fbpx
Browsing Category

ବିଦେଶ

ଅକ୍ଟୋବର ୧୮ ପର୍ଯ୍ୟନ୍ତ ଇସ୍ରାଏଲକୁ ସମସ୍ତ ବିମାନ ଚଳାଚଳ ସ୍ଥଗିତ; Air India

ନୂଆଦିଲ୍ଲୀ: ଶନିବାର ଇସ୍ରାଏଲ ଉପରେ ହୋଇଥିବା ହମାସ ଆତଙ୍କବାଦୀ ସଂଗଠନର ଆକ୍ରମଣ ଏବଂ ଏହାର ଜବାବରେ ଇସ୍ରାଏଲର ଯୁଦ୍ଧ ଘୋଷଣାକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହି ଆକ୍ରମଣରେ ବର୍ତ୍ତମାନ ଅନେକ ଜଣଙ୍କ…

୨୦୫୦ ପୂର୍ବରୁ ବିକଶିତ ଦେଶଗୁଡ଼ିକୁ ‘କାର୍ବନ ମୁକ୍ତ’ କରିବାକୁ ପ୍ରୋତ୍ସାହିତ କରିବ ଭାରତ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ୨୦୫୦ ସୁଦ୍ଧା ବିକଶିତ ଦେଶଗୁଡ଼ିକୁ କାର୍ବନ ମୁକ୍ତ ହେବା ପାଇଁ ପ୍ରୋତ୍ସାହିତ କରିବାକୁ ଚାହୁଁଛି ଭାରତ । ଆବଶ୍ୟକତା ପାଇଁ ଜୀବାଶ୍ମ ଇନ୍ଧନ ବ୍ୟବହାର କରିବାକୁ ଅଧିକ ସମୟ ଦେବ ବୋଲି…

ବିଭିନ୍ନ ଟେକ୍ କମ୍ପାନୀରେ ଜାରି ରହିଛି ଛଟେଇ ପ୍ରକ୍ରିୟା, ଗତ ୨ ବର୍ଷ ମଧ୍ୟରେ ପ୍ରତିଦିନ ୫୫୫ ଜଣ ଓ ପ୍ରତି ଘଣ୍ଟାରେ ୨୩ ଜଣ ଚାକିରି…

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଟେକ୍‌ନିକାଲ କମ୍ପାନୀ (ଷ୍ଟାର୍ଟଅପ୍ ସହିତ) ଗତ ୨ ବର୍ଷ ମଧ୍ୟରେ ୪ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିସାରିଲେଣି । ଏହି ଏକା ସମୟ ମଧ୍ୟରେ ଭାରତର ୧୧୦ ଷ୍ଟାର୍ଟଅପ୍‌ରେ ୩୦,୦୦୦ରୁ…

ଇସ୍ରାଏଲ ଯୁଦ୍ଧର କଭରେଜ କରୁଥିବା ବେଳେ ସାମ୍ବାଦିକଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ , ମିସାଇଲ ଆଟାକରେ ୬ ସାଥି ଗୁରୁତର

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ହାମାସକୁ ହଟାଇବା ପାଇଁ ଇସ୍ରାଏଲ୍ ଲଗାତାର ଭାବରେ ଗାଜା ପଟ୍ଟୀ ଏବଂ ଲେବାନନ୍ ଉପରେ ଆକ୍ରମଣ କରୁଛି। ଏହି ସମୟରେ ଯୁଦ୍ଧକୁ କଭରେଜ…

ଅବତରଣ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ପାଇଲଟ ଗୁରୁତର

ନୂଆଦିଲ୍ଲୀ: ଶନିବାର ଦିନ ନେପାଳରେ ଏକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଯେଉଁଥିରେ ପାଇଲଟ ଗୁରୁତର ଆହତ ହୋଇଛନ୍ତି। କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁଯାୟୀ, ମନଙ୍ଗ ଏୟାରର ଏହି ହେଲିକପ୍ଟରଟି ସୋଲୁଖମ୍ବୁ…

ଇସ୍ରାଏଲ୍ ଆକ୍ରମଣରେ ହମାସର ବାୟୁସେନା ମୁଖ୍ୟ ମୃତ, ଗତ ସପ୍ତାହରେ ନରସଂହାର ସମୟରେ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେବାରେ ଥିଲା ବଡ ଭୂମିକା

