Browsing Category
ପରମ୍ପରା
ପୂଜା ସ୍ଥାନରେ ଶଙ୍ଖ ରଖୁଥିଲେ ଜାଣି ନିଅନ୍ତୁ ଏହି ନିମୟ; ନଚେତ୍ ହୋଇ ପାରେ ଅନର୍ଥ
ଓଡ଼ିଶା ଭାସ୍କର: ଧାର୍ମ ଶାସ୍ତ୍ର ଅନୁଯାୟୀ ପୂଜା ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ । ଏହା ସମୃଦ୍ଧର ରାସ୍ତା ଖୋଲିଥାଏ । ତେବେ ବିଧି ମୁତାବକ ଘରେ ଶଙ୍ଖ ରଖି ପୂଜା କରିବା ଦ୍ୱାରା ଗୃହରେ ଥିବା…
ଜାତକର ଏହି ସ୍ଥାନରେ ଶନି ଥିଲେ ତୁରନ୍ତ କରନ୍ତୁ ଏସବୁ ପ୍ରତିକାର; ନଚେତ୍ ହୋଇଯିବ ଅନର୍ଥ
ଓଡ଼ିଶା ଭାସ୍କର: ଆପଣଙ୍କ ଜୀବନ କେମିତି ଚାଲିଛି ତାହା ମୁଖ୍ୟତଃ ଜନ୍ମ ଜାତକରେ ଥିବା ଗ୍ରହମାନଙ୍କ ସ୍ଥିତି ଉପରେ ନିର୍ଭର କରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପଡିଥାଏ ।…
ଗରୁଡ଼ ପୁରାଣର ମହତ ବାଣୀ; ଅଧା କରି ଛାଡ଼ନ୍ତୁ ନାହିଁ ଏସବୁ କାମ, ନଚେତ୍ ଆସିପାରେ ଅକାଳ ମୃତ୍ୟୁ…
ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ ଗରୁଡ଼ ପୁରାଣକୁ ମହାପୁରାଣର ମାନ୍ୟତା ଦିଆଯାଇଛି । ସାଧାରଣତଃ ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ପରେ ଘରେ ଗରୁଡ଼ ପୁରାଣ ପାଠ କରାଯାଏ । ବିଶ୍ୱାସ କରାଯାଏ ଯେ ଏପରି କରିବା ଦ୍ୱାରା…
ଅଜବ ବିବାହ ପରମ୍ପରା: ୩୦ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଝିଅ ପାଇଁ ବର ଖୋଜା ! ବିବାହ ପଛର କ’ଣ ରହିଛି କାରଣ ?
ବେଙ୍ଗାଲୁରୁ: ଦେଶରେ ବିବାହକୁ ନେଇ ଅନେକ ପରମ୍ପରା ପ୍ରଚଳିତ । ପରିବାର, ସାଙ୍ଗସାଥି ଏବଂ କିଛି ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ଗହଣରେ ବିବାହ ଉତ୍ସବ ସମ୍ପନ୍ନ ହୋଇଥାଏ । ଆଜିକାଲି ବିଭିନ୍ନ ମାଟ୍ରିମୋନି ୱେବ୍ସାଇଟ୍…
ଏଠାରେ ଏବେ ବି ରହିଛି ମା’ କାଳୀଙ୍କ ପାଦଚିହ୍ନ; ଦର୍ଶନ ପାଇଁ ଆସୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
ନୂଆଦିଲ୍ଲୀ: ହିନ୍ଦୁ ଧର୍ମର ପୌରାଣିକ ବିଶ୍ୱାସ ଓ କାହାଣୀ ଅନୁସାରେ ପାହାଡ଼-ପର୍ବତରେ ଦେବଦେବୀଙ୍କ ବାସ ରହିଥାଏ। ଏହି କାରଣରୁ ଉତ୍ତରାଖଣ୍ଡକୁ ଦେବଭୂମି କୁହାଯାଏ। ଏଠାରେ ଏମିତି ଅନେକ ମନ୍ଦିର ରହିଛି, ଯାହାର ରହସ୍ୟ…
