fbpx
BSKY
BJD MC SKY
BJD YOUTH SKY
Browsing Category

ପରମ୍ପରା

Indian Army ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ: ଜାମ୍ମୁର ଅଖନୁର ସେକ୍ଟରକୁ ଯାଇପାରନ୍ତି ମୋଦୀ

ନୂଆଦିଲ୍ଲୀ: ଅନ୍ୟ ନେତାମାନଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଭିନ୍ନ । ସମସ୍ତ ବର୍ଗ ଏବଂ ସବୁ ଜାତିର ଲୋକଙ୍କ ପାଇଁ ତାଙ୍କ ମନରେ ରହିଛି ସ୍ୱତନ୍ତ୍ର ସ୍ଥାନ । ତେଣୁ ସମସ୍ତ…

ଧନତେରାସରେ ଦାନ କରନ୍ତୁ ଏହି ପାଞ୍ଚଟି ଜିନିଷ , ଜୀବନରୁ ସବୁଦିନ ପାଇଁ ଦୂରେଇ ଯିବ ଆର୍ଥିକ ସମସ୍ୟା

ଧନତେରାସର ପର୍ବ ହେଉଛି ଆଜି ଅର୍ଥାତ ୧୦ ନଭେମ୍ବରରେ ପାଳନ ହେଉଛି । ଏହି ଖାସ୍ ଦିନରେ ମା’ଲକ୍ଷ୍ମୀ, ଆୟୁର୍ବେଦର ଜନକ ଧନ୍ୱନ୍ତରୀ ତଥା ଭଗବାନ କୁବେରଙ୍କୁ ପୂଜା କରାଯାଏ । ଧନତେରାସ ଦିନ ନୂଆ ଜିନିଷ କିଣିବାର ପରମ୍ପରା…

ଧନ୍ୱନ୍ତରୀ ପର୍ବରେ ଯମ ନାମରେ କାହିଁକି ଜାଳନ୍ତି ଦୀପ, ଜାଣନ୍ତୁ ଏହାର ସଠିକ ବିଧି

ଧନତେରସ ୧୦ ନଭେମ୍ବର ୨୦୨୩ ରେ ଅଛି। ଭଗବାନ କୁବେର ଏବଂ ଧନ୍ୱନ୍ତରୀଙ୍କୁ ଏହି ଦିନରେ ପୂଜା କରାଯାଏ। ଏଥିସହ ସନ୍ଧ୍ୟାରେ ଯମରାଜଙ୍କ ନାମରେ ଦୀପ ପ୍ରଜ୍ୱଳିତ ହୁଏ କିନ୍ତୁ ଆପଣ ଜାଣନ୍ତି କି ଯମ ନାମରେ ଦୀପ ଜାଳିବାର କାରଣ…

ଧନତେରାସରେ କିଣନ୍ତୁ ସବୁଠାରୁ ଶସ୍ତା ଏହି ଜିନିଷ, ମା’ ଲକ୍ଷ୍ମୀଙ୍କ ଅଧିକ ପ୍ରିୟ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଦିନ ଧନତେରାସ ପର୍ବ ପାଳନ କରାଯାଏ । ପୌରାଣିକ ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ଧରି ପ୍ରକଟ ହୋଇଥିଲେ ।…

ଅଯୋଧ୍ୟା ରାମ ମନ୍ଦିରରେ ଜଳିବ ୨୪ ଲକ୍ଷ ଦୀପ: ସ୍ୱତନ୍ତ୍ର ଭାବରେ ପାଳନ ହେବ ଦୀପାବଳି ପର୍ବ

ଅଯୋଧ୍ୟା: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ପୁଣିଥରେ ପବିତ୍ର ଆଯୋଧ୍ୟା ଭୂମିକୁ ଫେରିବେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ଲକ୍ଷ ଲକ୍ଷ ଦୀପର ଜିକମିକ ଆଲୁଅରେ ଝଲସି ଉଠିବ ଅଯୋଧ୍ୟାର ନବନିର୍ମିତ ଶ୍ରୀରାମ ମନ୍ଦିର ।…

ଧନତେରାସ ଦିନ କିଣନ୍ତୁନି ଏସବୁ ଜିନିଷ, ନଚେତ ଆପଣ ହୋଇଯିବେ ଦରିଦ୍ର: ମାଡ଼ି ଆସିବ ବିପଦ !

