Browsing Category
ବିଦେଶ
ନିଜ ଦେଶ ଛାଡି ଚୀନ କାହିଁକି ଯାଉଛନ୍ତି ଜାପାନୀ ବୈଜ୍ଞାନିକ ? ଜାଣନ୍ତୁ କାରଣ
ଟୋକିଓ : ଜାପାନରେ ଏପରି ଭାବରେ ବୈଜ୍ଞାନିକ ଏବଂ ଗବେଷକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଯେ, ସେମାନେ ଏବେ ଚୀନର ବିଶ୍ୱବିଦ୍ୟାଳୟ ଏବଂ ଲାବୋରେଟୋରୀରେଚାକିରି କରିବାକୁ ଯୋଗ ଦେଉଛନ୍ତି। ପୂର୍ବରୁ ଚାଇନାରେ କେବଳ ଚୀନ…
ଜ୍ୟାକ ଡୋର୍ସିଙ୍କ ବିସ୍ଫୋରକ ବୟାନ: କଥା ନ ମାନିଲେ ଟ୍ୱିଟରକୁ ବନ୍ଦ କରିଦେବାକୁ ଧମକ ଦେଇଥିଲେ ଭାରତ ସରକାର, ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ଗତ ୨୦୨୧ ମସିହା ନଭେମ୍ବର ମାସରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ସିଇଓ ପଦରୁ ଜ୍ୟାକ ଡୋର୍ସି ଇସ୍ତଫା ଦେଇଥିଲେ । ତେବେ ଏହା ମଧ୍ୟରେ ପାଖାପାଖି ଦେଢ଼ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଗଲାଣି ।…
କ’ଣ ଦୁନିଆରେ ଶେଷ ହେବାକୁ ଯାଉଛି ଦୟା, ଅନ୍ୟମାନଙ୍କ ପ୍ରତି ସମ୍ମାନ ଏବଂ ସଚ୍ଚୋଟତା ଭଳି ଗୁଣ ? ଜାଣନ୍ତୁ Research Report
ନୂଆଦିଲ୍ଲୀ : ଆଜି ସମଗ୍ର ବିଶ୍ୱରେ ସାଧାରଣ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛନ୍ତି ଯେ, ମଣିଷମାନଙ୍କ ମଧ୍ୟରେ ଦୟା, ଅନ୍ୟମାନଙ୍କ ପ୍ରତି ସମ୍ମାନର ଭାବନା, ସଚ୍ଚୋଟତା ଇତ୍ୟାଦି ଗୁଣ ମାନବରେ ଲୋପ ପାଇବାକୁ ଯାଉଛି।।…
ମଣିଷକୁ ମଣିଷ କାମୁଡ଼ିଲେ ବି ମୃତ୍ୟୁ ହୋଇପାରେ: ଘା’, କଟା ଅଂଶ, ରକ୍ତ ଦେଇ ଚର୍ମରେ ପ୍ରବେଶ କରୁଛି ମାଂସଭକ୍ଷୀ ବ୍ୟାକ୍ଟେରିଆ, ଡାକ୍ତର ବି…
ନୂଆଦିଲ୍ଲୀ: ଅନେକ ସମୟରେ କିଛି ବ୍ୟକ୍ତି ଗଣ୍ଡଗୋଳ ସମୟରେ ଅନ୍ୟ ଜଣଙ୍କୁ କାମୁଡ଼ି ଦେଇଥାନ୍ତି । ତେବେ ଏପରି ଏକ କାରଣ ପାଇଁ ଜଣେ ବ୍ୟକ୍ତିଙ୍କୁ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି । ଡାକ୍ତରଙ୍କ ପରାମର୍ଶ…
ଚୀନ୍ରେ ଶେଷ ଭାରତୀୟ ସାମ୍ବାଦିକଙ୍କୁ ଦେଶ ଛାଡିବାକୁ ନିର୍ଦେଶ, ଜାଣନ୍ତୁ ସି ଜିନପିଙ୍ଗ ଗଣମାଧ୍ୟମକୁ ଭୟ କରୁଛନ୍ତି ନା ଅନ୍ୟ କିଛି?
