Browsing Category
ବିଦେଶ
ବିଜୁଳି-ଅଟା ଦର ସବସିଡି ସତ୍ତ୍ୱେ ପାକିସ୍ତାନ ଅଧିକୃତ କଶ୍ମୀରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ; ୩ ମୃତ
ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରରେ ବିଜୁଳି ଓ ଅଟା ଦରରେ ସରକାରୀ ସବସିଡି ସତ୍ତ୍ୱେ ମୁଜାଫରାବାଦରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ…
OpenAI ଲଞ୍ଚ କଲା ନୂଆ AI ମଡେଲ ‘GPT-4o’: ମଣିଷ ପରି କଥାବାର୍ତ୍ତା କରିପାରିବ ଏହି ମଡେଲ
ନୂଆଦିଲ୍ଲୀ: ଚାଟଜିପିଟିର ସଫଳତାର ପରେ ଓପନଏଆଇ ଏକ ନୂଆ ମଡେଲ ‘ଜିଟିପି-୪୦’ ଲଞ୍ଚ କରିଛି । ଏଠାରେ ‘ଓ’ର ଅର୍ଥ ହେଉଛି ‘ଓମନୀ’ । ମଣିଷ ଓ କମ୍ପ୍ୟୁଟର ମଧ୍ୟରେ ଯୋଗାଯୋଗ ସ୍ଥାପନ କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ ବୋଲି…
ବିଶ୍ୱର କେଉଁ ଦେଶର ଝିଅମାନେ ବେଶୀ ସୁନ୍ଦରୀ: ୧୭ଟି ଦେଶକୁ ନେଇ ପ୍ରସ୍ତୁତ ହେଲା ଏକ ସ୍ୱତନ୍ତ୍ର ରିପୋର୍ଟ
ନୂଆଦିଲ୍ଲୀ: ଈଶ୍ୱରଙ୍କ ଏ ବିଶାଳକାୟ ସୃଷ୍ଟିରେ ଅନେକ ସୁନ୍ଦର ସୁନ୍ଦର ଜିନିଷ ଭରପୂର ହୋଇ ରହିଛି । ତେବେ ମଣିଷଙ୍କ କଥା ଯଦି କହିବା ତେବେ ସର୍ବଦା ଆଖି ଆଗକୁ ଚାଲିଆସେ ମହିଳାଙ୍କ ସୌନ୍ଦର୍ଯ୍ୟ । ସୃଷ୍ଟିକର୍ତ୍ତା…
POK ର ଜନତାଙ୍କ ହାତରେ ତ୍ରିରଙ୍ଗା, ଭାରତ ସହ ମିଶିବା ପାଇଁ ଦାବୀ ଜୋରଦାର
ନୂଆଦିଲ୍ଲୀ: ପାକିସ୍ତାନ କବ୍ଜାରେ ଥିବା ଜାମ୍ମୁ କାଶ୍ମୀର(POK)ରେ ଲୋକମାନେ ନିଜ ନିଜର ଅଧିକାରକୁ ନେଇ ଆନ୍ଦୋଳନ ଜାରି ରଖିଛନ୍ତି । POKର ନାଗରିକ ପାକିସ୍ତାନ ପୋଲିସ ଓ ପାକିସ୍ତାନ ପ୍ରଶାସନର କ୍ରୁରତା ବିରୁଦ୍ଧରେ…
‘ଆମେରିକା ଇତିହାସରେ ଏତେ ବଡ ମୁର୍ଖ ମୁଁ ଦେଖି ନ ଥିଲି’, ପୂର୍ବତନ ରାଷ୍ଟ୍ରପତି ବର୍ତ୍ତମାନର ରାଷ୍ଟ୍ରପତିଙ୍କୁ କଲେ ଏପରି ଆକ୍ଷେପ
ୱାଶିଂଟନ୍:ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଜୋ ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପରସ୍ପରକୁ ଆକ୍ରମଣ ଓ ପ୍ରତିଆକ୍ରମଣ ଥମିବାର ନାଁ ଧରୁନାହିଁ । ପର୍ଣ୍ଣ ଷ୍ଟାର ସହ ଅବୈଧ ସଂପର୍କକୁ ନେଇ କୋର୍ଟରେ…
