Browsing Category

ବିଦେଶ

World Health Organizationରେ ହେବାକୁ ଯାଉଛି ବଡ଼ ଧରଣର ଛଟେଇ , ପ୍ରଥମେ ପଡ଼ିବ ବରିଷ୍ଠ କର୍ମଚାରୀଙ୍କ ପାଳି

ସ୍ୱିଜରଲ୍ୟାଣ୍ଡ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରେ ହେବାକୁ ଯାଉଛି ବଡ଼ ଧରଣର ଛଟେଇ । ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି ସଙ୍ଗଠନର ମୁଖ୍ୟ । ଏହାପଛର ମୁଖ୍ୟ କାରଣ ହେଉଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ମାତ୍ର ୭୨ ମିନିଟରେ ଶେଷ ହେବେ ୫୦୦ କୋଟି ଲୋକ, ବର୍ତ୍ତିଯିବେ ଏହି ଦୁଇ ଦେଶ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…

ୱାଶିଂଟନ,୨୨ା୪: ଯଦି ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପରିସ୍ଥିତି ସୃଷ୍ଟି ହୁଏ ବ। ପରମାଣୁ ଯୁଦ୍ଧ ହୁଏ, ତେବେ ମାତ୍ର ୭୨ ମିନିଟରେ ୫୦୦ କୋଟି ଲୋକ ପ୍ରାଣ ହରାଇବେ। ପରମାଣୁ ଯୁଦ୍ଧର ପ୍ରଭାବ କେବଳ ବିସ୍ଫୋରଣ ପର୍ଯ୍ୟନ୍ତ…

(Video) ମଝି ଆକାଶରୁ ମୋଦିଙ୍କ ବିମାନକୁ ପାଛୋଟି ଆଣିଲା ସାଉଦୀ ଫାଇଟର ଜେଟ୍; ‘ଏ ବତନ’ ଗୀତ ଗାଇଲେ ସାଉଦୀ ସିଙ୍ଗର

ଜେଦାହ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଉଦୀ ଆରବରେ ପହଞ୍ଚିଛନ୍ତି । କ୍ରାଉନ ପ୍ରିନ୍ସ ସଲମାନଙ୍କ ନିମନ୍ତ୍ରଣ କ୍ରମେ ମୋଦି ୨ ଦିନିଆ ସାଉଦୀ ଆରବ ଗସ୍ତରେ ଅଛନ୍ତି । ସାଉଦୀ ଗସ୍ତରେ ପ୍ରିନ୍ସଙ୍କ…

ଆମେରିକାର ଅର୍ଲାଣ୍ଡୋ ବିମାନବନ୍ଦରରେ ଡେଲ୍ଟା ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଗଲେ ୨୮୨ ଯାତ୍ରୀ

ନୂଆଦିଲ୍ଲୀ : ଆମେରିକାର ଅର୍ଲାଣ୍ଡୋ ଆନ୍ତର୍ଜାତୀୟ ବିମାନବନ୍ଦରରେ ଡେଲ୍ଟା ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି। ଅଟଲାଣ୍ଟା ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନ ରନୱେରେ ଗତି…

ଯୁବକ ବୟସରେ ଭାଙ୍ଗିଥିଲା ପୋପ୍ ଫ୍ରାନ୍ସିସ୍‌ଙ୍କ ହୃଦୟ, ଜୀବନର ମଣିଷକୁ ନପାଇ ହେଲେ ପାଦ୍ରୀ

ନୂଆଦିଲ୍ଲୀ: ୮୮ ବର୍ଷୀୟ ପୋପ୍ ଫ୍ରାନ୍ସିସ୍‌ଙ୍କ ଯୁବାବସ୍ଥାର ଏକ ଘଟଣା ବର୍ତ୍ତମାନ ଖବରରେ ଅଛି। ସେ ଜଣେ ପଡ଼ୋଶୀ ଝିଅକୁ ଭଲ ପାଉଥିଲେ କିନ୍ତୁ ଯେତେବେଳେ ତାଙ୍କର ହୃଦୟ ଭାଙ୍ଗିଥିଲା, ସେ ପ୍ରକୃତରେ ଜଣେ ପାଦ୍ରୀ ହୋଇଗଲେ…

