Browsing Category

ବିଦେଶ

ଦକ୍ଷିଣ କୋରିଆ ରାଷ୍ଟ୍ରପତି କାର୍ଯ୍ୟାଳୟରେ ପୋଲିସ ରେଡ୍‌, କିଛି ଦିନ ପୂର୍ବରୁ ଜାରି କରିଥିଲେ ମାର୍ଶାଲ ଲ

ନୂଆଦିଲ୍ଲୀ: ବୁଧବାର ଦକ୍ଷିଣ କୋରିଆ ପୋଲିସ ରାଷ୍ଟ୍ରପତି କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି । ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍‌(Yoon Suk Yeol)ଙ୍କ ବିରୋଧରେ ଚାଲିଥିବା ଅପରାଧିକ ତଦନ୍ତର ଏକ ଅଂଶ ଭାବେ…

2025କୁ ନେଇ ବଡ ଭବିଷ୍ୟବାଣୀ: ପୁଣି ଆସିବ ମହାମାରୀ, ଏହି ସ୍ଥାନରେ ବନ୍ୟା ରଚିବ ପ୍ରଳୟ

ନୂଆଦିଲ୍ଲୀ: ଷୋଡଶ ଶତାବ୍ଦୀର ଫରାସୀ ଜ୍ୟେତିର୍ବିଦ ତଥା ଭବିଷ୍ୟାକାର ନୋଷ୍ଟ୍ରାଡାମ ତାଙ୍କ ମୃତ୍ୟୁ ପୂର୍ବରୁ ଦେଇଥିବା ଭବିଷ୍ୟବାଣୀ ଲୋକଙ୍କୁ ସବୁବେଳେ ଆଶ୍ଚର୍ଯ୍ୟ କରିଥାଏ । ଯଦି ଦେଖିବା ନୋଷ୍ଟ୍ରାଡାମର ଅନେକ…

ସିରିଆ ଉପରେ ଘନଘନ ଆକ୍ରମଣ, ୭୫ ଭାରତୀୟଙ୍କୁ ଏୟାରଲିଫ୍ଟ କଲା ଭାରତ

ନୂଆଦିଲ୍ଲୀ: ସିରିଆ ଉପରେ ଘନଘନ ଆକ୍ରମଣ ଜାରି ରହିଛି । ସିରିଆକୁ କବଜା କରିବା ଏବଂ ରାଷ୍ଟ୍ରପତି ବଶିର ଅଲ ଅସଦଙ୍କୁ ଗାଦିଚ୍ୟୁତ କରିବା ପରେ ଏଠାରେ ବିଦ୍ରୋହୀ ସରକାର ଗଠନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।…

ବିଜ୍ଞାନର ଚମତ୍କାର ଭ୍ୟାକ୍ସିନ: ଏଣିକି ମଶା କାମୁଡ଼ିଲେ ମ୍ୟାଲେରିଆ ହେବା ବଦଳରେ ରୋଗରୁ ସୁରକ୍ଷା ମିଳିବ

ନୂଆଦିଲ୍ଲୀ: ମ୍ୟାଲେରିଆ କିପରି ବ୍ୟାପେ, ତାହା ଆମେ ସମସ୍ତେ ଜାଣିଛେ । ମଶା ଆମକୁ କାମୁଡ଼ିବା ଫଳରେ ଆମ ଶରୀରରେ ମ୍ୟାଲେରିଆ ରୋଗ ସଂକ୍ରମଣ ହୋଇଥାଏ । ତେବେ ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଯେଉଁ ମଶା…

ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ମହମ୍ମଦ ଅଲ ବଶିର୍

ନୂଆଦିଲ୍ଲୀ: ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ମହମ୍ମଦ ଅଲ ବଶିର । ବଶାର ଅଲ-ଅସଦଙ୍କୁ କ୍ଷମତାଚ୍ୟୁତ କରୁଥିବା ବିଦ୍ରୋହୀ ଗୋଷ୍ଠୀକୁ ସାହାଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହମ୍ମଦ ଅଲ-ବଶିରଙ୍କୁ…