ଧନତେରାସ ପ୍ରତି ବର୍ଷ ଦୀପାବଳିର ଠିକ୍ ୨ ଦିନ ପୂର୍ବରୁ ମନାଯାଇଥାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପାଳନ କରାଯାଇଥାଏ । ଧନତେରାସକୁ ଧନତ୍ରୟୋଦଶୀ ବି କୁହନ୍ତି । ଚଳିତ ବର୍ଷ କାର୍ତ୍ତିକ…

ଦୀପର ଆଲୋକରେ ଚମକିଲା ଲଣ୍ଡନର Downing Street: ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ପତ୍ନୀଙ୍କ ସହ ଏପରି ମନାଇଲେ ଦୀପାବଳି

ନୂଆଦିଲ୍ଲୀ: ଦୀପାବଳିର ୨ ଦିନ ପୂର୍ବରୁ ବ୍ରିଟେନର ଡାଓ ଷ୍ଟ୍ରିଟ୍ କିମ୍ବା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଦୀପ ଆଲୋକରେ ଆଲୋକିତ ହୋଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସହ…

ଲାଭ ପଞ୍ଚମୀ କେବେ? ଜାଣନ୍ତୁ ତାରିଖ ଏବଂ ମୁହୁର୍ତ୍ତ, ବ୍ୟବସାୟୀଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଦୀପାବଳି ପର୍ବ ଧନ୍ୱନ୍ତରୀରୁ ଆରମ୍ଭ ହୁଏ ଏବଂ ଏହି ଆଲୋକର ପର୍ବର ଶେଷ ଦିନ ଲାଭ ପଞ୍ଚମୀ ଭାବରେ ପାଳନ କରାଯାଏ। ଲାଭ ପଞ୍ଚମୀକୁ ସୌଭାଗ୍ୟ ଜ୍ଞାନ ପଞ୍ଚମୀ, ଜ୍ଞାନ ପଞ୍ଚମୀ ଏବଂ ଲାଭ ପଞ୍ଚମୀ ମଧ୍ୟ କୁହାଯାଏ । ବିଶ୍ୱାସ…

କେଉଁ ଉଦ୍ଭିଦରେ ବାସ କରନ୍ତି ଦେବୀ ଲକ୍ଷ୍ମୀ? ଦୀପାବଳି ପୂର୍ବରୁ ଏହାକୁ ଲଗାନ୍ତୁ, ଘରେ ବର୍ଷିବ ଟଙ୍କା

ଶାସ୍ତ୍ର ଅନୁଯାୟୀ, ହିନ୍ଦୁ ଧର୍ମରେ ପ୍ରକୃତିର ସମସ୍ତ ଜିନିଷ ଉପାସନା ଯୋଗ୍ୟ। ପ୍ରତ୍ୟେକ ଦେବତା ସହିତ ଜଡିତ ଏକ ବୃକ୍ଷ ସେମାନଙ୍କର ରୂପ ବୋଲି ବିବେଚନା କରାଯାଏ। ଉଦ୍ଭିଦ ବିଷୟରେ କହିବାକୁ ଗଲେ, ଦେବୀ ଲକ୍ଷ୍ମୀଙ୍କ ସହ…

ଏହି ମନ୍ଦିରରେ ଖାଇବା ପାଇଁ ପଡ଼େନି ପତ୍ର: ମାଟି ଉପରେ ପ୍ରସାଦ ସେବନ କରନ୍ତି ଭକ୍ତ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଭରପୂର ହୋଇ ରହିଛି ଆମ ଦେଶ ଭାରତ । ସମସ୍ତ ମନ୍ଦିରରେ ଥିବା କିଛି ନା କିଛି ପରମ୍ପରା ଏବଂ ସଂସ୍କୃତି ପାଇଁ ଭାରତ ଆଜି ବିଦେଶରେ ମଧ୍ୟ ପୂଜ୍ୟ ହୋଇ ରହିଛି । ସେହିଭଳି ଏକ…