ନୂଆଦିଲ୍ଲୀ: ଚୀନ୍ରେ ଥିବା ଶେଷ ଭାରତୀୟ ସାମ୍ବାଦିକଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଚଳିତ ମାସରେ ଦେଶ ଛାଡିବାକୁ ଚୀନ୍ କର୍ତ୍ତୃପକ୍ଷ ପ୍ରେସ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ପିଟିଆଇ)…
ଜାମ୍ମୁ କାଶ୍ମୀରରେ ପାକିସ୍ତାନର ନୂଆ ଷଡଯନ୍ତ୍ର: ଭାରତରେ ଅସ୍ତ୍ରଶସ୍ତ୍ର ସପ୍ଲାଏ କରିବା ପାଇଁ ମହିଳା ଏବଂ କିଶୋରମାନଙ୍କୁ କରୁଛି ବ୍ୟବହାର
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ସଂଗଠନ ଲଗାତାର ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଏବଂ ଶାନ୍ତି ଭଙ୍ଗ କରିବା ପାଇଁ ନୂଆ ଉପାୟ ଖୋଜୁଛନ୍ତି । ଏଥିପାଇଁ ପାକିସ୍ତାନୀ ସଂଗଠନ ଇଣ୍ଟର-ସର୍ଭିସେସ୍…
ପାକିସ୍ତାନରେ ପ୍ରବଳ ବର୍ଷା: ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି, ୧୦୦ରୁ ଅଧିକ ଲୋକ ଆହତ
ପେଶାଓ୍ବର : ପ୍ରବଳ ବର୍ଷା, ପ୍ରବଳ ପବନ ଏବଂ ଘଡଘଡି ହେବା କାରଣରୁ ପାକିସ୍ତାନର ଖାଇବର ପଖ୍ଟନଖୱା ଅଞ୍ଚଳରେ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ବନ୍ନୁ, ଦିଖାନ,…
ଚୀନରେ ଐତିହାସିକ ସ୍ତରକୁ ଖସିଲା ବିବାହ, ଦୋଷ ମୁଣ୍ଡାଇଲା କରୋନା
ନୂଆଦିଲ୍ଲୀ: ଚୀନ୍ରେ ବିବାହ ପ୍ରତିଶତ ୨୦୨୨ ମସିହାରେ ଏକ ରେକର୍ଡ ନିମ୍ନ ସ୍ତରକୁ ଖସି ଆସିଛି । ଏକ ସ୍ଥାନୀୟ ନ୍ୟୁଜ୍ ଆଉଟଲେଟ୍ ୟିକାଇର ସୂଚନା ନେଇ ରଏଟର୍ସ ଏହି ରିପୋର୍ଟ କରଛି । ବିଗତ ଏକ ଦଶନ୍ଧି ମଧ୍ୟରେ ତଥ୍ୟ…
୧୪ ବର୍ଷର ପିଲାକୁ ନେଇ ବିଶ୍ୱରେ ଚର୍ଚ୍ଚା: SpaceX କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଚାକିରି କରିବ ଛୋଟ ବାଳକ
ନୂଆଦିଲ୍ଲୀ: ସାଧାରଣ ଭାବେ ଯୁକ୍ତଦୁଇ ପାସ କରିବା ପରେ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରି ଡିଗ୍ରୀରେ ଆଡମିଶନ ନେଇଥାନ୍ତି । ବି.ଟେକ ସମାପ୍ତ ହେବା ପାଇଁ ୪ ବର୍ଷ ସମୟ ଲାଗିଥାଏ । ଅନେକ ପିଲା ଦଶମ ପାସ୍ କରିବା ପରେ…
ସୋମାଲିଆ ରାଜଧାନୀରେ ଆତଙ୍କବାଦୀ ଆକ୍ରମଣ, ୯ ମୃତ, ୨୦ ଆହତ, ଏହି ସଂଗଠନ ନିଜକୁ କରୁଛି ଦାୟୀ
ମୋଗାଦିଶୁ : ସୋମାଲିଆର ରାଜଧାନୀ ମୋଗାଦିଶୁରେ ଶୁକ୍ରବାର ଦିନ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ସମୁଦ୍ର କୂଳ ହୋଟେଲରେ ଇସଲାମବାଦୀ ଅଲ-ଶବାବ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ ହୋଇଛି। ଏଥିରେ ୯ ଜଣ ସାଧାରଣ…