fbpx
Browsing Category

ବିଦେଶ

ପୁଣି କୁକୁଡ଼ା ଓ ବତକଙ୍କୁ ବାର୍ଡ ଫ୍ଲୁ ରୋଗ; ପ୍ରତିରୋଧ ପାଇଁ ଟିକାକରଣ ଅଭିଯାନ ଆରମ୍ଭ

ଓଡିଶା ଭାସ୍କର: ପୁଣି କୁକୁଡ଼ା ଓ ବତକଙ୍କୁ ବାର୍ଡ ଫ୍ଲୁ ରୋଗ,ଏହାର ପ୍ରତିରୋଧ ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବା ଖବର ସାମ୍ନାକୁ ଆସିଛି । ସୋମବାର ଫ୍ରାନ୍ସରେ ବାର୍ଡ ଫ୍ଲୁ ପ୍ରତିରୋଧ ପାଇଁ ୟୁରୋପର ଏକମାତ୍ର…

ଶୁଷ୍କ ଜଳବାୟୁ ଓ ଉଚ୍ଚ ତାପମାତ୍ରା କାରଣରୁ ୭ ଦିନରେ ମରିଗଲେ ୧୦୦ରୁ ଉର୍ଦ୍ଧ୍ୱ ଡଲଫିନ୍‌, ଚିନ୍ତାରେ ପରିବେଶବିଦ୍‌

ନୂଆଦିଲ୍ଲୀ: ଆମାଜନ୍ ହେଉଛି ବିଶ୍ୱର ସବୁଠାରୁ ବୃହତ୍ତ ଜଳମାର୍ଗ । ସେଠାରେ ଏବେ ଜଳବାୟୁ ଶୁଷ୍କ ରହିଛି ଓ ତାପମାତ୍ରା ରେକର୍ଡ ଉଚ୍ଚ ସ୍ତରରେ ରହିଥିବାରୁ ନଦୀ ଜୀବଙ୍କ ଜୀବନଧାରଣ ଲାଗି ସମସ୍ୟା ସୃଷ୍ଟି ହୋଇଛି ।…

ଫ୍ରାନ୍ସର ରାଷ୍ଟ୍ରୀୟ ସମସ୍ୟା ପାଲଟି ଯାଇଛି ଏକ କୀଟପୋକ, ୨୦୨୪ ଅଲମ୍ପିକ୍ ପୂର୍ବରୁ ଦେଶରୁ ଏହାକୁ ନିପାତ କରିବା ନେଇ ଚିନ୍ତାରେ ସରକାର

ନୂଆଦିଲ୍ଲୀ: ୨୦୨୪ରେ ଫ୍ରାନ୍ସରେ ଆୟୋଜିତ ହେବାକୁ ଯାଉଛି ଅଲମ୍ପିକ ଗେମ୍ । କିନ୍ତୁ ଏହା ପୂର୍ବରୁ ଫ୍ରାନ୍ସ ସାମ୍ନାରେ ଏବେ ସମସ୍ୟାର ପାହାଡ ଛିଡା ହୋଇଛି । ଫ୍ରାନ୍ସ ଯେଉଁ ସମୟ ଓ ଅର୍ଥ ଏବେ ଅଲମ୍ପିକର ଆୟୋଜନ…

ମେଡିସିନ୍ ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ମେଡିସିନ ପାଇଁ କ୍ୟାଟଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ୨୦୨୩ ବର୍ଷ ପାଇଁ ନୋବେଲ ପୁରସ୍କାର ମିଳିବ । କୋଭିଡ ଭ୍ୟାକି୍ସନ କ୍ଷେତ୍ରରେ ଗବେଷଣା…

ଦବିବାରେ ଲାଗିଛି ବିଶ୍ୱର ସବୁଠାରୁ ଧନୀ ସହର ନ୍ୟୁୟର୍କ, ନାସା କହିଲା ୩ ଟି ବଡ କାରଣ

ନୂଆଦିଲ୍ଲୀ: ଏବେ ଲଗାତର ଦବିବାରେ ଲାଗିଛି ନ୍ୟୁୟର୍କ ସହର । ଏହିଧାରା ଯଦି ଲାଗି ରହିବ ତେବେ ବିଶ୍ୱର ଏହି ଧନୀ ସହର ଦିନେ ପାତାଳଗାମୀ ହୋଇଯିବ । ଆମେରିକା ମହାକାଶ ସଂସ୍ଥା ନାସାର ଜେଟ୍ ପ୍ରପଲସନ ଲାବୋରେଟୋରୀ(…

