CHARIDHAM
Browsing Category

ବିଦେଶ

(Video) ବିଦେଶରେ ଦେଶପ୍ରେମର ଝଲକ; ଆବୁଧାବିରେ ବନ୍ଦେ ମାତରମ୍ ଗାନ କଲେ ୩୫,୦୦୦ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ମଙ୍ଗଳବାର ଆବୁଧାବିର ଜାଏଦ ସ୍ପୋର୍ଟସ ଷ୍ଟାଡିୟମରେ 'ଅହଲାନ ମୋଦି' କାର୍ଯ୍ୟକ୍ରମରେ ଦେଶପ୍ରେମ ଦେଖିବାକୁ ମିଳିଲା। ୩୫,୦୦୦ରୁ ଅଧିକ ଭାରତୀୟ ଏକାଠି ହୋଇ ଗାନ କଲେ ବନ୍ଦେ ମାତରମ୍ ସଙ୍ଗୀତ।  ସୋସିଆଲ…

ୟୁଏଇରେ ମନ୍ଦିର ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ; କହିଲେ ଏହା ସମ୍ପର୍କର ଶକ୍ତିକୁ ଦର୍ଶାଉଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁଏଇରେ ପହଞ୍ଚିଛନ୍ତି। ଆବୁଧାବିରେ ସେ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ୍ଙ୍କୁ ଭେଟିଥିଲେ। ଏହି ସମୟରେ ଦୁଇ ନେତା ୟୁପିଆଇ ରୂପେ କାର୍ଡ…

ମୁସଲମାନ ବହୁଳ ରାଷ୍ଟ୍ରରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବେ ମୋଦୀ: ଜାଣନ୍ତୁ, ମନ୍ଦିରର ବିଶେଷତା

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟସ୍ (UAE) ଭଳି ଏକ ମୁସଲମାନ ବହୁଳ ରାଷ୍ଟ୍ରରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି। ଆଉ ବିଶେଷକରି ବିଦେଶ ମାଟିରେ ଭାରତର ପ୍ରଧାନମନ୍ତ୍ରୀଙ୍କ…

UAE ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ ମୁଁ ନିଜ ଭାଇଙ୍କୁ ଭେଟିବାକୁ ବେଶ୍ ଉତ୍ସୁକ ରହିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଯୁକ୍ତ ଆରବ ଏମିରେଟସ୍ (UAE) କୁ ଦୁଇ ଦିବସୀୟ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି…

ଏହା କ’ଣ ସତ ହେବ? ଆଲୋକ ପ୍ରଦୂଷଣ କାରଣରୁ ଆଗାମୀ ୨୦ ବର୍ଷ ମଧ୍ୟରେ ଆକାଶରୁ ତାରା ଅଦୃଶ୍ୟ ହୋଇଯିବେ ବୋଲି ଚେତାବନୀ ଦେଇଥିଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ମଣିଷ ବିଜ୍ଞାନ କ୍ଷେତ୍ରରେ ଆଗକୁ ବଢ଼ୁଥିବା ବେଳେ ଏହାର ଭୟଙ୍କର କୁପ୍ରଭାବ ମଧ୍ୟ ରହିଛି । ଗୋଟିଏ ପଟେ ମଣିଷ ବିକାଶ ଲାଭ କରୁଥିବା ବେଳେ ଅନ୍ୟପଟେ ପ୍ରକୃତିକୁ ନଷ୍ଟ କରିଚାଲିଛି । ତେଣୁ ଏହାର ଭୟଙ୍କର…

(Video) ଦେଖନ୍ତୁ ପର୍ଣ୍ଣ ଷ୍ଟାର ଜନି ସିନ୍ସଙ୍କ ସହ ମିଶି କ’ଣ କଲେ ରଣବୀର ସିଂ?