ନୂଆଦିଲ୍ଲୀ: ହମାସ ପକ୍ଷରୁ ପ୍ରଥମ ଆକ୍ରମଣ ପରେ ଇସ୍ରାଏଲ ଲଗାତର ଗାଜାପଟ୍ଟୀ ଉପରେ ଆକ୍ରମଣ କରିଆସିଛି । ଗତ ରାତିରେ ମଧ୍ୟ ଗାଜା ଉପରେ ଇସ୍ରାଏଲ୍ ପକ୍ଷରୁ ଜୋରଦାର ବମ୍ ମାଡ କରାଯାଇଛି । ଏହି ଆକ୍ରମଣରେ ହମାସର ଜଣେ…

(video)ନିଜର ସକରାତ୍ମକ ଛବି ଉପସ୍ଥାପନ କରିବାକୁ ହମାସ ଜାରି କଲା ଏକ ଭିନ୍ନ ଭିଡିଓ, ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ: ଇସ୍ରାଏଲ ପକ୍ଷରୁ ଜାରି ଯୁଦ୍ଧ ମଧ୍ୟରେ ହମାସ ଏକ ଏପରି ଭିଡିଓ ଜାରି କରିଛି ଯାହା ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଆତଙ୍କବାଦୀ ଗୋଷ୍ଠୀଙ୍କ କିଛି…

(Video) ବାଥରୁମରେ ଲୁଚିଥିଲେ ଲୋକେ, ହମାସ ଆତଙ୍କବାଦୀମାନେ ବାହାରୁ ଚଳାଇଲେ ଗୁଳି, ଦେଖନ୍ତୁ ଭୟଙ୍କର ଭିଡିଓ

ନୂଆଦିଲ୍ଲୀ: ଇସ୍ରାଏଲ-ହାମାସ ଯୁଦ୍ଧକୁ ଆଠ ଦିନ ବିତିଗଲାଣି। ଅକ୍ଟୋବରରେ ୭ ତାରିଖରେ ଆତଙ୍କବାଦୀ ସଂଗଠନ ହାମାସ ଇସ୍ରାଏଲର ସୀମାରେ ପ୍ରବେଶ କରି ଏକ ହତ୍ୟାକାଣ୍ଡ ଘଟାଇଥିଲା। ଏହି ସମୟ ମଧ୍ୟରେ ସେମାନେ ପିଲା, ବୃଦ୍ଧ…

ଇସ୍ରାଏଲର ବିସ୍ଫୋରଣରେ ଗାଜାର ୭୦ଜଣଙ୍କର ମୃତ୍ୟୁ, ସହର ଛାଡିବା ବେଳେ ଏୟାର ଷ୍ଟ୍ରାଇକର ହେଲେ ଶିକାର

ନୂଆଦିଲ୍ଲୀ: ଇତ୍ସାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧକୁ ଆଠଦିନ ବିତିଗଲାଣି । ଏହାରି ମଧ୍ୟରେ ହମାସ ପକ୍ଷରୁ ଲେବନାନରୁ ପଠାଯାଇଥିବା ଦୁଇଟି ଡ୍ରୋନକୁ ଇସ୍ରାଏଲ ବାୟୁସେନା ପରାସ୍ତ କରିଛି । ଇସ୍ରାଏଲ ସେନା ଗ୍ରାଉଣ୍ଡ ଅପରେସନ…

ପୋଷ୍ୟ ସନ୍ତାନ ଗ୍ରହଣ କରି ଦୁଇ ଅନାଥ ପିଲାଙ୍କୁ ବାପା ମାଆର ପରିଚୟ ଦେଲେ ସ୍ପେନ୍ ଦମ୍ପତ୍ତି

ଓଡିଶା ଭାସ୍କର; ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କରି ଦୁଇ ଅନାଥ ପିଲାଙ୍କୁ ବାପା ମାଆର ପରିଚୟ ଦେଲେ ସ୍ପେନ୍ ଦମ୍ପତ୍ତି । ନୂଆ ବାପା-ମାଆଙ୍କୁ ପାଇ ସ୍ପେନ୍ ଯାଇଛନ୍ତି ୮ ବର୍ଷ ଓ ୬ ବର୍ଷର ଦୁଇ ଅନାଥ ଭଉଣୀ । ଗଜପତି…