Browsing Category
ବିଦେଶ
କିଏ ଏହି ଟେଙ୍ଗେ ଟେଙ୍ଗେ? ଜାଣନ୍ତୁ, ଏହି Viral Boyଙ୍କ ବିଷୟରେ କିଛି ଖାସ୍ ରିପୋର୍ଟ
ଓଡ଼ିଶା ଭାସ୍କର: ଆପଣମାନେ ସୋସିଆଲ ମିଡ଼ିଆ ଖୋଲିବା ମାତ୍ରେ 'ଟେଙ୍ଗେ ଟେଙ୍ଗେ' ନାମକ ଏକ ଗୀତ ନିହାତି ଦେଖିବାକୁ ପାଇବେ। ଆଉ ଏହି ଗୀତରେ କିଟିକିଟ୍ ରଙ୍ଗର କଳା ଓ ବଡ଼ ବଡ଼ ଆଖିଥିବା ଜଣେ ଆଫ୍ରିକୀୟ ପିଲା ନାଚୁଥିବା…
‘ଆଡପ୍ଟ ଏ ଗୋଟ୍’ ପ୍ରୋଗ୍ରାମ ଅନ୍ତର୍ଗତ ନେଇପାରିବେ ଛେଳି, ଜାଣନ୍ତୁ କେଉଁଠି ରହିଛି ଏଭଳି ଅଜବ ସ୍କିମ୍
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆ ଦୁନିଆରେ ସବୁଦିନ ଅଜବ ଘଟଣା ସାମ୍ନାକୁ ଆସିଥାଏ । ବିଶେଷ କରି ମାଗଣା କିଛି ଜିନିଷ ମିଳିଗଲେ ଲଟେରି ଉଠିବା ପରି ଅନୁଭବ ହୋଇଥାଏ । ଅଧିକାଂଶ ଲୋକମାନେ ଏଭଳି ସୁଯୋଗକୁ ହାତଛଡ଼ା କରନ୍ତି…
ବିଦେଶରେ ଦୃଶ୍ୟମାନ ହେଲା ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଇଣ୍ଟରନେଟରେ ଭାଇରାଲ ହେଉଛି ବିରଳ ଦୃଶ୍ୟ
ଓଡ଼ିଶା ଭାସ୍କର: ଏପ୍ରିଲ ୮ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହୋଇଥିଲା । ଏହି ସୂର୍ଯ୍ୟ ପରାଗ ମେକ୍ସିକୋ, ଉତ୍ତର ଆମେରିକା, ଆମେରିକା ଏବଂ କାନାଡ଼ା ଦେଇ ଗତି କରିଥିଲା । ତେବେ ଜ୍ୟୋତିର୍ବିଜ୍ଞାନୀ, ପଦାର୍ଥ…
ପାକିସ୍ତାନର କ୍ୱେଟା ମସଜିଦରେ ବିସ୍ଫୋରଣ: ଆଫଗାନିସ୍ତାନରେ ଅନଲାଇନ୍ ମନି ଏକ୍ସଚେଞ୍ଜ ଉପରେ ଲାଗିଲା କଟକଣା
ଇସଲାମାବାଦ: ପାକିସ୍ତାନର କ୍ୱେଟାରେ ସୋମବାର ଦିନ ଏକ ମସଜିଦ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ପୋଲିସକର୍ମୀ ସହିଦ ହୋଇଛନ୍ତି । ଏଥିସହ ୧୨ ଜଣ ଲୋକେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ପାଞ୍ଚ ଜଣ…
ରୁଷ ‘ବିପଜ୍ଜନକ ଖେଳ’ ଖେଳୁଛି, Zaporizhzhia ଆଣବିକ ଶକ୍ତି କେନ୍ଦ୍ରରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଆମେରିକା ମସ୍କୋକୁ ଆହ୍ୱାନ କରିଛି
ୱାଶିଂଟନ୍: ଆମେରିକା ରୁଷକୁ ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ର(Zaporizhzhia nuclear power plant)ରୁ ନିଜ ସାମରିକ ତଥା ସାଧାରଣ ନାଗରିକଙ୍କୁ ପ୍ରତ୍ୟାହାର କରିବାକୁ କହିଛି । ଏହା ସହ ରୁଷ ଏହାର ଆଣବିକ ଶକ୍ତି…
