Browsing Category
ବିଦେଶ
ପିଲାମାନେ ଅପରାଧ କଲେ ମା’-ବାପାଙ୍କୁ ମିଳିବ ସଜ୍ଜା, ଆରାମ କରିବା ଓ ଖେଳିବା ପାଇଁ ଦିଆଯିବ ସମୟ; ଜାରି ହେବାକୁ ଯାଉଛି ନୁତନ ନିୟମ
ନୂଆଦିଲ୍ଲୀ: ଚୀନ ବର୍ତ୍ତମାନ ଏପରି ଏକ ଆଇନ ତିଆରି କରିବା ପାଇଁ ଯୋଜନା କରୁଛି । ତାହା ହେଉଛି ଯେଉଁ ପିଲାମାନେ ଖରାପ ବ୍ୟବହାର ସହିତ ଅପରାଧରେ ସଂଶ୍ଲିଷ୍ଟ ରହିବେ ସେମାନଙ୍କ ମା'-ବାପାଙ୍କୁ ମଧ୍ୟ ସଜ୍ଜା ଦିଆଯିବା ନେଇ…
ଭାରତୀୟ ଟିକାକୁ ମିଳିବ WHO ଅନୁମତି
ନୂଆଦିଲ୍ଲୀ:କୋଭାକ୍ସିନକୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନ୍ୟତା । ଏନେଇ ୨୬ ଅକ୍ଟୋବରରେ ବସିବ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଠକ । ଭାରତ ବାୟୋଟେକର ଟୀକା କୋଭାକ୍ସିନକୁ ଜରୁରୀକାଳୀନ…
କେବଳ ବେଡରେ ଶୋଇବାର ଚାକିରି, ଯେଉଁଥିପାଇଁ କମ୍ପାନୀ ଦେବ ୨୫ ଲକ୍ଷର ଦରମା!
ନୂଆଦିଲ୍ଲୀ: ଆଜିକାଲି ଲୋକମାନେ କାମ କରି କରି ଥକି ପଡୁଛନ୍ତି, କିନ୍ତୁ ବ୍ରିଟେନର ଏକ କମ୍ପାନୀ କେବଳ ବେଡରେ ଶୋଇବାକୁ ମାସକୁ ମୋଟା ଅଙ୍କର ଦରମା ଦେଉଛି । ଆପଣଙ୍କୁ ଏହା ଶୁଣି ବିଶ୍ୱାସ ନହେଲେ ବି କଥାଟି ସତ ।…
କେମିତି ଶୁଭୁଛି ସୂର୍ଯ୍ୟର ନିକଟତର ଗ୍ରହରୁ ଆସୁଥିବା ଶବ୍ଦ, ଶୁଣନ୍ତୁ
ନୂଆଦିଲ୍ଲୀ : ବୈଜ୍ଞାନିକଙ୍କ ଦ୍ୱାରା ମହାକାଶ ସମ୍ବନ୍ଧିତ ଅନେକ ଗବେଷଣା ଜାରି ରହିଛି । ସେ ମଙ୍ଗଳ ଗ୍ରହରେ ଜୀବନ ସନ୍ଧାନ ହେଉ କି ଚନ୍ଦ୍ରର ଗତିବିଧି ବୈଜ୍ଞାନିକ ଅହୋରାତ୍ର ନିଜର ଗବେଷଣା ଚଳାଇଛନ୍ତି । ଏବେ…
ଆଲର୍ଟ: ଫୋନରେ ପୂର୍ବରୁ ହିଁ ଇନଷ୍ଟଲ୍ ଥିବା ଆପ୍ ହୋଇପାରେ ଗୁପ୍ତଚର, ଜାଣନ୍ତୁ ଏହାଠାରୁ ବର୍ତ୍ତିବାର ତରିକା
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯେଉଁଭଳି ଭାବରେ ସ୍ମାର୍ଟଫୋନ୍ ବଜାର କାୟା ବିସ୍ତାର କରୁଛି, ଏହାର ରଙ୍ଗ-ରୁପ ତଥା ଫିଚର୍ ରେ ଅନେକ ପରିବର୍ତ୍ତନ ଆସୁଛି । ତେବେ ସ୍ମାର୍ଟଫୋନ୍ କିଣିବା ସମୟରେ କିଛି ଆପ୍ ପୁର୍ବରୁ ହିଁ…
