Browsing Category

ବିଦେଶ

କଇଁଚି ହଜିଯିବାରୁ ଏୟାରପୋର୍ଟ ହୁଲୁସ୍ତୁଲ; ୩୬ଟି ବିମାନ ବାତିଲ, ୨୦୧ଟି ବିଳମ୍ବ

ନୂଆଦିଲ୍ଲୀ: ବିମାନବନ୍ଦରର ବୋର୍ଡିଂ ଗେଟ୍ ନିକଟରେ ଥିବା ଏକ ଷ୍ଟୋରରେ ରଖାଯାଇଥିବା କଇଁଚି ହଜିଯିବାରୁ ୩୬ଟି ବିମାନ ବାତିଲ ହୋଇଥିବା ବେଳେ ୨୦୧ଟି ବିଳମ୍ବହୋଇଛି । ଫଳରେ ଶନିବାର ସକାଳେ ହୋକାଇଡୋର ନ୍ୟୁ ଚିଟୋଜ୍…

ମଙ୍କିପକ୍ସକୁ କୋଭିଡ୍ ସହ ତୁଳନା କରିବା ନେଇ କ’ଣ କହୁଛନ୍ତି ଡବ୍ଲ୍ୟୁଏଚ୍ଓ ବିଶେଷଜ୍ଞ?

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଜଣେ ବିଶେଷଜ୍ଞ କହିଛନ୍ତି ଯେ, ମଙ୍କିପକ୍ସ ଏକ "ନୂତନ କୋଭିଡ" ନୁହେଁ କାରଣ ଏହାକୁ କିପରି ନିୟନ୍ତ୍ରଣ କରାଯିବ ସେ ବିଷୟରେ ସୂଚନା ରହିଛି । ଡବ୍ଲ୍ୟୁଏଚ୍ଓର ୟୁରୋପ…

ନିଜ ଦେଶରେ ହିଁ ପାକିସ୍ତାନ ସେନାଙ୍କୁ ନୋ ଏଣ୍ଟ୍ରୀ, ପାକିସ୍ତାନର ଏପରି ଅବସ୍ଥା ପାଇଁ କିଏ ଦାୟୀ

ନୂଆଦିଲ୍ଲୀ: ପାକିସ୍ତାନ ଯାହା ଚିନ୍ତା କରୁଛି ତା’ର ବିପରୀତ ଘଟୁଛି। କେତେବେଳ ସେ ଦାରିଦ୍ର‌୍ୟତା ସହ ଲଢୁଛି ତ କେତେବେଳେ ନିଜେ ପାଳିଥିବା ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଛି। ରିପୋର୍ଟ ଅନୁଯାୟୀ,…

(video): ଦଶମ ପାସ କରିଛନ୍ତି, ୨୬ ହଜାର କୋଟିର ମାଲିକ, ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପ୍ରେମରେ ବାୟା ଏ ବୟ…

ଓଡିଶା ଭାସ୍କର: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ନିଜ ନୂଆ ଜୀବନ ଆରମ୍ଭ କରି ସାରିଛନ୍ତି । ମାତ୍ର ଦଶମ ପାସ କରିଥିବା ଜଣେ ହ୍ୟାଣ୍ଡସମଙ୍କୁ ଡେଟ କରୁଛନ୍ତି  ଏହି ହଟ ଆଣ୍ଡ ବୋଲ୍ଡ ଗର୍ଲ । ମାତ୍ର…

ଆସୁଛନ୍ତି ରାଧେ ରାଧେ, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଜନ୍ମ ସମୟରେ ଥିବା ଦୁର୍ଲ୍ଲଭ ଯୋଗରେ ଚଳିତବର୍ଷ ପାଳିତ ହେବ ଜନ୍ମାଷ୍ଟମୀ, ଜାଣନ୍ତୁ ଏହି…

ଓଡିଶା ଭାସ୍କର: କାହ୍ନା ଆସୁଛି । ବଇଁଶୀ ବାଜିବ । ନୂପୁର ରୁଣୁଝୁଣୁ ହେବ । ତାହା ସାଙ୍ଗକୁ ଦହି ହାଣ୍ଡିରୁ ଦହି ଚୋରି ହେବ । ରାଧେ ରାଧେ ଶବ୍ଦରେ ଆକାଶ ବି ଗୁଞ୍ଜରିତ ହେବ । ସାରା ଭାରତବର୍ଷ ଜନ୍ମାଷ୍ଟମୀକୁ ନେଇ…

