fbpx
Browsing Category

ବିଦେଶ

ବୈବାହିକ ବିବାଦର କରୁଣ ପରିଣତି: ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପାକିସ୍ତାନରୁ ଆସିଛି ଏଭଳି ଏକ ବଡ଼ ଖବର । ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପାଖତୁଙ୍ଖୱା ରାଜ୍ୟରେ ଏଭଳି ଏକ ହୃଦୟ ବିଦାରକ ତଥା…

ଅଳ୍ପକେ ବଞ୍ଚିଗଲା ବିମାନରେ ଥିବା ୨୧୪ ଜଣ ଲୋକଙ୍କର ଜୀବନ: ଫିଲିପାଇନ୍ସରେ VietJe ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ଟେକନିକାଲ ତ୍ରୁଟି କାରଣରୁ ବୁଧବାର ସକାଳେ ଭିଏତଜେଟ୍ ବିମାନ ଉତ୍ତର ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ କରିଥିଲା । ବିମାନରେ ୨୧୪ ଜଣ ଲୋକ ଥିଲେ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି । ଫିଲିପାଇନ୍ସର…

‘ଆଉ କେହି ନୁହଁନ୍ତି’ ପୁଟିନ ନିଜେ ଦାୟୀ, ୱାଗନର ବିଦ୍ରୋହକୁ ନେଇ ଆମେରିକା ଅଧିକାରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ବିଶ୍ୱର ବୃହତ୍ତମ ଦେଶ ରୁଷରେ ଘରୋଇ ସେନା ୱାଗନରଙ୍କ ବିଦ୍ରୋହ ପରେ ପାଶ୍ଚାତ୍ୟ ଦେଶ ଏବଂ ରୁଷ ମଧ୍ୟରେ ଅବରୋଧ ବୃଦ୍ଧି ପାଇବାରେ ଲାଗିଛି । ଖାସକରି ରୁଷ ଆମେରିକା ଉପରେ ଷଡଯନ୍ତ୍ରର ଅଭିଯୋଗ ଆଣିଛି । ରୁଷ…

କେବେ ବି ଫାଟିପାରେ ଏହି ଭୟାନକ ଆଗ୍ନେୟଗିରି , ୧୦ ବର୍ଷ ଧରି ରହିଛି ଅଶାନ୍ତ

ନୂଆଦିଲ୍ଲୀ:ୟୁରୋପର ସବୁଠାରୁ ଭୟାନକ ଆଗ୍ନେୟଗିରି ହେଉଛି ଇଟାଲୀର ସୁପରଭୋଲକାନୋ କ୍ୟାମ୍ପି ଫ୍ଲେଗରେଇ । ଏବେ ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି କି ଏହି ଜ୍ୱାଳାମୁଖୀ କୌଣସି ବି ସମୟରେ ବିସ୍ଫୋରଣ ହୋଇପାରେ । ଏହା ଯଦି…

ଚୀନ୍ କୁ ଲକ୍ଷେ ମାଙ୍କଡ ବିକି ଅର୍ଥନୀତି ସୁଧାରିବାକୁ ଚେଷ୍ଟା କରୁଥିଲା ଶ୍ରୀଲଙ୍କା, ବାଟ ଓଗାଳିଲେ ପରିବେଶବିଦ୍ ଓ ପଶୁ ପ୍ରେମୀ

ନୂଆଦିଲ୍ଲୀ: ଶ୍ରୀଲଙ୍କାରୁ ଚୀନ୍ ଯାଇଥାନ୍ତେ ଏକ ଲକ୍ଷ ମାଙ୍କଡ । କିନ୍ତୁ ପରିବେଶ ଓ ପଶୁ ପ୍ରେମୀଙ୍କ ବିରୋଧ ପରେ ବିଚରା ନୀରିହ ମାଙ୍କଡମାନେ ରକ୍ଷା ପାଇ ଯାଇଛନ୍ତି । ଏପ୍ରିଲରେ ଶ୍ରୀଲଙ୍କା କୃଷି ମନ୍ତ୍ରୀ ମହିନ୍ଦା…