ସୂର୍ଯ୍ୟରେ ଘଟିଲା ୨ଟି ବିସ୍ଫୋରଣ: ନାଲି ହୋଇଗଲା ଆକାଶ, NASA ଜାରି କଲା ଏହି ଆଶ୍ଚର୍ଯ୍ୟଜନକ ଫଟୋ
ନୂଆଦିଲ୍ଲୀ: ମହାକାଶ ଏପରି ଏକ ରହସ୍ୟମୟୀ ଦୁନିଆ ଯାହା ବିଷୟରେ ଯେତେ ଜାଣିଲେ ସୁଦ୍ଧା କମ ଲାଗିଥାଏ । ତେବେ ଏହାରି ମଧ୍ୟରେ ନାସା ଶୁକ୍ରବାର ଦିନ ଆଉ ଏକ ଫଟୋ ଜାରି କରିଛି, ଯାହା ବିଷୟରେ ଅପଣ ଜାଣି ଆଶ୍ଚର୍ଯ୍ୟ…
ଜରୁରୀକାଳୀନ ଆବଶ୍ୟକତା ପାଇଁ ଖୋଲା ରହିବ ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ, ହେଲ୍ପଲାଇନ ନମ୍ବର ଜାରି
ନୂଆଦିଲ୍ଲୀ: ନ୍ୟୁୟର୍କର ଭାରତୀୟ କନସୁଲେଟ୍ ଜରୁରୀକାଳୀନ ଆବଶ୍ୟକତା ପାଇଁ ଛୁଟିଦିନରେ ମଧ୍ୟ ଖୋଲା ରହିବାକୁ ଘୋଷଣା କରିଛି । ୧୦ ମଇରୁ ଛୁଟିଦିନରେ ଏହା ଅପରାହ୍ନ ୨ ଟାରୁ ୪ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏକ ହେଲ୍ପଲାଇନ…
ଆଫଗାନିସ୍ତାନରେ ଅଚାନକ୍ ଆସିଥିବା ଭୟଙ୍କର ବନ୍ୟାରେ ସବୁକିଛି ଧ୍ୱଂସ: ଗୋଟିଏ ରାତିରେ ଅତି କମରେ ୨୦୦ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅଚାନକ୍ ଆସିଥିବା ଭୟଙ୍କର ବନ୍ୟାରେ ହଜାର ହଜାର ଜୀବନ ଯାଇଛି । କେବଳ ଗୋଟିଏ ଅଞ୍ଚଳରେ ଏହି ବନ୍ୟାରେ ଅତି କମରେ ୨୦୦ ଜଣଙ୍କର ମୃତ୍ୟୁ ଘଟିଛି । ବନ୍ୟା ଜଳ ହଜାର ହଜାର ଘର ନଷ୍ଟ କରିଦେଇଛି…
କିଏ ହେବ ଇରାନର ସୁପ୍ରିମ ଲିଡର, ପରବର୍ତ୍ତୀ ଉତ୍ତରାଧିକାରୀକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା
ଓଡିଶା ଭାସ୍କର: ଇରାନର ସବୁଠାରୁ ବଡ ଓ ଶକ୍ତିଶାଳୀ ହେଉଛି ‘ସୁପ୍ରିମ ଲିଡର’ ପଦବୀ । ବର୍ତ୍ତମାନ ଇରାନ ସୁପ୍ରିମ ଲିଡର ଅୟତୁଲ୍ଲା ଅଲ୍ଲି ଖାମିନେଇଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିିବା ପରେ ପରବର୍ତ୍ତୀ ଉତ୍ତରାଧିକାରୀ କିଏ…
କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ଖୁସି ପ୍ରକାଶ କଲା ପାକିସ୍ତାନ; ଜାଣନ୍ତୁ କ’ଣ କହିଲେ ଏହି ନେତା
ନୂଆଦିଲ୍ଲୀ: ମଦ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ନେଇ ଆଜି କେବଳ ଭାରତରେ ନୁହେଁ ବିଦେଶରେ ବି ଚର୍ଚ୍ଚା ହେଉଛି । ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଶୁକ୍ରବାର…