ନୂଆଦିଲ୍ଲୀ: ଏକାଠି ହୋଇଛନ୍ତି ରଣବୀର ସିଂ ଏବଂ ପର୍ଣ୍ଣ ଷ୍ଟାର ଜନି ସିନ୍ସ। ତେବେ ଏହା ପୁରୁଷମାନଙ୍କ ଯୌନ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା ପାଇଁ ଏକ ବିଜ୍ଞାପନ ଲାଗି ମିଶି କାମ କରୁଛନ୍ତି  । 'ଶାଶୁ ବୋହୂ'…

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଖେଳିବେନି କେଏଲ ରାହୁଲ, ସୁଯୋଗ ପାଇଲେ ଏହି ବ୍ୟାଟ୍ସମ୍ୟାନ

ରାଜକୋଟ: ଭାରତୀୟ କ୍ରିକେଟ୍ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଫିଟ୍ ନେସ୍ ସମସ୍ୟା କାରଣରୁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ରୁ ବାଦ୍ ପଡ଼ିଛନ୍ତି । ଏହି ଟେଷ୍ଟ ମ୍ୟାଚ୍ ଫେବ୍ରୁଆରି ୧୫ରୁ ଖେଳାଯିବ । ତାଙ୍କ…

(Video) ଯୁବତୀଙ୍କୁ ବ୍ରିଜରୁ ଏପରି ଠେଲି ଦେଲା ସାଙ୍ଗ, ୬୦ ଫୁଟ ତଳେ ଥିବା ନଦୀରେ ଯାଇ ପଡିଲେ, ଦେଖନ୍ତୁ ଭୟଙ୍କର ଭିଡିଓ

ନୂଆଦିଲ୍ଲୀ: ସାଙ୍ଗ ସାଥୀରେ ମଜାମସ୍ତି ସବୁବେଳେ ଚାଲିଥାଏ । ବେଳେ ବେଳେ ଲୋକମାନେ ମଜାକ ନାମରେ ପ୍ରାଙ୍କ ମଧ୍ୟ କରିଥାଆନ୍ତି । ହେଲେ ଯେତେବେଳେ ସାଙ୍ଗ ବିପଦରେ ପଡେ ସେତେବେଳେ ଅନ୍ୟ ଜଣେ ସାଙ୍ଗ ତାଙ୍କୁ ସାହାଯ୍ୟ…

ମ୍ୟାଁମାର ସରକାରଙ୍କ ନିଷ୍ପତ୍ତି; ସେନାରେ ଯୁବ ଗୋଷ୍ଠୀ ଚାକିରି କରିବା ବାଧ୍ୟତାମୂଳକ

ୟାଙ୍ଗନ୍‌: ମ୍ୟାଁମାରରେ କ୍ଷମତାସୀନ ଜୁନ୍ତା(ସାମରିକ) ସରକାର ଦେଶର ସମସ୍ତ ଯୁବକ ଯୁବତୀଙ୍କୁ ସେନାରେ ଭର୍ତ୍ତି ହେବା ପାଇଁ ବାଧ୍ୟତାମୂଳକ ନିୟମ ପ୍ରଣୟନ କରିଛନ୍ତି । ବର୍ତ୍ତମାନ ମ୍ୟାଁମାର ଦକ୍ଷିଣାଞ୍ଚଳରେ ଗଣତନ୍ତ୍ର…

ପାକିସ୍ତାନୀମାନେ ବେଲୁନ୍ ବଦଳରେ କଣ୍ଡୋମ ବ୍ୟବହାର କରି ପାଳିଲେ ଉତ୍ସବ, ଦେଖନ୍ତୁ Video

ନୂଆଦିଲ୍ଲୀ: ପାକିସ୍ତାନରେ ସାଧାରଣ ନିର୍ବାଚନ ସମାପ୍ତ ହେବା ପରେ ସାରା ଦେଶରେ ଉତ୍ସବ ମଧ୍ୟ ପାଳନ ହେଉଛି । ଆର୍ôଥକ ସଙ୍କଟ ଏବଂ ଦୁଃଖ ଦେଇ ଗତି କରୁଥିବା ପାକିସ୍ତାନରେ ନିର୍ବାଚନ ଉତ୍ସବର ଏକ ଭିଡିଓ ଭାଇରାଲ ହେବାରେ…