Browsing Category

ବିଦେଶ

ବୈଜ୍ଞାନିକଙ୍କ ୬୦ ବର୍ଷର ସଂଘର୍ଷର ଅନ୍ତ: ବିଶ୍ୱର ପ୍ରଥମ RSV ଭ୍ୟାକ୍ସିନକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦୀର୍ଘ ବର୍ଷର ଅନବରତ ପ୍ରୟାସ ପରେ ଶେଷରେ ବୈଜ୍ଞାନିକମାନେ ପାଇଛନ୍ତି ବଡ଼ ସଫଳତା । ପାଖାପାଖି ୬୦ ବର୍ଷ ପରେ ରେସପିରେଟୋରି ସିନସିଟିଆଲ ଭାଇରସ (ଆରଏସଭି) ଭ୍ୟାକ୍ସିନକୁ ମଞ୍ଜୁରୀ ମିଳିଛି । ଆମେରିକାର ଫୁଡ୍…

ବିବାହ ନ କରି ସାଙ୍ଗ ହୋଇ ରହିଲେ ୩୫ ବର୍ଷ, ଏବେ ୬୦ ବର୍ଷରେ କରିବାକୁ ଯାଉଛନ୍ତି ବିବାହ

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବୟଷ୍କ ବ୍ୟକ୍ତିଙ୍କ ଲଭ ଷ୍ଟୋରୀ ଭାଇରାଲ ହେବାରେ ଲାଗିଛି । ୩୫ ବର୍ଷ ସାଙ୍ଗ ହୋଇ ରହିବା ପରେ ଏବେ ୬୦ ବର୍ଷରେ ବିବାହ କରିବାକୁ ଯାଉଛନ୍ତି । ତାଙ୍କ କହିବା ଅନୁସାରେ ବୟସ…

ଦୁନିଆରେ ପ୍ରଥମ ଥର ପାଇଁ ଡାକ୍ତରମାନେ କଲେ ଚମତ୍କାର, ମାତୃ ଗର୍ଭରେ ଥିବା ଶିଶୁର ହେଲା ମସ୍ତିଷ୍କ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ସଫଳ ହେଲା ବିରଳ ଅପରେସନ, ବିଶ୍ୱରେ ପ୍ରଥମ ଥର ପାଇଁ ଡାକ୍ତରଙ୍କ ଏକ ଟିମ୍ ମାତୃ ଗର୍ଭରେ ବଢୁଥିବା ଶିଶୁର ମସ୍ତିଷ୍କ ଅସ୍ତ୍ରୋପଚାର କରିଛନ୍ତି। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ଏଭଳି ଅପରେସନ ପ୍ରଥମ ଥର…

SCO meeting: ଭାରତରେ ପହଞ୍ଚିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜାରଦାରୀ, କହିଲେ-ଗଠନମୂଳକ ଆଲୋଚନା ପାଇଁ ପ୍ରସ୍ତୁତ

ଗୋଆ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଗୁରୁବାର ଆସି ଭାରତରେ ପହଞ୍ଚିଛନ୍ତି । ଗୋଆରେ ୪ ଏବଂ ୫ ମେରେ ହେବାକୁ ଥିବା ସାଂଘାଇ କର୍ପୋରେସନ୍ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାଗ…

ଋଷ-ୟୁକ୍ରେନ ଯୁଦ୍ଧ ; କ୍ରେମଲିନ୍ ଉପରେ ଆକ୍ରମଣ ପରେ ରକ୍ତ ମୁଖା ରଷିଆ, ୨୪ଟି ଡ୍ରୋନ୍ ଆକ୍ରମଣରେ ୨୧ ମୃତ

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ବିପଜ୍ଜନକ ରୂପ ନେଉଛି। କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ ପରେ ଏବେ ରକ୍ତମୁଖା ହୋଇଛି ରଷିଆ । ରୁଷ ସେନା ପ୍ରତିଶୋଧ ପରାୟଣ ହୋଇ ସାରା ରାତି ୟୁକ୍ରେନ୍ ଉପରେ ଗୁଳି ବର୍ଷା…

