fbpx
Browsing Category

ବିଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ୍ସରେ ଇଜରାଇଲ ରାଷ୍ଟ୍ରଦୂତ ଦେଲେ ବୟାନ, କହିଲେ ଏହି ସମର୍ଥନ ପାଇଁ ଧନ୍ୟବାଦ

ନୂଆଦିଲ୍ଲୀ : ପାଲେଷ୍ଟାଇନର ଗାଜା ଷ୍ଟ୍ରିପରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଗୋଷ୍ଠୀ 'ହାମାସ' 7 ଅକ୍ଟୋବର ସକାଳେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଲୋକ ହାମାସ…

(video)ସୀମା ଟପିଛି ହମାସର ବର୍ବରତା, ଆଖି ସାମ୍ନାରେ ଝିଅକୁ ହତ୍ୟା କରି ଏକ ଦମ୍ପତିକୁ ଅନ୍ୟ ୨ ସନ୍ତାନ ସହିତ ରଖିଲେ ବନ୍ଧକ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ ଛାତି ଥରାଇଦେବା ଭଳି ବିଭିନ୍ନ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା…

ହେବାକୁ ଯାଉଛି କି ତୃତୀୟ ବିଶ୍ୱଯୁଦ୍ଧ ! ୪୫୦ ବର୍ଷ ତଳେ ନିଜ ପୁସ୍ତକରେ ଏହିପରି ଭୟଙ୍କର ଭବିଷ୍ୟବାଣୀ କରିଥିଲେ ନୋଷ୍ଟ୍ରାଡାମସ

ନୂଆଦିଲ୍ଲୀ: ଇସ୍ରାଏଲ ପକ୍ଷରୁ ଯୁଦ୍ଧ ଘୋଷଣା ପରେ ନୋଷ୍ଟ୍ରାଡାମସଙ୍କ ଏକ ଭବିଷ୍ୟବାଣୀକୁ ନେଇ ଏବେ ଆଲୋଚନା ହେଉଛି । ଫ୍ରାନ୍ସର ଏହି ଦାର୍ଶନିକ ୪୫୦ ବର୍ଷ ତଳେ ନିଜ ପୁସ୍ତକରେ ଭବିଷ୍ୟବାଣୀ କରିଥିଲେ ଯେ, ୨୦୨୩ରେ ତୃତୀୟ…

ଇସ୍ରାଏଲକୁ ସୁରକ୍ଷା ଦେଇ ପାରିଲାନି ‘Iron Dome’: ବାୟୁସୀମାର ଅଭେଦ୍ୟ ଦୁର୍ଗକୁ କେମିତି ଭେଦ କଲା ହମାସ

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଫିଲିସ୍ତୀନ ଆତଙ୍କୀ ସଂଗଠନ ‘ହମାସ’ର ଭୟଙ୍କର ଆକ୍ରମଣକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହି ଆତଙ୍କୀ ସଂଗଠନର ଇସ୍ରାଏଲକୁ ଘେରିବାକୁ ପୂର୍ବରୁ ବାରମ୍ବାର ପ୍ରୟାସ କରି…

ଗାଜାରେ ଇହୁଦୀ ଶିଶୁକୁ ଅପହରଣ କରି ଦିଆଯାଉଛି ନିର୍ଯାତନା, ସାମ୍ନାକୁ ଆସିଲା ଭିଡିଓ

ନୂୂଆଦିଲ୍ଲୀ: ଇସ୍ରାଏଲ୍ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଲାଗିଛି ଭୟାବହ ଯୁଦ୍ଧ । ଏହି ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହାରି ମଧ୍ୟରେ ଆତଙ୍କୀ ସଂଗଠନ ହମାସର ବର୍ବର ଆଚରଣକୁ ନେଇ…

(video)ହମାସ୍ ଲାଗି କାଳ ସାଜିଛି ଇସ୍ରାଏଲ୍ ଏୟାରଫୋର୍ସ, ଆତଙ୍କବାଦୀଙ୍କ ଉପରେ ଖୋଜି ଖୋଜି କରୁଛି ବମ୍ ବର୍ଷା

ନୂୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ହମାସ୍ ପକ୍ଷରୁ ଶନିବାର ଇସ୍ରାଏଲ୍ ଉପରେ ରକେଟ୍ ମାଡ କରାଯିବା ପରେ ଏବେ ଇସ୍ରାଏଲ୍ ବାୟୁସେନା ଖୋଜି ଖୋଜି ହମାସର ସମସ୍ତ ଯୁଦ୍ଧ ଆଡ୍ଡାକୁ ନଷ୍ଟ କରିବାରେ ଲାଗିଛି ଓ ସମସ୍ତଙ୍କୁ…

ବିଶ୍ୱର ଶକ୍ତିଶାଳୀ ଡିଫେନ୍ସ ସିଷ୍ଟମ ଫେଲ୍ ମାରିଲା କାହିଁକି: ‘ହମାସ’ ଷଡ଼ଯନ୍ତ୍ରର ସମ୍ୟକ ସୂଚନା ପାଇ ନଥିଲା ଇସ୍ରାଏଲ, କେଉଁଠି ରହିଥିଲା…

ନୂଆଦିଲ୍ଲୀ: ଇସ୍ରାଏଲ ଏକ ଛୋଟ ଦେଶ ହୋଇଥିଲେ ହେଁ ତା’ର ଡିଫେନ୍ସ ସିଷ୍ଟମ ବିଷୟରେ ସାରା ବିଶ୍ୱ ଅବଗତ ଅଛି । ଇସ୍ରାଏଲକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ମଧ୍ୟରେ ସାମିଲ କରାଯାଇଥାଏ । ଇସ୍ରାଏଲ ନିକଟରେ ପାରା ଆଇରନ…

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ମୃତ୍ୟୁସଂଖ୍ୟା ପାର କଲା ୨ହଜାର

କାବୁଲ: ଶନିବାର ଦିନ ପଶ୍ଚିମ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୁତ ହୋଇଛି । ଏହି ଭୁମିକମ୍ପର ତୀବ୍ରତା ୬.୩ ରହିଥିଲା । ଏହି ଶକ୍ତିଶାଳୀ ଭୁମିକମ୍ପରେ ଗତକାଲି ୩୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି…

ଇସ୍ରାଏଲରୁ ଆସିଲା ହମାସ ଆତଙ୍କବାଦୀଙ୍କ ବର୍ବରତାର ଚିତ୍ର , ମହିଳାଙ୍କ ଶବ ସହ କଲେ ଏପରି ଆଚରଣ ଯେ ସାରା ବିଶ୍ୱ ସ୍ତବ୍ଧ

ନୂଆଦିଲ୍ଲୀ:  ଶନିବାର ଇସ୍ରାଏଲ ଉପରେ ହୋଇଥିବା ହମାସ ଆତଙ୍କବାଦୀ ସଂଗଠନର ଆକ୍ରମଣ ଏବଂ ଏହାର ଜବାବରେ ଇସ୍ରାଏଲର ଯୁଦ୍ଧ ଘୋଷଣାକୁ ନେଇ ସାରା ବିଶ୍ୱ ଏବେ ଚନ୍ତିତ । ଇସ୍ରାଏଲ ଓ ହମାସ ମଧ୍ୟରେ ଏହି ଯୁଦ୍ଧକୁ ଦେଢ ଦିନରୁ…

(Video) Live ଟିଭିରେ ସୂଚନା ଦେଉଥିଲେ ରିପୋର୍ଟର, ସେହି ସମୟରେ ବିଲ୍ଡିଂ ଉପରେ ବୋମା ପକାଇଲା ଇସ୍ରାଏଲ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି, ତେବେ ଯୁଦ୍ଧକ୍ଷେତ୍ରରୁ ଅନେକ ବିବ୍ରତ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଏଠାରେ ଏକ ଅଲ ଜଜିରା ସାମ୍ବାଦିକଙ୍କର ଏକ ଭିଡିଓ ସୋସିଆଲ…