ଆମେରିକା ପରେ ଚୀନ୍ ଉପରେ ଚାବୁକ୍ ଚଲାଇବ ଭାରତ, ଲଗାଇବାକୁ ଯାଉଛି ଏହି ଟାରିଫ୍

ବେଜିଂ/ନୂଆଦିଲ୍ଲୀ,୨୧ା୪: ଭାରତ ସରକାର ଖୁବ୍‌ଶୀଘ୍ର ଇସ୍ପାତ ଆମଦାନୀ ଉପରେ ୧୨% ର ଏକ ଅସ୍ଥାୟୀ ଟାରିଫ୍ ବା ଶୁଳ୍କ ଲାଗୁ କରିବାକୁ ଯାଉଛନ୍ତି।  ଏକ ରିପୋର୍ଟ ଅନୁଯାୟୀ, ଏହି ନିଷ୍ପତ୍ତି ଚୀନ୍ ଏବଂ ଅନ୍ୟାନ୍ୟ ଦେଶରୁ…

କିଏ ହେବେ ପରବର୍ତ୍ତୀ ପୋପ୍? ଚର୍ଚ୍ଚାରେ ଏହି 5 ଚେହେରା

ନୂଆଦିଲ୍ଲୀ: ୮୮ ବର୍ଷ ବୟସରେ ଖ୍ରୀଷ୍ଟିଆନମାନଙ୍କ ସର୍ବୋଚ୍ଚ ଧାର୍ମିକ ନେତା ପୋପ୍ ଫ୍ରାନ୍ସିସ୍ ଦୁନିଆକୁ ବିଦାୟ ଦେଇଛନ୍ତି । ଭାଟିକାନ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି । ପୋପ୍ ଫ୍ରାନ୍ସିସ୍ ୧୨ ବର୍ଷ ଧରି…

ପୋପ୍ ଫ୍ରାନ୍ସିସଙ୍କ ବିୟୋଗରେ ଭାବପ୍ରବଣ ହେଲେ ମୋଦୀ

ନୂଆଦିଲ୍ଲୀ,୨୧ା୪: ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପୋପ୍ ଫ୍ରାନ୍ସିସ୍‌ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ  ଭାବପ୍ରବଣ ହୋଇ…

ପ୍ରତିଦିନ ବିମାନରେ କଲେଜ ଯାଆନ୍ତି ଏହି ଛାତ୍ରୀ, ଦିନକୁ ଖର୍ଚ୍ଚ କରନ୍ତି ଏତିକି ଟଙ୍କା…

ଟୋକିଓ,୨୧ା୪: ସାଧାରଣତଃ ଆପଣ ବସ୍‌ ଲୋକାଲ ଟ୍ରେନ କିମ୍ବା ନିଜସ୍ୱ ଗାଡ଼ିରେ ଛାତ୍ରଛାତ୍ରୀଙ୍କୁ କଲେଜ ଯିବା ଆସିବାର ଦେଖିଥିବେ, କିନ୍ତୁ କେବେ କେହି ବିମାନରେ କଲେଜ ଯାଉଥିବାର ଶୁଣିଛନ୍ତି କି? ପ୍ରକୃତରେ, ଜାପାନର ୨୨…

ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ପ୍ରାନ୍ସିସ୍‌ଙ୍କ ପରଲୋକ, ୮୮ ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ: ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ପ୍ରାନ୍ସିସ୍‌ଙ୍କ ପରଲୋକ। ସୂଚନାନୁଯାୟୀ, ନିମୋନିଆ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ପ୍ରାୟ ୫ ସପ୍ତାହ ହେଲା ଚିକିତ୍ସାଧୀନ ଥିଲେ। ୮୮ ବର୍ଷରେ…