ଆଶ୍ଚର୍ଯ୍ୟଜନକ ଘଟଣା: ଡ୍ରଗସ୍ ଓଭରଡୋଜ୍ କାରଣରୁ ୧୬ ମାସର ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡ୍ରଗସ ମଣିଷ ପାଇଁ ଏକ ଭୟଙ୍କର ବିମାରୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଡ୍ରଗସ ଓ ଆଲକହଲ କାରଣରୁ ଗତ ୨୦୨୧ରେ ଭାରତରେ ୧୦ ହଜାର ଲୋକ ଆତ୍ମହତ୍ୟା କରିଥିବା ରିପୋର୍ଟରୁ ଜଣାପଡ଼ିଛି ।…

ବର୍ଷା ଜଳ ବି ସୁରକ୍ଷିତ ନୁହେଁ? ଆକାଶର ବାଦଲରେ ଲୁଚିଛନ୍ତି ହଜାର ହଜାର ମେଡିସିନ୍ ପ୍ରତିରୋଧୀ ବ୍ୟାକ୍ଟେରିଆ, ରିସର୍ଚ୍ଚରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ବର୍ଷା ସମୟରେ ଆକାଶରୁ ତଳକୁ ଖସୁଥିବା ଜଳ ବୁନ୍ଦା ଆମକୁ ଶାନ୍ତି ପ୍ରଦାନ କରିବା ସହ ଆମେ ଏହାକୁ ଶୁଭ ମନେକରିଥାଉ । ତେବେ ବର୍ଷା ଜଳକୁ ନେଇ ନିକଟରେ ବୈଜ୍ଞାନିକମାନେ ଏକ ବଡ଼ ଖୁଲାସା କରିଛନ୍ତି । ବର୍ଷା…

ବିଶ୍ୱ ବ୍ୟାଙ୍କର ନୂଆ ସଭାପତି ହେଲେ ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କର ନୂତନ ସଭାପତି ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା। ଅଜୟ ବାଙ୍ଗାଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ମନୋନୀତ କରିଥିଲେ। ବିଶ୍ୱ ବ୍ୟାଙ୍କର…

Video: ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ କଲା ୟୁକ୍ରେନ: ଗମ୍ଭୀର ଅଭିଯୋଗ ଲଗାଇଲା ଋଷିଆ

ନୂଆଦିଲ୍ଲୀ: ଋଷ ଆଜି ଅଭିଯୋଗ କରିଛି ଯେ, ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ କରିଛି । ଋଷ ଦାବି କରିଛି ଯେ, ୟୁକ୍ରେନ୍ ଦ୍ୱାରା ଲଞ୍ଚ କରାଯାଇଥିବା ଦୁଇଟି ଡ୍ରୋନ୍ ଖସାଇ ଦିଆଯାଇଛି। ଋଷ…

ମାଛ ଧରିବାକୁ ଯାଇ ନିଖୋଜ ଥିଲେ ବ୍ୟକ୍ତି, ଦୁଇଟି କୁମ୍ଭୀର ପେଟରୁ ବାହାରିଲା ଖଣ୍ଡବିଖଣ୍ଡିତ ମୃତଦେହ

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ମାଛ ଧରିବାକୁ ଯାଇ ନିଖୋଜ ଥିଲେ । ଯେତେ କୋଜା ଖୋଜି କଲେ ମଧ୍ୟ କୌଣସି ପତ୍ତା ମିଳିଲାନାହିଁ । କିନ୍ତୁ ହଠାତ୍ ଦିନେ ତାଙ୍କର ପତ୍ତା ମିଳିଲା । ଦୁଇଟି କୁମ୍ଭୀର ପେଟରୁ ତାଙ୍କ ଖଣ୍ଡ…