Browsing Category
ବିଦେଶ
ମେଲୋନୀଙ୍କ ସହ ଏହି ପ୍ରସଙ୍ଗରେ ମୋଦୀଙ୍କର ହେବ ଆଲୋଚନା, ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ବି ହେବ ସାକ୍ଷାତ
ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀର ଆପୁଲିଆ ସହର ପହଞ୍ଚି ଯାଇଛନ୍ତି । ଏହି ସମୟରେ ମୋଦୀଙ୍କର ବହୁ ନେତାଙ୍କ ସହ ଦ୍ୱିପାକ୍ଷୀୟ ବୈଠକ ହେବାର ଅଛି ।…
ବୈଜ୍ଞାନିକଙ୍କ ଗବେଷଣା: ଆସିବ ମହାଭୂକମ୍ପ, ୧୦୦ ଫୁଟ ଉଚ୍ଚକୁ ଉଠିବ ସୁନାମୀ ଲହର, ୧୦ ହଜାର ଲୋକଙ୍କ ପ୍ରାଣହାନୀ ଘଟିବ!
ନୂଆଦିଲ୍ଲୀ: ଆମେରିକାର ପଶ୍ଚିମୀ ତଟରେ ସମୁଦ୍ର ଭିତରେ ଏକ ଫଲ୍ଟଲାଇନ ରହିଛି । ଏହି ଫଲ୍ଟଲାଇନ ଯେ କୌଣସି ଦିନ ଏକ ଭୟଙ୍କର ଭୂକମ୍ପ ଓ ସୁନାମୀ ଆଣିପାରେ ବୋଲି ବୈଜ୍ଞାନିକମାନେ ଗବେଷଣା କରି ଜାଣିପାରିଛନ୍ତି । ଏହି ଫଲ୍ଟ…
ବଦଳିଲା ଆପଲ୍ର ପଲିସି; ଏଣିକି ଆଉ ଆଇଫୋନ୍ ୟୁଜର୍ସଙ୍କୁ ମିଳିବନି ଏହି ମାଗଣା ଫିଚର
ନୂଆଦିଲ୍ଲୀ: ଆପଲ୍ ଫୋନର ଦାମ୍ ବହୁତ ଅଧିକ। ବିଶେଷ କରି ଭାରତରେ ଏହାର ଦାମ୍ ବହୁତ ଅଧିକ ରହିଛି। ସେଥିଲାଗି ଏହାର ୱାରେଣ୍ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। କାରଣ ଯଦି ଫୋନରେ କୌଣସି ସମସ୍ୟା ହୁଏ ତେବେ ଏହାକୁ…
ହ୍ୱାଟସଆପ୍ର ବଡ କାର୍ଯ୍ୟାନୁଷ୍ଠାନ, ବନ୍ଦ କଲା ୭୦ ଲକ୍ଷ ଭାରତୀୟ ଆକାଉଣ୍ଟ
ନୂଆଦିଲ୍ଲୀ: ହ୍ୱାଟସଆପ୍ ପ୍ରାୟ ୭୧ ଲକ୍ଷ ଭାରତୀୟ ଆକାଉଣ୍ଟ ବନ୍ଦ କରିଦେଇଛି । କମ୍ପାନୀ ଏହି କାର୍ଯ୍ୟାନୁଷ୍ଠାନ ପଲିସି ଉଲଙ୍ଘନ ନେଇ ରିପୋର୍ଟ ପାଇବା ପରେ ଗ୍ରହଣ କରିଛି । କମ୍ପାନୀ ଏହାର ମାସିକ ରିପୋର୍ଟରେ ଏହି…
କଙ୍ଗୋରେ ବଡ଼ ଅଘଟଣ, ନଦୀରେ ଡଙ୍ଗା ବୁଡ଼ିଯିବାରୁ ପ୍ରାଣ ହରାଇଲେ ୮୦ ରୁ ଅଧିକ ଲୋକ
ନୂଆଦିଲ୍ଲୀ: ମଧ୍ୟ ଆଫ୍ରିକାରେ ସ୍ଥିତ କଙ୍ଗୋର ରାଜଧାନୀ କିନ୍ସାସା ନିକଟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ୨୭୦ ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନଦୀରେ ବୁଡ଼ି ଯାଇଛି । ଏହି ଦୁର୍ଘଟଣାରେ ୮୦ ରୁ ଅଧିକ…
