Browsing Category

ବିଦେଶ

କଲମ୍ବିଆରୁ ମିଳିଲା ‘ମ୍ୟୁ’ ଭାରିଆଣ୍ଟ୍, ଡେଲଟା ଠାରୁ ବି ଅଧିକ ସଂକ୍ରାମକ: ହୁ’

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରକୋପ ଦେଢ଼ ବର୍ଷ ହେଲା ଲୋକଙ୍କୁ ହନ୍ତସନ୍ତ କରିସାରିଲାଣି । ଏହାର ବୃଦ୍ଧିପାଉଥିବା ପ୍ରଭାବକୁ ଦୃଷ୍ଟିରେ ରଖି ଟିକାକରଣ ପ୍ରକିୟାକୁ ଜୋରଦାର୍ କରାଯାଇଛି । ଏହାପରେ ବି ଏହି ଭୁତାଣୁର…

ଆସନ୍ତାକାଲି ତାଲିବାନ ଘୋଷଣା କରିବ ନୂତନ ସରକାର, ଜାଣନ୍ତୁ କିଏ ହେବ ସୁପ୍ରିମ୍ ଲିଡର୍

କାବୁଲ: ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଶୁକ୍ରବାର ଦିନ ନିଜର ନୂତନ ସରକାରର ଘୋଷଣା କରିବ ତାଲିବାନ । ଶୁକ୍ରବାର ଦିନ ନମାଜ ପରେ ନୂଆ ସରକାରର ଘୋଷଣା କରିବା ତାଲିବାନ । ଅଗଷ୍ଟ ୧୫ ତାରିଖରେ ରାଜଧାନୀ କାବୁଲ ଉପରେ…

ବାରୁଦରେ ଭର୍ତ୍ତି କଲେ ଷ୍ଟାଡିୟମ୍, ଶେଷଯାଏଁ ତାଲିବାନିଙ୍କ ସହିତ ଲଢ଼ିବା ମୁଡରେ ପଞ୍ଜଶୀର୍,; ସାମନାକୁ ଆସିଲା ଭିଡିଓ

କାବୁଲ: ଆଫଗାନିସ୍ତାନରେ କେବଳ ପଞ୍ଜଶୀରକୁ ଛାଡ଼ି ବାକି ସବୁ ସ୍ଥାନ ଏବେ ତାଲିବାନିଙ୍କ କବଜାରେ ରହିଛି । ତେଣୁ ଏବେ ତାଲିବାନି ମାନେ କଳେବଳେ କୌଶଳରେ ପଞ୍ଜଶୀର ଉପରେ କବଜା କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।…

ଆତଙ୍କବାଦୀଙ୍କ ବନ୍ଧୁକ ମୁନରେ ୭୩ ଛାତ୍ରଛାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ଆତଙ୍କ ପ୍ରପୀଡ଼ିତ ନାଇଜେରିଅରାରେ ପୁନର୍ବାର ଏକ ଆତଙ୍କୀ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଦେଶର ଉତ୍ତର ପଶ୍ଚିମ ପ୍ରାନ୍ତର ଏକ ସ୍କୁଲ ଉପରେ ଆତଙ୍କୀ ମାନେ ଆକ୍ରମଣ କରିବା ସହିତ ୭୩ ଜଣ ଛାତ୍ରଛାତ୍ରୀଙ୍କୁ…

ଉଡ଼ୁଥିବା ଡ୍ରୋନକୁ ଖାଇଗଲା କୁମ୍ଭୀର, ମୁହଁରୁ ବାହାରିଲା ଭୀଷଣ ଧୁଆଁ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ କରିବା ପରି ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଗୋଟିଏ କୁମ୍ଭୀର ଉଡ଼ୁଥିବା ଡ୍ରୋନ୍ କୁ ଖାଇଗଲା । ସେ ଡ୍ରୋନ୍ କୁ କୌଣସି ,ଏକ ଉଡ଼ୁଥିବା ଜୀବ ବୋଲି ଭାବି ଗିଳିଦେଇଛି ।…

ଖାଇବା ପାଇଁ ବିକଳ ହେଉଛନ୍ତି ୫୦% ଶିଶୁ, ଆଫଗାନିସ୍ତାନରେ ମିଳୁନି ଖାଦ୍ୟ: ଜାତିସଂଘର ଚେତାବନୀ

କାବୁଲ: ଆଫଗାନିସ୍ତାନରେ ତାଲିବାନ ମାନେ ନିଜର ଶାସନ ଆରମ୍ଭ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଅନ୍ୟପଟେ ଦେଶରେ ବର୍ତ୍ତମାନ ଖାଦ୍ୟ ସଙ୍କଟ ଦେଖାଦେଇଛି । ଏହା ମଧ୍ୟରେ ଜାତିସଂଘ ଚେତାବନୀ ଦେଇଛନ୍ତି ଯେ,…

ସ୍ପେସରେ କିପରି ଧୁଅନ୍ତି ଚୁଟି, ଅନ୍ତରିକ୍ଷ ଯାତ୍ରୀ ଜାରି କଲେ ଭିଡିଓ

ନୂଆଦିଲ୍ଲୀ: ଅନ୍ତରିକ୍ଷକୁ ନେଇ ଲୋକମାନଙ୍କ ମନରେ ଅନେକ କୋଳାହଳ ଜାରି ରହିଥାଏ । ସେଠାକାର ଜୀବନ ଶୈଳୀ ଓ ସେଠାକାର ବିଭିନ୍ନ ଘଟଣା ସମ୍ପର୍କରେ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ସ୍ପେସ୍ କୁ ଯାଉଥିବା ଯାତ୍ରୀ…

ହଳାହଳ ବିଷ ହେବ କରୋନା ପାଇଁ ମୃତ୍ୟୁ ସଞ୍ଜିବନୀ

ନୂଆଦିଲ୍ଲୀ: ହଳାହଳ ବିଷ ହେବ କରୋନା ପାଇଁ ସଞ୍ଜିବନୀ । ଶୁଣିବାକୁ ଅଜବ ଓ ଅବାସ୍ତବ ଲାଗୁଥିଲେ ହେଁ ଏହା ସତ । କରୋନା ପାଇଁ ବ୍ୟବହୃତ ହେଉଥିବା ଟିକା ଶତ ପ୍ରତିଶତ ସଫଳ ହୋଇନଥିବା ବେଳେ ପ୍ରଥମ ଥର ପାଇଁ କରୋନା…

କଣ୍ଢେଇ ନିଅ, କେମିତି ରେପ୍ କଲ ଲାଇଭ ଦେଖାଅ: ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏପରି କହିଲେ ଟିଭି ଆଙ୍କର

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଘଟଣା ଏପରି ଘଟିଯାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରିଦିଏ । ଭୁଲବଶତଃ ଲୋକ ମାନେ ଏପରି କିଛି କାମ କରିବସନ୍ତି ଯାହା ସେମାନଙ୍କୁ ସମାଲୋଚନାର ଶିକାର କରାଇଥାଏ । ତେବେ ଏଭଳି ଏକ ଘଟଣା ଆଫ୍ରିକୀ…

୨୦ ବର୍ଷ ପରେ ବି ହାତ ଖାଲି; ଆମେରିକାରପୁତିନଙ୍କ କଟାକ୍ଷ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଆମେରିକାକୁ କଟାକ୍ଷ କରିଛନ୍ତି । ପୁତିନ କହିଛନ୍ତି ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନକୁ କବଜାରେ ରଖିବା ପରେ…