fbpx
Browsing Category

ବିଦେଶ

ବସ୍ ଷ୍ଟପରେ ଅପେକ୍ଷା କରିଥିବା ଲୋକଙ୍କ ଉପରେ ମାଡିଗଲା କାର, ୭ ମୃତ

ନୂଆଦିଲ୍ଲୀ: ବସ୍ ଷ୍ଟପରେ ଅପେକ୍ଷା କରିଥିବା ଯାତ୍ରୀମାନଙ୍କ ଉପରେ କାର ତୀବ୍ର ବେଗରେ ଆସି ଚଢାଇଦେଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସଙ୍ଗେସଙ୍ଗେ ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଅଧିକାରୀଙ୍କ କହିବା ଅନୁସାରେ,…

ସୁନା ଖଣିରେ ବଡ ବିସ୍ଫୋରଣ; ଦେଖୁ ଦେଖୁ ଭୟଙ୍କର ଅଗ୍ନିକାଣ୍ଡରେ ଚାଲିଗଲା ୨୭ ଜଣଙ୍କର ଜୀବନ

ନୂଆଦିଲ୍ଲୀ: ରବିବାର ଦିନ ଦକ୍ଷିଣ ପେରୁର ଏକ ଛୋଟ ସୁନା ଖଣିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏହା ହେଉଛି ଦେଶର ସବୁଠାରୁ ବଡ…

ପାକିସ୍ତାନ: ପେଗାମ୍ବରଙ୍କ ସହିତ ଇମ୍ରାନ ଖାନଙ୍କୁ ତୁଳନା କଲେ ମୁସଲିମ ଯୁବକ, ଭିଡ଼ ହିଂସା ନେଇଗଲା ଜୀବନ

ନୂଆଦିଲ୍ଲୀ: ଇସଲାମ ଧର୍ମର ପେଗାମ୍ବରଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ସହିତ ଇମ୍ରାନ ଖାନଙ୍କ ସହିତ ତୁଳନା କରିବାରୁ ଭିଡ଼ ହିଂସା ନେଇଗଲା ଜୀଵନ। ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ପାକିସ୍ତାନର ଖାଇବର ପାଖ୍ଟନଖୱାରେ।…

ଭାରତର ଏମିତି ଜାଗା, ଯେଉଠି ମହିଳାଙ୍କୁ ମିଳେନି ଏଣ୍ଟ୍ରି: କାରଣ ଖୁବ୍ ଅଜବ

ନୂଆଦିଲ୍ଲୀ: ଆଜିକାଲିର ମହିଳା ଅନେକ ଦିଗରେ ବିକାଶ କରିଛନ୍ତି । କେବଳ ବିଦେଶ ନୁହେଁ, ବରଂ ଅନ୍ତରୀକ୍ଷରେ ମଧ୍ୟ ପହଞ୍ଚିବାରେ ଦକ୍ଷ ଆଜିକାଲିର ମହିଳା । କିନ୍ତୁ ପୃଥିବୀରେ ଏମିତି କିଛିଟା ଜାଗା ରହିଛି, ଯେଉଁଠାରେ…

ମୁଁ ୧୦ ହଜାରରୁ ଅଧିକ ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରିଛି: ଜୀବନକୁ ନେଇ ମହିଳାଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ମଣିଷ ଜୀବନରେ ଖାଦ୍ୟ, ବାସଗୃହ, ପୋଷାକ ଯେତିକି ଜରୁରୀ ସେହି ଅନୁସାରେ ଆମୋଦ ପ୍ରମୋଦ ମଧ୍ୟ ଜରୁରୀ । ମଣିଷ ଯେତେ ବ୍ୟସ୍ତରେ ରହି କାର୍ଯ୍ୟ କରୁଥିଲେ ହେଁ ଅଳ୍ପ ସମୟ ପାଇଁ ହେଉ ପଛକେ ଖୁସି ତା’ ପାଇଁ…

ମଣିଷର କୋଷିକାର ଜୀବନ କାଳକୁ ବୃଦ୍ଧି କରିହେବ: ୮ ବର୍ଷର ପିଲା ୮୦ ବର୍ଷୀୟ ବୃଦ୍ଧ ପରି କାହିଁକି ଦେଖାଯାଏ, ନୂଆ ଟେକନିକର ସନ୍ଧାନ କଲେ…