ଏବେ X’ରେ ଦୃଶ୍ୟମାନ ହେବନି ଆପଣଙ୍କର ଲାଇକ୍ସ! ଆସିଲା ନୂଆ ଅପଡେଟ୍
ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏବେ ଆପଣ ଯଦି କୌଣସି କଣ୍ଟେଣ୍ଟକୁ ଲାଇକ୍ କରିବେ ତେବେ ତାହା କେବଳ ଆପଣଙ୍କୁ ହିଁ ଦେଖାଯିବ । ପବ୍ଲିକ୍ ଲାଇକ୍ସକୁ ଡିଫଲ୍ଟ ଭାବେ ପ୍ରାଇଭେଟ୍ କରିଦିଆଯାଇଛି । ଫଳରେ…
କୁଏତ୍ ଅଗ୍ନିକାଣ୍ଡ: ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି, ୩୦ ଜଣ ଆହତ
ନୂଆଦିଲ୍ଲୀ: କୁଏତରେ ଘଟିଥିବା ବିଲ୍ଡିଂ ଅଗ୍ନିକାଣ୍ଡରେ ପୂର୍ବରୁ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ସହିତ ୪୧ ଜଣ ଆହତ ହୋଇଥିଲେ । ଆଜି ସକାଳ ସମୟରେ ଘଟିଥିବା ଏହି ଅଗ୍ନିକାଣ୍ଡରେ କୋଠାରି ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ି…
ପ୍ରଥମ ବିଦେଶ ଯାତ୍ରାରେ କାଲି ଇଟାଲୀ ଗସ୍ତରେ ଯିବେ ମୋଦୀ, ଜି ୭ ସମ୍ମିଳନୀରେ ନେବେ ଭାଗ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ କାଲି ଅର୍ଥାତ୍ ଗୁରୁବାର ପ୍ରଥମ ବିଦେଶ ଯାତ୍ରାରେ ଇଟାଲୀ ଗସ୍ତ କରିବେ । ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା ବୁଧବାର କହିଛନ୍ତି କି…
(Video)କୁଏତ୍ରେ ଭୀଷଣ ଅଗ୍ନିକାଣ୍ଡ, ୪ ଭାରତୀୟଙ୍କ ସହିତ ୪୧ ଲୋକ ଜୀବନ୍ତ ଜଳିଗଲେ
କୁଏତ୍: ଦକ୍ଷିଣ କୁଏତ୍ରେ ଏକ ବିଲ୍ଡିଂରେ ନିଆଁ ଲାଗିଯିବା ଫଳରେ ୪ ଭାରତୀୟଙ୍କ ସହିତ ୪୧ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଗ୍ନିକାଣ୍ଡରେ କୋଠାଟି ପୁରା ଜଳିପୋଡି ପାଉଁଶ ହୋଇଯାଇଛି । ଆଜି ସକାଳେ ଏହି ଅଗ୍ନିକାଣ୍ଡ…
WWDC 2024 Roundup: iOS 18, iPadOS 18 ପାଇଁ AI କ୍ଷମତାସମ୍ପନ୍ନ ଫିଚର ଘୋଷଣା କଲା ଆପଲ
ନୂଆଦିଲ୍ଲୀ: ଆପଲ ଶେଷରେ ଆପଲ ଆଇଓଏସ ୧୮, ଆଇପ୍ୟାଡଓଏସ, ମାକଓଏସ ସେକ୍ୟୁଇଆ, ୱାଚଓଏସ୧୧ ଓ ଅନ୍ୟ ଆପଲ ଇଣ୍ଟେଲିଜେନ୍ସ (ଆଇଫୋନ, ଆଇପ୍ୟାଡ ଓ ମାକ ପାଇଁ ଏଆଇ ପିଚର) ଘୋଷଣା କରିଛି । ଏଥିରେ ମଧ୍ୟ ଫଟୋ, ହୋମ ସ୍କ୍ରିମନ,…