(video): କବାଟ ଖୋଲନ୍ତୁ- ବେଙ୍ଗାଲୁରୁ ଦମ୍ପତି ଉପରେ ଦୁବୃର୍ତ୍ତର ଆକ୍ରମଣ, କାରରେ ଗୋଇଠା ମାରିଲେ, ୱିଣ୍ଡସିଲ୍ଡ ଭାଙ୍ଗିଲେ, ଦେଖନ୍ତୁ ଏ…

ଓଡିଶା ଭାସ୍କର: ବେଙ୍ଗାଲୁରୁ ସରଜାପୁର ରୋଡରେ ଜଣେ ଦମ୍ପତିଙ୍କ ଉପରେ ମୋଟରସାଇକେଲରେ ଯାଉଥିବା ଦୁବୃର୍ତ୍ତ ଆକ୍ରମଣ କରିଛି । ଏହି ଅମାନବୀୟ ଘଟଣାର ଭିଡିଓ ଏବେ ଅନଲାଇନରେ ଦ୍ରୁତଗତିରେ ଭାଇରାଲ ହେଉଛି । ଏହାର ଜବାବରେ…

(video): ୬ ଛକା ସାଙ୍ଗକୁ ଗୋଟିଏ ଓଭରରେ କଲେ ୩୯ ରନ, ଅସମ୍ଭବକୁ ସମ୍ଭବ କରିଦେଲେ ଏ ଖେଳାଳି, T-20 ରେ ବନିଲା ବିଶ୍ୱ ରେକର୍ଡ, ଦେଖନ୍ତୁ ଭିଡିଓ

ଓଡିଶା ଭାସ୍କର: ଟ୍ୱେଣ୍ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ବିଶ୍ୱ ରେକର୍ଡ ପ୍ରତିଷ୍ଠା ହୋଇଛି । ବର୍ତ୍ତମାନ ଯାଏଁ ଅନ୍ତର୍ଜାତୀୟ ଟ୍ୱେଣ୍ଟି-ଟ୍ୱେଣ୍ଟି କ୍ରିକେଟରେ ଗୋଟିଏ ଓଭରରେ କେବଳ ୩୬ ରନ ହୋଇପାରିଥିଲା ।…

(video): ଆରେ ମୁଁ ବଞ୍ଚିଛି- ଶ୍ରେୟସ ତଲପଡେ ମିଥ୍ୟା ମୃତ୍ୟୁରେ ହେଲେ ବ୍ୟସ୍ତ, ଟ୍ରୋଲ କରି କହିଲେ – ମୁଁ ଚାହେଁନି ଆପଣଙ୍କ ସହ ଏମିତି…

ଓଡିଶା ଭାସ୍କର: ଅଭିନେତା ଶ୍ରେୟସ ତଲପଡେଙ୍କୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ଗୁଜବ ପ୍ରଚାର ହେଉଛି । ଯାହାକୁ ନେଇ ସେ ବ୍ୟସ୍ତ ହୋଇ ପଡିଛନ୍ତି । ତାହାସହ ତାଙ୍କ ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏହି ମିଥ୍ୟା…

(video):ମ୍ୟାଡମ ଇତିହାସ ପଢନ୍ତୁ, ସୋସିଆଲ ମିଡିଆ ନିଶାଣରେ ସୁଧାମୂର୍ତ୍ତି, ୧୦୦ ଘଣ୍ଟା ପଢିବାର ପରାମର୍ଶ ଦେଉଛନ୍ତି ଲୋକେ , ତେବେ…

ଓଡିଶା ଭାସ୍କର: ରାଜ୍ୟସଭା ସାଂସଦ ତଥା ଇନଫୋସିସ (infosys) ର ଫାଉଣ୍ଡର ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ରକ୍ଷାବନ୍ଧନ ଅବସରରେ ଏକ ଭିଡିଓ ଜାରି କରି ଲୋକଙ୍କୁ ଏହି ପର୍ବର ଶୁଭେଚ୍ଛା ତଥା ଶୁଭକାମନା…

କେବେ ଫେରିବେ, କେମିତି ବଞ୍ଚିବେ ସୁନୀତା ୱିଲିୟମ୍ସ ଓ ବ୍ୟାରି ୱିଲ୍ମୋର! ଯାଇଥିଲେ ୮ ଦିନ ପାଇଁ ମାତ୍ର ରହିବେ ୨୦୨୫ ଯାଏଁ!

ଓଡିଶା ଭାସ୍କର: ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ବ୍ୟାରି ୱିଲ୍ମୋର ଜୁନ ମାସରେ ମହାକାଶ ଯାତ୍ରା କରିଥିଲେ । ବୋଇଂର ନୂଆ ଷ୍ଟାରଲାଇନରରେ ସେମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବା ସ୍ପେସ ଷ୍ଟେସନରେ ପାଦ ରଖିଥିଲେ ।…