Browsing Category

ବିଦେଶ

ଶପଥ ଗ୍ରହଣ ପୂର୍ବରୁ ଖୁସି ଖବର: ୩୪୦୦ ଟଙ୍କା ଶସ୍ତା ହୋଇଗଲା ସୁନା ଦର, ରୁପା ଦାମ୍ ୪୭୦୦ ଟଙ୍କା କମିଲା

ନୂଆଦିଲ୍ଲୀ: ଆଜି କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ବେଳେ ମୋଦୀଙ୍କ କ୍ୟାବିନେଟରେ ୪୦ରୁ ଅଧିକ ମନ୍ତ୍ରୀଙ୍କୁ…

ଜନ୍ମହାର ହ୍ରାସ ପରେ ଚିନ୍ତାରେ ସରକାର; ଅଧିକ ବିବାହ-ସନ୍ତାନ ପାଇଁ ଆଗମ୍ଭ କଲେ ଡେଟିଂ ଆପ୍

ନୂଆଦିଲ୍ଲୀ: ଗତବର୍ଷର ଡାଟା ଅନୁସାରେ ଏବର୍ଷ ଜାପାନରେ ଜନ୍ମ ହାର ବହୁତ କମ୍ ରେକର୍ଡ କରାଯାଇଛି। ଜାପାନର ଲୋକମାନେ ବୟସ୍କ ହେବା ସହ ଜନ୍ମ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଗତବର୍ଷର ସରକାରୀ ତଥ୍ୟ ଅନୁଯାୟୀ ୧୨୩.୯ ନିୟୁତ…

‘କେବଳ ଭାରତ ନୁହେଁ ପାକିସ୍ତାନ ଲାଗି ବି ଭଲ ମୋଦୀ’, ପାକ୍ ବିଜନେସ୍‌ମ୍ୟାନ କଲେ ଜୋରଦାର ପ୍ରଶଂସା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଏନଡିଏକୁ ବହୁମତ ମିଳିବା ପରେ ନରେନ୍ଦ୍ର ମୋଦୀ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଜୁନ୍ ୯ ତାରିଖ ଅର୍ଥାତ୍ କାଲି ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ଓ…

ଆପୋଲୋ ୮ର ମହାକାଶଚାରୀ ୱିଲିୟମ୍ ଆଣ୍ଡର୍ସଙ୍କ ପରଲୋକ: ବିମାନ ଦୁର୍ଘଟଣାରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଆପୋଲୋ ୮ର ମହାକାଶଚାରୀ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ୍ ଆଣ୍ଡର୍ସ ୯୦ ବର୍ଷ ବୟସରେ ମୃତ୍ୟୁ ହୋଇଛି, ଯେତେବେଳେ ତାଙ୍କର ବିମାନ ୱାଶିଂଟନ୍ ରାଜ୍ୟର ସାନ ଜୁଆନ୍ ଦ୍ୱୀପ ନିକଟରେ ପାଣିରେ…

ରିଲ୍ସ କରିବା ନିଶା ପଡ଼ିଲା ମହଙ୍ଗା, ଘଟଣାସ୍ଥଳରେ ହୋଇଗଲା ମହିଳାଙ୍କ ମୃତ୍ୟୁ: ଦେଖନ୍ତୁ Video

ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ରିଲ ତିଆରି କରିବା ଆରମ୍ଭ କରିଛନ୍ତି । କିନ୍ତୁ ଅନେକ ଥର ଦେଖାଯାଏ ଯେ ରିଲ୍ ତିଆରି ପ୍ରକ୍ରିୟାରେ ଲୋକମାନେ ନିଜ ଜୀବନକୁ ବିପଦରେ ପକାଇ ଦୁର୍ଘଟଣାର ଶିକାର ହୁଅନ୍ତି ।…

ଭାରତ ସମେତ ୧୧ ଦେଶରୁ ରାଷ୍ଟ୍ରଦୂତଙ୍କୁ ଫେରାଇନେଲା ନେପାଳ

ନୂଆଦିଲ୍ଲୀ: ଭାରତ ସମେତ ୧୧ଦେଶରୁ ରାଷ୍ଟ୍ରଦୂତଙ୍କୁ ଫେରାଇନେଲା ନେପାଳ। ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦାହାଲ ପ୍ରଚଣ୍ଡଙ୍କ ସରକାରଙ୍କ ତରଫରୁ ଭାରତ ଓ ଆମେରିକା ସମେତ ୧୧ଟି ଦେଶରେ କାର୍ଯ୍ୟରତ ନିଜ…

H5N2 ବାର୍ଡ ଫ୍ଲୁ’ରେ ସଂକ୍ରମିତ ପ୍ରଥମ ମାନବ ମୃତ୍ୟୁ: ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଏଚ୫ଏନ୨ ବାର୍ଡ ଫ୍ଲୁ’ରେ ସଂକ୍ରମିତ ହେବା ପରେ ପ୍ରଥମ ମାନବ ମୃତ୍ୟୁ ହୋଇଛି । ମେକ୍ସିକୋର ଜଣେ ୫୯ ବର୍ଷୀୟ ବ୍ୟକ୍ତି ବାର୍ଡ ଫ୍ଲୁ’ରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଏ ବାବଦରେ ବିଶ୍ୱ…

ଟି-୨୦ ବିଶ୍ୱକପ୍: ସୁପର ଓଭରରେ ପାକିସ୍ତାନକୁ ହରାଇ ଇତିହାସ ରଚିଲା ଆମେରିକା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ସୁପର ଓଭରରେ ପରାସ୍ତ କଲା ଆମେରିକା। ସୁପର ଓଭରରେ ଆମେରିକା ପ୍ରଥମେ ବ୍ୟାଟିଂ କରି ୧୮ ରନ୍ କରିଥିଲା। ବିଜୟ ପାଇଁ ସୁପର ଓଭରରେ…

ଶେଷ ହେଲା ସୁନୀଲ ଛେତ୍ରୀଙ୍କ ଦୀର୍ଘ ୨୦ ବର୍ଷର କ୍ୟାରିୟର; ଡ୍ର ରହିଲା କୁଏତ-ଭାରତ ମ୍ୟାଚ୍

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଓ କୁଏତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୦-୦ ଗୋଲରେ ଡ୍ର ରହିଲା। କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଛି ଏବଂ ଏହା ଥିଲା ଭାରତୀୟ…

ଆମାଜନ ଜଙ୍ଗଲର ଜନଜାତି ଅଞ୍ଚଳରେ ଇଣ୍ଟରନେଟ ପହଞ୍ଚାଇଲା ଷ୍ଟାରଲିଙ୍କ: ଲୋକମାନେ କିନ୍ତୁ ଅଶ୍ଲୀଳ ଭିଡିଓ ସହିତ ଜଡ଼ିତ ହେଉଛନ୍ତି

ନୂଆଦିଲ୍ଲୀ: ବ୍ରାଜିଲର ଆମାଜନ ଜଙ୍ଗଲରେ ମାରୁବୋ ନାମକ ଏକ ଜନଜାତି ଏକାକୀ ବାସ କରୁଛନ୍ତି । ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଉକ୍ତ ଜନଜାତି ଅଞ୍ଚଳରେ ଇଣ୍ଟରନେଟ ସେବା ପହଞ୍ଚାଇଥିଲା । ମାତ୍ର…