ବେଲାରୁଷ ଚୁକ୍ତି କ’ଣ? ୱାଗନର୍ ଗ୍ରୁପ କିଏ, ଯିଏ ଦୋହଲାଇଦେଲା ପୁଟିନଙ୍କ ମୂଳଦୂଆ

ନୂଆଦିଲ୍ଲୀ: ରୁଷ ସେନାଙ୍କ ବିରୋଧରେ ବିଦ୍ରୋହୀ ୨୪ଘଣ୍ଟାରୁ ମଧ୍ୟ କମ ସମୟ ପର୍ଯ୍ୟନ୍ତ ଚାଲିଥିଲା । ହେଲେ ଏଥିରେ ଶତ୍ରୁ ବାହିନୀଙ୍କ ମଧ୍ୟରେ ଅନେକ ଗଣ୍ଡଗୋଳ ଏବଂ ଦ୍ୱନ୍ଦ ସୃଷ୍ଟି କରିଥିଲା । ତେବେ ଆସନ୍ତୁ ଜାଣିବା ଏହା…

ଟାର୍ଗେଟ ପୂରଣ କରି ନପାରିଲେ କର୍ମଚାରୀ ଖାଇବେ କଞ୍ଚା କଲରା: କମ୍ପାନୀ ଲାଗୁ କଲା ଅଜବ ନିୟମ

ନୂଆଦିଲ୍ଲୀ: କର୍ପୋରେଟ ସେକ୍ଟରରେ କାମର ଚାପ କେତେ ଅଧିକ ତାହା ଜଣେ ଭୁକ୍ତଭୋଗୀ ହିଁ ଭଲଭାବେ କହିପାରିବ । ଏହି କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ବଡ଼ଧରଣର ଟାର୍ଗେଟ ଦିଆଯାଇଥାଏ । ସେହି ହିସାବରେ କର୍ମଚାରୀଙ୍କ…

ୱାଗନର ମୁଖ୍ୟ ପ୍ରିଗୋଝିନ ନୁହଁନ୍ତି ଜେଲ୍ କୋଠରୀରେ ବନ୍ଦୀ ଏହି ବ୍ୟକ୍ତି ହେଉଛନ୍ତି ପୁଟିନଙ୍କ ବଡ ଶତ୍ରୁ

ମସ୍କୋ:ରୁଷରେ ଗୃହଯୁଦ୍ଧର ସଂକଟକୁ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ୨୪ ଘଣ୍ଟା ମଧ୍ୟରେ ଟାଳି ଦେଇଛନ୍ତି । ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଏହି ସଙ୍କଟକୁ ଟାଳିବାରେ ପୁଟିନ୍ ନିଜର ମିତ୍ର ତଥା ବେଲାରୁଷ ରାଷ୍ଟ୍ରପତିଙ୍କ…

ଅତ୍ୟଧିକ ମଦ ସେବନ କଲେ ମସ୍ତିଷ୍କର ଆକାର ଛୋଟ ହୋଇଯିବ! ମାତ୍ର ୫ ମିନିଟରେ ବ୍ରେନରେ ପହଞ୍ଚି ଯାଉଛି ମଦ

ନୂଆଦିଲ୍ଲୀ: ମଦ୍ୟପାନ ଆଜିର ଯୁବପୀଢ଼ିଙ୍କ ପାଇଁ ଏକ ବଡ଼ ଅଭିଶାପ କହିଲେ ଚଳେ । ମଦ୍ୟପାନ ପରି ଏକ କୁଅଭ୍ୟାସ କାରଣରୁ ଅନେକ ଯୁବକ, ଯୁବତୀ ତଥା ବୟସ୍କଙ୍କର ଜୀବନ ଅକାଳରେ ଚାଲିଯିବା ସହିତ ଅନେକ ସଂସାର ଉଜୁଡ଼ି ଯାଉଛି । ମଦ…

ପୁତିନ ତିଆରି କରୁଛନ୍ତି ନୂଆ ସେନାବାହିନୀ! ଫାଇଟର ଡଲଫିନକୁ ପ୍ରଶିକ୍ଷଣ ଦେଉଛି ଋଷ

ନୂଆଦିଲ୍ଲୀ: ଋଷରେ ଏବେ ପୁଣିଥରେ ଆରମ୍ଭ ହୋଇଛି ଛକାପଞ୍ଝା । ୱାଗନର ଗ୍ରୁପ ଏବଂ ଋଷ ସେନା ଭିତରେ ତିକ୍ତତା ଜୋର ଧରିଛି । ଏହା ଭିତରେ ଋଷ ରାଷ୍ଟ୍ରପତିଙ୍କୁ ନେଇ ଏକ ବଡ ଦାବି କରିଛି ବ୍ରିଟେନ । ମାନବ ସେନା ପରେ…