ ପାଳନ କରାଯାଏ । ବିଶ୍ୱକର୍ମାଙ୍କୁ…
କେମିତି ଏବଂ କେବେ ହୋଇଥିଲା ଶ୍ରୀକୃଷ୍ଣଙ୍କ ମୃତ୍ୟୁ? କାହିଁକି ସମୁଦ୍ରରେ ଲୀନ ହୋଇଗଲା ଦ୍ୱାରିକା? ପୁରାଣ କହୁଛି ରହସ୍ୟ
ଓଡ଼ିଶା ଭାସ୍କର: ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ । ଦେଶର ବିଭିନ୍ନ ସ୍ଥାନରେ ପ୍ରଭୁଙ୍କ ଜନ୍ମାଷ୍ଟମୀକୁ ବଡ ଧୁମଧାମରେ ପାଳନ କରାଯାଏ । ଏହି…
କେବେ ଠାରୁ ହୋଇଥିଲା ପିତୃପକ୍ଷର ଆରମ୍ଭ ? ମହାଭାରତର କେଉଁ ଯୋଦ୍ଧା ଦେଇଥିଲେ ପ୍ରଥମ ଶ୍ରାଦ୍ଧ
ଓଡ଼ିଶା ଭାସ୍କର: ଭାଦ୍ରବ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣମୀ ତିଥିରୁ ପିତୃପକ୍ଷ ଆରମ୍ଭ ହୋଇଥାଏ । ପିତୃପକ୍ଷରେ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ପିଣ୍ଡଦାନ ଏବଂ ତର୍ପଣ କରାଯାଇଥାଏ । ଏହା ଦ୍ୱାରା ପିତୃଦୋଷରୁ…
ରାଧା ବିନା କୃଷ୍ଣ ଅଧା… ତୁମ ବିନା ବଂଶୀର ଆବଶ୍ୟକ ନାହିଁ… କାହିଁକି ପ୍ରିୟ ମୁରଲୀକୁ ଭାଙ୍ଗି ଦେଇଥିଲେ ଶ୍ରୀକୃଷ୍ଣ?
ଓଡ଼ିଶା ଭାସ୍କର: ରାଧା ବିନା କୃଷ୍ଣ ଅଧା । ଏଣୁ ପୁରାଣ ଶାସ୍ତ୍ର ହେଉ ବା ଗୀତ ଗୋବିନ୍ଦ ସମସ୍ତ ସ୍ଥାନରେ ରାଧାଙ୍କ ସହ କୃଷ୍ଣଙ୍କ ନାମ ଯୋଡ଼ା ଯାଇଥାଏ । ମନ୍ଦିର ଏବଂ ସମସ୍ତ ସ୍ଥାନରେ ରାଧାକୃଷ୍ଣଙ୍କୁ ଏକାଠି ପୂଜା…
ଶନିଙ୍କ ଗୋଚର; ଏବେଠାରୁ ସାବଧାନ ରୁହନ୍ତୁ ଏହି ସବୁ ରାଶିର ଲୋକ, ଆସୁଛି ବଡ଼ ବିପଦ
ଓଡ଼ିଶା ଭାସ୍କର: ପୂର୍ବ ଭଦ୍ରପଦ ନକ୍ଷତ୍ରରୁ ଶତଭିଷା ନକ୍ଷତ୍ରରେ ହେବାକୁ ଯାଉଛି ଶନିଙ୍କ ଗୋଚର । ଏବେଠାରୁ ସାବଧାନ ରୁହନ୍ତୁ ଏହି ସବୁ ରାଶିର ଲୋକ । ଆସୁଛି ବଡ଼ ବିପଦ । ଭୁଲରେ ବି ଏହି ସମୟରେ କରନ୍ତୁ ନାହିଁ କୌଣସି…
ରାଧାରାଣୀଙ୍କୁ ବିବାହ କରିଥିଲେ ଶ୍ରୀକୃଷ୍ଣ? ପୁରାଣ କହୁଛି ରାଧାମାଧବଙ୍କ ପ୍ରେମର ଗାଥା, ସାକ୍ଷୀ ଅଛି ବୃନ୍ଦାବନ
ଓଡ଼ିଶା ଭାସ୍କର: ଶାସ୍ତ୍ର ଅନୁସାରେ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ରୂପରେ ବିଷ୍ଣୁଙ୍କ ଜନ୍ମ ହୋଇଥିଲା । ସେଥିପାଇଁ ଭଗବାନ କୃଷ୍ଣଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କୁହାଯାଏ । କୃଷ୍ଣଙ୍କର ଅନେକ ଲୀଳା ରହିଛି,…
କାଳ ମୁଦ୍ରା; ମୃତ୍ୟୁ ସମୟକୁ ଜାଣିବେ କିପରି, ଏନେଇ ଭାରତୀୟ ତନ୍ତ୍ର-ଯୋଗ ଗ୍ରନ୍ଥରେ ରହିଛି କ’ଣ?
ଓଡ଼ିଶା ଭାସ୍କର: ଯିଏ ଜନ୍ମ ନେଇଛି ତାକୁ ଦିନେନା ଦିନେ ମରିବାକୁ ପଡ଼ିବ। ମୃତ୍ୟୁ ହିଁ ଚିରନ୍ତନ ସତ୍ୟ। କିନ୍ତୁ ସେ କେବେ ମରିବେ? ମୃତ୍ୟୁ କେବେ ଆସିବ କେହି ଜାଣନ୍ତି ନାହିଁ। ତଥାପି ଲୋକମାନେ ସବୁବେଳେ ଭୟ କରନ୍ତି ଯେ…
ଭସାଣୀରେ ଚାଲିଥିଲା ଡିଜେ ଡ୍ୟାନ୍ସ, ପୋଲିସ ଆସିବାରୁ ଛତ୍ରଭଙ୍ଗ ଦେଲେ ଭକ୍ତ, ରାସ୍ତାରେ ଏକା ରହିଗଲେ ଗଣେଶ
ଭୁବନେଶ୍ବର(ଓଡିଶା ଭାସ୍କର): କିଟିକିଟି ଅନ୍ଧାର ରାତି , ଶୂନଶାନ ରାସ୍ତା । ଅନ୍ଧାର ରାତିରେ ଡାଲା ଗାଡି ଉପରେ ଏକା ବସିଛନ୍ତି ମୂଷିକ ରାଜ ଗଣେଶ । ନାଁ ଭକ୍ତ ଅଛନ୍ତି ନା ଅଛନ୍ତି ଗାଡି ଡ୍ରାଇଭର । କଥାଟି ଶୁଣିବା…