fbpx
Browsing Category

ବିଦେଶ

ଗୁଜବ ପରେ ଇରାନରେ ୫୦୦୦ ଲୋକ ପିଇଗଲେ ମଦ, ଚାଲିଗଲା ୭୨୮ ଜଣଙ୍କ ଜୀବନ

ଗୁଜବ ପ୍ରକାଶ ପରେ ହଜାର ହଜାର ଲୋକ ମଦ ପିଇ ମରିବା ଘଟଣାକୁ ଶେଷରେ ସ୍ୱୀକାର କରିଛନ୍ତି ଇରାନ୍ ସରକାର । ସୋସିଆଲ ମିଡିଆ ମାଧ୍ୟମରେ ଇରାନରେ ଏକ ଗୁଜବ ପ୍ରଚାର ହୋଇଥିଲା ଯେ, ଆଲକହଲ୍ ପିଇବା ଦ୍ୱାରା କରୋନା ହେବନାହିଁ ।…

ପ୍ରେମିକାକୁ ହତ୍ୟା କରି ଗୋଡ ଫ୍ରାଏ କରି ଖାଇବାକୁ ଯାଉଥିଲା ପ୍ରେମିକ !

ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର):ପ୍ରେମିକାକୁ ହତ୍ୟା କଲା ପ୍ରେମିକ । ହତ୍ୟା କରିବା ପରେ ତା ମୃତଦେହକୁ କାଟି ଖଣ୍ଡ ଖଣ୍ଡ କଲା । ପରେ ହାତ ଗୋଡ ସାଇତି ରଖି ବାକି ଦେହକୁ ଘରଠୁ କିଛି ଦୂରରେ ଥିବା ଏକ ବୁଦା ଭିତରେ…

ଲକ ଡାଉନରେ ଅଜବ ସଉକ ,ଡ୍ରେସ ଖୋଲ ତକିଆ ପିନ୍ଧ

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର):ଲକ ଡାଉନରେ ନିଜ ନିଜ ମଧ୍ୟରେ ସମ୍ପର୍କ ରଖିବାକୁ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ । ସୋସିଆଲ ମିଡିଆର ବ୍ୟପକତାକୁ ଦେଖି କରୋନା ସଚେତନାତା ପାଇଁ ଦିଆଯାଉଛି ଅନେକ ବର୍ତ୍ତା ।…

ପାକିସ୍ତାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର । ୧୪ ବର୍ଷର ହିନ୍ଦୁ ବାଳିକାକୁ ଅପହରଣ କରି ୪୦ ବର୍ଷର ମୁସଲମାନ ସହ ବାହାଘର

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର କିଛି ନୂଆ ନୁହେଁ । ଅନେକ ସମୟରେ ଭିନ୍ନ ଭିନ୍ନ ଖବର ଚର୍ଚ୍ଚା ର ବିଷୟ ପାଲଟେ । ଏବେ ଅତ୍ୟାଚାରର ଆଉ ଏକ କାହାଣୀ ଲୋକଲୋଚନ…

ଆଜି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୧ରେ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ସଂବୋଧିତ କରିବେ । ମାର୍ଚ୍ଚ ୩ ତାରିଖରେ ଲକ ଡାଉନ ଅବଧି…

କରୋନା ମୁକାବିଲା ପାଇଁ ଆମେରିକାକୁ ଭିକ ମାଗୁଛି ,ସେପଟେ ମିଶାଇଲ ଟେଷ୍ଟ କରୁଛି ପାକିସ୍ତାନ

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର):ସାରା ବିଶ୍ୱରେ କରୋନା ପାଇଁ ହାହାକାର । ଆର୍ଥିକ ମାନ୍ଦାବସ୍ଥା । କରୋନା ଟୀକା ପ୍ରସ୍ତୁତିରେ ଲାଗିଛନ୍ତି ପ୍ରାୟ ୭୦ ଦେଶର ଗବେଷକ । ଏଭଳି ସମୟରେ ମିଶାଇଲ ଟେଷ୍ଟ କରିଛି…

ଦେଶରେ ଅଢ଼େଇକୋଟି ମୋବାଇଲ ଫୋନ ପାଲଟିଛି ଖେଳନା ,ମେ ଶେଷ ସୁଦ୍ଧା ୪ କୋଟି ଲୋକଙ୍କ ପାଖରେ ନଥିବ ମୋବାଇଲ

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ଦେଶରେ ଲକ ଡାଉନ ପୂର୍ବରୁ ଥିଲେ ୮୫ କୋଟି ମୋବଇଲ ଉପଭୋକ୍ତା ।ଯେଉଁଥିରୁ ଏବେ ଅଢ଼େଇକୋଟି ମୋବାଇଲ ଫୋନ ଏବେ ଅଚଳ । ୧୦ ରୁ ୧୨ କୋଟି ଲୋକ ଅନଲାଇନ ରିଚାର୍ଜ ବିଷୟରେ ଜାଣିନଥିବାରୁ…

ଆଜି ପବିତ୍ର ଅକ୍ଷୟ ତୃତୀୟା,ଶ୍ରୀମନ୍ଦିର ଭିତରେ ହେବ ରଥକାଠ ଅନୁକୂଳ,ସମାଜିକ ଦୂରତା ରଖି ଅଖିମୁଠି ଅନୁକୂଳ

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର):ଅଜିପବିତ୍ର ଅକ୍ଷୟ ତୃତୀୟା । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହି ଦିନଠାରୁ ହିଁ ରଥପାଇଁ କାଠ ଅନୁକୂଳ କରାଯାଇଥାଏ । କିନ୍ତୁ ଏଥର କରୋନା କଟକଣା କୁ ନେଇ ଗଜପତି ମହାରାଜ,…