ଅମ୍ପାୟାରଙ୍କୁ ଗାଳି ଗୁଲଜ କରି ଫସିଲେ ଖେଳାଳି, ଏବେ ଆଇସିସି ଲଗାଇଲା ବଡ଼ ଜରିମାନା

ନୂଆଦିଲ୍ଲୀ: ଆଇସିସି ନିୟମ ଉଲ୍ଲଂଘନ କରିଥିବାରୁ ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ଅଲଜାରି ଜୋସେଫ୍ ଙ୍କୁ ମ୍ୟାଚ୍ ଫି'ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଏହି ମାମଲା ୱେଷ୍ଟଇଣ୍ଡିଜ୍ ବନାମ ବାଂଲାଦେଶ ପ୍ରଥମ ଦିନିକିଆ ସହ…

ଦୁବାଇ ବୁଲିବାକୁ ପ୍ଲାନ କରିଥିଲେ ହୋଇଯାଆନ୍ତୁ ସାବଧାନ, ପରିବର୍ତ୍ତନ ହେଉଛି ଭାରତୀୟଙ୍କ ଟୁରିଷ୍ଟ ଭିସା

ନୂଆଦିଲ୍ଲୀ: ୟୁଏଇ ପର୍ଯ୍ୟଟକଙ୍କ ପାଇଁ ନିଜ ଭିସା ନିୟମରେ ବଡ଼ ପରିବର୍ତ୍ତନ କରିଛି। ଭିସା ନିୟମରେ ହୋଇଥିବା ପରିବର୍ତ୍ତନରେ ଭାରତୀୟ ପର୍ଯ୍ୟଟକଙ୍କ ଭିସା ଆବେଦନରେ ସମସଙ୍କୁ ସାମ୍ନା କରିବାକୁ ପଡୁଛି। ବର୍ତ୍ତମାନ ଦୁବାଇ…

Criminalଙ୍କ ମାନସିକତା ଜାଣିବାକୁ Criminology ଛାତ୍ର କଲା ଏମିତି କାଣ୍ଡ କି, ଜାଣିଲେ ଘୁରିଯିବ ମଥା

ନୂଆଦିଲ୍ଲୀ- ମଣିଷର ଜିଜ୍ଞାସା ଅନେକ ସମୟରେ ଏମିତି ପ୍ରଖର ହୁଏ କି କିଛି ବି କରିବାକୁ ପଛେଇ ନ ଥାଏ । ଅନେକ ସମୟରେ ଏହି ଉକ୍ରଣ୍ଠା ମଣିଷକୁ ଅନନ୍ୟ କରିଦିଏ ତ ପୁଣି କେତେବେଳେ ଘଟାଏ ଲୋମଟାଙ୍କୁରା ଅପରାଧ । ଯେମିତି…

ବାଂଲାଦେଶୀ ହିନ୍ଦୁମାନଙ୍କ ପାଇଁ ମୁସଲମାନମାନେ କଲେ ପ୍ରାର୍ଥନା, ମସଜିଦରେ ଚଢାଇଲେ ‘ଚାଦର’

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଆକ୍ରମଣକୁ ନେଇ ମୁସଲମାନମାନେ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି, ଦୁଆ ମାଗିଛନ୍ତି ଏବଂ ଚାଦର ଚଢାଇଛନ୍ତି। ଉତ୍ତରାଖଣ୍ଡ ୱାକ୍‌ଫର ଅଧ୍ୟକ୍ଷ…

ଆଉ ରହିବନି ଗାଧୁଆ ଟେନସନ! ବାହାରିଲା Human Washing Machine, 20 ମିନିଟ ବସିଲେ ସଫା ହୋଇଯିବ ଶରୀର

ନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶ ଜାପାନ ଏକ ନୂତନ ସଫଳତା ହାସଲ କରିଛି  । ଜାପାନ ଏପରି ଏକ ୱାଶିଂ ମେସିନ୍ ତିଆରି କରିଛି, ଯାହା ଜଣେ ବ୍ୟକ୍ତିଙ୍କୁ 15 ରୁ 20 ମିନିଟରେ ଧୋଇପାରିବ । ଆଉ…