ଚାଲିଥଲା ଜନ୍ମଦିନ ପାର୍ଟି ସେଲିବ୍ରେସନ, ହଠାତ ନାଇଟ୍‌କ୍ଲବ୍‌ରେ ଲାଗିଗଲା ନିଆଁ…ଆଉ ତାପରେ

ଓଡିଶା ଭାସ୍କର; ରବିବାର ଦକ୍ଷିଣ ପୂର୍ବ ସ୍ପେନ୍‌ର ମର୍ସିଆର ଏକ ନାଇଟ୍‌ କ୍ଲବ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ସେଲିବ୍ରେସନ ଚାଲିଥିବା ବେଳେ ହଠାତ କୌଣସି ଏକ କାରଣରୁ…

ସଇତାନର ଚିତ୍ର, ଆଉ କିଛି ଏମିତି ଲେଖା…୧୦୦ ବର୍ଷ ପରେ ଘରକୁ ଆସିଲା ପୁରୁଣା ଚିଠି

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଏମିତି ଜିନିଷ ମିଳିଯାଏ, ଯାହାକୁ ଦେଖି ଅତୀତର କେତେ ସ୍ମୃତି ମନେ ପଡ଼ିଯାଏ । ବେଳେବେଳେ କିଛି ଏଭଳି ଘଟଣା ବି ଘଟିଯାଏ, ଯାହା ହୃଦୟକୁ ଥରାଇ ଦିଏ ଏବଂ ଆଖିରେ ଲୁହ ଆଣିଦିଏ । ସେହିଭଳି ଏକ…

(Video)ପାକିସ୍ତାନୀ ଆତଙ୍କବାଦୀ ମୁଲଫିତ କ୍ଵାସିର ଫାରୁକର ମୃତ୍ୟୁ, ଆତଙ୍କୀକାଣ୍ଡର ଥିଲା ଏକ ବଡ଼ ବାଦଶାହ

ଇସଲାମାବାଦ; ଆତଙ୍କୀକାଣ୍ଡର ଏକ ବଡ଼ ବାଦଶାହକୁ ଏନ୍କାଉଣ୍ଟର କରାଯାଇଥିବା ଖବର ଆସିପହଞ୍ଚିଛି । ଯାହାକୁ ଧରିବାକୁ ଭାରତ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଆସୁଥିଲା ସେଥିରେ ଆଜି ଏକ ପୂର୍ଣ୍ଣଚ୍ଛେଦ ପଡିଥିବା କଥା…

ଭିକ ମାଗିବାକୁ ଫ୍ଲାଇଟରେ ସାଉଦି ଆରବ ଯାଉଥିଲେ ଭିକାରୀ: ଜଣା ପଡ଼ିବା ପରେ ଘଟିଲା ଏମିତି କିଛି

ନୂଆଦିଲ୍ଲୀ: ସାଉଦି ଆରବ ଅଭିମୁଖେ ଯାଉଥିବା ଏକ ବିମାନରେ ଏକ ଅଭାନୀୟ ଏବଂ ଅଜବ ଘଟଣା ଦେଖିବାକୁ ମିଳିଛି । କିଛି ଲୋକ କେବଳ ଭିକ ମାଗିବା ପାଇଁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇଛନ୍ତି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା…

ଦୋହଲିଗଲା ତୁର୍କୀର ରାଜଧାନୀ, ଅଧିବେଶନ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ସଂସଦ ନିକଟରେ ଭୟଙ୍କର ବିସ୍ଫୋରଣ

ଅଙ୍କାରା: ତୁର୍କୀ ରାଜଧାନୀ ଅଙ୍କାରା ନିକଟରେ ଆଜି ଅର୍ଥାତ୍ ରବିବାର ଦ୍ୱିପ୍ରହରରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏହା ସହିତ ଗୁଳିଗୋଳା ବର୍ଷଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି । ଏହି ଆତ୍ମଘାତୀ ବିସ୍ଫୋରଣରେ…