ରହସ୍ୟଜନକ କାହାଣୀ: ଅତୀତରେ ବ୍ରହ୍ମାଙ୍କର ୫ଟି ମୁଣ୍ଡ ରହିଥିଲା, ଗୋଟିଏ ମୁଣ୍ଡକୁ କାଟି ଦେଇଥିଲେ ମହାଦେବ
ଆମ ହିନ୍ଦୁ ଧର୍ମରେ ବିଭିନ୍ନ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମାତ୍ର ସାରା ସୃଷ୍ଟିର ରଚୟିତା ବ୍ରହ୍ମାଙ୍କ ପୂଜା କରାଯାଏ ନାହିଁ । ଏପରିକି କୌଣସି ସ୍ଥାନରେ ବି ତାଙ୍କର ମନ୍ଦିରଟିଏ ନାହିଁ । ଏହାଛଡ଼ା କୌଣସି…
ନିଆରା ପରମ୍ପରା… ଖରାର ତାପରୁ ଶାନ୍ତି ପାଇଁ ଠାକୁରଙ୍କୁ ଲାଗି ହୁଏ ଦହି ପଖାଳ: ଦିଆଯାଏ ଚନ୍ଦନର ଲେପ
ଓଡ଼ିଶା ଭାସ୍କର: ଓଡ଼ିଶାକୁ ପରମ୍ପରା ଓ ଐତିହ୍ୟର ରାଇଜ ବୋଲି କୁହାଯାଏ । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପରମ୍ପରା ରହିଥିବା ବେଳେ ଏହିସବୁ ଓଡ଼ିଶାକୁ ଅନ୍ୟ ରାଜ୍ୟ ତୁଳନାରେ ସ୍ୱତନ୍ତ୍ର କରିଛି । ପ୍ରତ୍ୟେକ…
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ବିଭ୍ରାଟ: ଦିନ ବଦଳରେ ରାତିରେ ଖେଳିଲେ ଚାପ
ଓଡ଼ିଶା ଭାସ୍କର: ପୁରୀରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ଚାପ ଖେଳ । ନରେନ୍ଦ୍ର ପୋଖରୀରେ ଏହି ଚାପ ଖେଳ ୨ ଦିନରେ ପହଞ୍ଚିଛି । ଜଗନ୍ନାଥ ସଂସ୍କୃତି ପରମ୍ପରା ବିଧି ଅନୁସାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ…
ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର ଦ୍ୱାର, ପ୍ରଥମ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼
ନୂଆଦିଲ୍ଲୀ: ଆଜି ଖୋଲିଲା ଉତ୍ତରାଖଣ୍ଡ ସ୍ଥିତ ବଦ୍ରିନାଥ ଧାମର ଦ୍ୱାର । ମେ ୧୦ରେ ବାବା କେଦାରନାଥ, ଜମୁନୋତ୍ରୀ ଏବଂ ଗଙ୍ଗୋତ୍ରୀଙ୍କ ଦ୍ୱାର ଖୋଲାଯିବା ପରେ ଆଜି ସକାଳ ୬ଟାରେ ଭକ୍ତଙ୍କ ପାଇଁ ଖୋଲାଯାଇଛି ବଦ୍ରିନାଥ…
ଏହି ଦିନ ରାଶି ବଦଳାଇବାକୁ ଯାଉଛନ୍ତି ରବି; ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, କ୍ୟାରିୟରରେ ହେବ ବହୁତ ଉନ୍ନତି
ଓଡ଼ିଶା ଭାସ୍କର: ଗ୍ରହମାନଙ୍କ ମଧ୍ୟରେ ରାଜା କୁହାଯାଉଥିବା ରବି ଖୁବ୍ ଶୀଘ୍ର ବୃଷ ରାଶିକୁ ଗୋଚର କରିବାକୁ ଯାଉଛନ୍ତି। ରବିଙ୍କର ଏହି ରାଶି ପରିବର୍ତ୍ତନ ମେ ୧୪ ରେ ହେବାକୁ ଯାଉଛି । ବୃଷ ରାଶିରେ ରବିଙ୍କ ସ୍ଥିତି…