ନୂଆଦିଲ୍ଲୀ: ମଣିଷର ଜୀବନ ଓ ଆୟୁଷକୁ ନେଇ ବୈଜ୍ଞାନିକମାନେ ନିରନ୍ତର ଭାବେ ପ୍ରୟାସ ଜାରି ରଖିଛନ୍ତି । ସମୟ ସହିତ ଆମର କୋଷିକାଗୁଡ଼ିକ ଦୁର୍ବଳ ହୋଇପଡ଼ନ୍ତି । ଏହି କାରଣରୁ ୮ ବର୍ଷର ପିଲା ୮୦ ବର୍ଷର ବୃଦ୍ଧଙ୍କ ପରି…

ବ୍ରିଟେନର ରାଜା ହେଲେ ଚାର୍ଲ୍ସ ତୃତୀୟ, ମଥାରେ ପିନ୍ଧିଲେ ଶାସକର ମୁକୁଟ

ଲଣ୍ଡନ: ମହାରାଜା ଚାର୍ଲ୍ସ ତୃତୀୟ ଆଜି ଶାସକର ମୁକୁଟ ପିନ୍ଧିଛନ୍ତି। ୱେଷ୍ଟମିନଷ୍ଟରର ଆବେରେ କିଙ୍ଗ ଚାର୍ଲ୍ସ ତୃତୀୟ ଏବଂ ତାଙ୍କ ପତ୍ନୀ କାମିଲା ମୁକୁଟ ପିନ୍ଧିଥିଲେ। ଦୁଇ ହଜାରରୁ ଅଧିକ ଲୋକ ଏହି ଶୋଭାଯାତ୍ରା…

ଖଲିସ୍ତାନୀ ଆତଙ୍କବାଦୀ ପରମଜୀତ ସିଂହଙ୍କୁ ହତ୍ୟା

ନୂଆଦିଲ୍ଲୀ: ଖଲିସ୍ତାନ କମାଣ୍ଡୋ ଫୋର୍ସ (କେସିଏଫ)ର ମୁଖ୍ୟ ଓ ଆତଙ୍କବାଦୀ ପରମଜୀତ ସିଂହ ଓରଫ ମଲିକ ସରଦାର ସିଂହଙ୍କୁ ହତ୍ୟା କରାଯାଇଛି । ଆଜି ସକାଳେ ଦୁଇଜଣ ଅଜ୍ଞାତ ବନ୍ଧୁକଧାରୀ ପରମଜିତଙ୍କ ଉପରକୁ ଗୁଳି ଚଳାଇଥିଲେ ।…

King Charles III ଙ୍କ ରାଜ୍ୟାଭିଷେକରେ ସାମିଲ ହେବେ ଉପରାଷ୍ଟ୍ରପତି ଧନଖଡ଼; ସୋନାମ କପୁରଙ୍କ ସମେତ ଅନେକ ଭାରତୀୟମାନେ ହେବେ ସାମିଲ

ନୂଆଦିଲ୍ଲୀ: ବ୍ରିଟେନର ନୂତନ ଶାସକ ଭାବେ ଆଜି ରାଜା ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ ହେବାକୁ ଯାଉଛି। ତେବେ ଆଜିର ଏହି ରାଜକୀୟ କାର୍ଯ୍ୟକ୍ରମରେ ୧୦୦ ରାଜ୍ୟ ମୁଖ୍ୟ, ରାଜ ପରିବାର ଏବଂ ବହୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ…

ଶେଷ ହେଲା ‘ଅପରେସନ କାବେରୀ’ ! ସେନାର ୧୭ ଉଡ଼ାଣ ଓ ନୌସେନାର ୫ ଜାହାଜ, ଏହିପରି ଭାବରେ ସୁଦାନ ଫେରିଲେ ୩୮୬୨ ଭାରତୀୟ

ନୂଆଦିଲ୍ଲୀ: ସୁଦାନରେ ଚାଲିଥିବା ଗୃହଯୁଦ୍ଧରେ ଫସିଥିବା ଭାରତୀୟ ନାଗରିକକୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନ ‘ଅପରେସନ କାବେରୀ’ ଶୁକ୍ରବାର ଦିନ ଶେଷ ହୋଇଛି । ଭାରତୀୟ ବାୟୁସେନାରେ ଶେଷ ବିମାନ ୪୭ ଜଣ…