ବାଂଲାଦେଶରେ ଥମୁନି ହିନ୍ଦୁ ବିରୋଧୀ ହିଂସା, ସାମାନ୍ୟ ଫେସବୁକ ପୋଷ୍ଟ ପାଇଁ ଜାଳିଦେଲେ ୨୦ଟି ଘର; ସ୍ଥିତି ଉଦ୍ବେଗଜନକ
ନୂଆଦିଲ୍ଲୀ: ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି । ହିନ୍ଦୁ ମାନଙ୍କ ମୁଖ୍ୟ ପୂଜା ଦୁର୍ଗା ମା'ଙ୍କର ପୁଜା ଅକ୍ଟୋବର ୧୩ ତାରିଖରୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ଧରୁନି । ବାଂଲାଦେଶର…
ସାଓମି, ଆପଲ୍ ଓ ସାମସଙ୍ଗ, ଜାଣନ୍ତୁ ନମ୍ବର-୧ରେ ରହିଛି କେଉଁ ସ୍ମାର୍ଟଫୋନ୍ କମ୍ପାନୀ
ନୂଆଦିଲ୍ଲୀ: ଗ୍ଲୋବାଲ୍ ସ୍ମାର୍ଟଫୋନ୍ ସିପମେଣ୍ଟ୍ କୁ ନେଇ ରିସର୍ଚ୍ଚ ଫର୍ମ କାନାଲିସ୍ (ଉବଦ୍ଭବକ୍ଷଚ୍ଚଗ୍ଦ)ର ଏକ ରିପୋର୍ଟରେ ସାଓମିକୁ ତୃତୀୟ ସ୍ଥାନ ମିଳିଛି । ଦ୍ୱିତୀୟରେ ରହିଛି ଆପଳ୍ ସ୍ମାର୍ଟଫୋନ୍ ଓ ପ୍ରଥମ…
ପାୱର କ୍ରାଇସିସ୍ ଭାଙ୍ଗିଲା ଚାଇନାର ମେରୁଦଣ୍ଡ, ତିନି ମାସ ମଧ୍ୟରେ ଖସିଲା ଅଭିବୃଦ୍ଧି ହାର
ନୂଆଦିଲ୍ଲୀ: ପାୱାର କ୍ରାଇସିସ୍, ସପ୍ଲାଇ ଚେନରେ ଦୁର୍ବଳତା, କରୋନାର ନୂଆ ଲହର କାରଣରୁ ଚାଇନାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଫଳରେ ଜୁଲାଇ-ସେପ୍ଟେମ୍ବର ତିନିମାସ ମଧ୍ୟରେ ଡ୍ରାଗନର ଇକୋନୋମିକ୍ ଗ୍ରୋଥ୍ ରେଟ୍…
ହାଇତିରେ ୧୭ ଆମେରିକୀୟ ମିଶନାରୀଙ୍କୁ ଅପହରଣ
ନୂଆଦିଲ୍ଲୀ: ହାଇତିର ରାଜଧାନୀ ପୋର୍ଟ-ଅ-ପ୍ରିନ୍ସରେ ଶନିବାର ୧୭ ଜଣ ଆମେରିକୀୟ ଖ୍ରୀଷ୍ଟିଆନ ମିଶନାରୀ ଏବଂ ସେମାନଙ୍କ ପରିବାରକୁ କୌଣସି ଗ୍ୟାଙ୍ଗ ମେମ୍ବର ଅପହରଣ କରି ନେଇଥିବା ନେଇ ଆମେରିକା ଗଣମାଧ୍ୟମରେ ଖବର ପ୍ରକାଶ…
ବାଂଲାଦେଶରେ ଇସ୍କନ ମନ୍ଦିରରେ ହିନ୍ଦୁ ଭକ୍ତଙ୍କୁ ପିଟିପିଟି ମାରିଦେଲେ, ସାମନାକୁ ଆସିଲା ଭିଡିଓ
ଢ଼ାକା: ବାଂଲାଦେଶରେ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ହମଲା ଜାରି ରହିଛି । ଶୁକ୍ରବାର ଦିନ ନୋଆଖାଲୀ ଅଞ୍ଚଳରେ ଥିବା ଇସ୍କନ ମନ୍ଦିର ଉପରେ ବିରୋଧୀ ମାନେ ଆକ୍ରମଣ କରିଥିଲେ । ମନ୍ଦିରରେ ଅନେକ ଭଙ୍ଗାରୁଜା କରିବା ସହିତ ମା'…