ପ୍ରଥମେ ଭାରତ ବିରୋଧରେ ଓଗାଳିଲେ ବିଷ; ଏବେ ତ୍ରିରଙ୍ଗାକୁ ଅପମାନ: ସୁଧୁରୁ ନାହାନ୍ତି ମୁଇଜୁ
ନୂଆଦିଲ୍ଲୀ:ମାଳଦ୍ୱୀପ ମନ୍ତ୍ରୀମାନଙ୍କର ଭାରତ ବିରୁଦ୍ଧରେ ବିଷ ଓଗାଳିବା ଏବେ ବି ଜାରି ରହିଛି । ପ୍ରଥମେ ବିବାଦୀୟ ଟିପ୍ପଣୀକୁ ନେଇ ନିଲମ୍ବିତ ହୋଇସାରିଥିବା ମନ୍ତ୍ରୀ ମାରିୟମ ଶିଉନା ଏବେ ଭାରତୀୟ ତ୍ରିରଙ୍ଗାକୁ ଅପମାନ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ ଆମେରିକାରେ ର୍ୟାଲି, ସାମ୍ନାକୁ ଆସିଲା ଫଟୋ
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ କେବଳ ଦେଶ ଭିତରେ ନୁହେଁ ଦେଶ ବାହାରେ ବି ର୍ୟାଲିର ଆୟୋଜନ କରାଯାଉଛି । ଏହି ର୍ୟାଲିର ଚିତ୍ର ଏବେ ସାମ୍ନାକୁ ଆସିଛି । ଲୋକସଭା ନିର୍ବାଚନ ତାରିଖ ଘୋଷଣା…
ମୋଜାମ୍ବିକ୍ ଉପକୂଳରେ ବଡ଼ ଦୁର୍ଘଟଣା: ମାଛଧରା ଡଙ୍ଗା ବୁଡ଼ିଯିବାରୁ ୯୧ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ମୋଜାମ୍ବିକର ଉତ୍ତର ଉପକୂଳରେ ଲୋକ ଭର୍ତ୍ତି ଏକ ଡଙ୍ଗା ବୁଡ଼ିଯିବାରୁ ୯୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଅଧିକାରୀ କହିଛନ୍ତି ଯେ, ପ୍ରାୟ ୧୩୦ ଜଣ ଲୋକଙ୍କୁ ନେଇ ମାଛଧରା ଡଙ୍ଗା ନାମପୁଲା ଅଞ୍ଚଳ ନିକଟ…
ମାର୍କ ଜୁକରବର୍ଗ ଓ ଏଲନ ମସ୍କଙ୍କ ଭିତରେ ଅଧିକ ଧନୀ କିଏ? ଜାଣନ୍ତୁ, ରିପୋର୍ଟ
ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ୍ ମସ୍କଙ୍କୁ ପଛରେ ପକାଇ ଫେସ୍ବୁକ୍ର ମୂଳ କମ୍ପାନି ମେଟାର ପ୍ରତିଷ୍ଠାତା ମାର୍କ ଜୁକ୍କରବର୍ଗ ବିଶ୍ୱର ତୃତୀୟ ବୃହତ୍ ଧନୀ ବ୍ୟକ୍ତି ପାଲଟିଛନ୍ତି । ୨୦୨୦ ପରେ ପ୍ରଥମ ଥର ପାଇଁ…
୨୦ ବର୍ଷୀୟ ଛାତ୍ରଙ୍କୁ ହେଲା ‘ପ୍ୟାର କୀ ବିମାରୀ’: ସବୁ ଝିଅଙ୍କୁ ଭାବିଦେଲା ଗାର୍ଲଫ୍ରେଣ୍ଡ, ‘ଲଭ୍ ଡିଜଅର୍ଡର’କୁ ନେଇ କ’ଣ କହୁଛନ୍ତି…
ନୂଆଦିଲ୍ଲୀ: ‘ପ୍ରେମ’, ‘ଲଭ’ ଏହି ଶବ୍ଦଗୁଡ଼ିକ ସମସ୍ତ ଯୁବକ, ଯୁବତୀଙ୍କ ମନ ଓ ହୃଦୟରେ ନିମିଷକ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି କରିଦେଇଥାଏ । ପ୍ରେମ ଶାଶ୍ୱତ ଓ ଚିରନ୍ତନ ବୋଲି ସମସ୍ତେ କୁହନ୍ତି । ମାତ୍ର ପ୍ରେମର ସଂଜ୍ଞା…